ଲୋକସଭା ନିର୍ବାଚନ ପାଇଁ ୫ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଶେଷ ହୋଇଥିବା ବେଳେ ବିଜେପି 90 ପ୍ରତିଶତ ଆସନ ଜିତିଥିବା କହିଛନ୍ତି ବିଜେପି ନେତାା ଗୋଲକ ମହାପାତ୍ର । ଆଉ ୨ଟି ପର୍ଯ୍ୟାୟ ବାକି ଅଛି ଏବଂ ଜୁନ୍ ୧ରେ ଭୋଟ୍ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଯିବ। ଏବେ ଷଷ୍ଠ ପର୍ଯ୍ୟାୟ ପୂର୍ବରୁ ଏନ୍ଡିଏ ମେଣ୍ଟ ୩୦୦ରୁ ଅଧିକ ଆସନ ଜିତି ସାରିଥିବା ନେଇ ଦୃଢ଼ୋକ୍ତି ବାଢ଼ିଛନ୍ତି।