ପ୍ରତାରଣା କିଏ କାହାକୁ ଦେଇଛି.. ପ୍ରତିଧ୍ୱନୀ କହେ..ନ୍ୟୁଜରୁମରେ ବଡ଼ ଡିବେଟ by M M Jan-22-2026 08:45 AM IST 0 ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ବିଜୁ ଜନତା ଦଳ (ବିଜେଡି) ଗଠନରେ ବିଜୟ ମହାପାତ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସେତେବେଳେ ବିଜୟଙ୍କୁ ଦଳର ‘କିଙ୍ଗ୍ମେକର୍’ କୁହାଯାଉଥିଲା। ମାତ୍ର ୨୦୦୦ ମସିହା ବିଧାନସଭା ନିର୍ବାଚନ ସମୟରେ ଓଡ଼ିଶା ରାଜନୀତିର ସବୁଠାରୁ ବଡ଼ ଧକ୍କା... Read moreDetails
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ‘ବଡ଼ ମହାସ୍ନାନ’ ନୀତି: ଭିତର କାଠ ନିକଟରେ ରକ୍ତ ପଡ଼ିଥିବାରୁ ଦର୍ଶନ ବନ୍ଦ by M M Jan-21-2026 12:02 PM IST 0 ପୁରୀ, ୨୧/୦୧: ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ସ୍ୱତନ୍ତ୍ର ‘ବଡ଼ ମହାସ୍ନାନ’ ନୀତି ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ଭିତର କାଠ ନିକଟରେ ଥିବା ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବା ଦେଖିବାକୁ ମିଳିଥିଲା, ଯାହା ଫଳରେ ମନ୍ଦିର ପରିସର ଅଶୁଦ୍ଧ ହୋଇଥିବା ବିବେଚନା... Read moreDetails
କାହିଁକି ଗୁରୁତ୍ୱପୂର୍ଣ୍ଣ ପୈାର ନିର୍ବାଚନ? by M M Jan-21-2026 11:35 AM IST 0 ଭୁବନେଶ୍ୱର: ଓଡ଼ିଶାରେ ନୂତନ ଭାବେ ଗଠିତ ହୋଇଥିବା ବିଜ୍ଞପ୍ତି ଅଞ୍ଚଳ ପରିଷଦ (NAC) ଏବଂ ପୌରପାଳିକାଗୁଡ଼ିକରେ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଆସନ୍ତା ଜୁନ୍ ମାସ ଶେଷ ସୁଦ୍ଧା ଏହି ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ନିର୍ବାଚନ କମିଶନ... Read moreDetails
ବିଜେପିର ନୂଆ ରାଷ୍ଟ୍ରୀୟ ସଭାପତି ଭାବେ ଦାୟିତ୍ୱ ନେଲେ ନୀତିନ ନବୀନ:ମିଳିଲା ‘ଜେଡ୍’ ବର୍ଗର ସୁରକ୍ଷା by M M Jan-20-2026 04:17 PM IST 0 ନୂଆଦିଲ୍ଲୀ, ୨୦/୦୧: ବିହାରର ଟାଣୁଆ ନେତା ନୀତିନ ନବୀନ ଆଜି ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର (ବିଜେପି) ପୂର୍ଣ୍ଣକାଳୀନ ରାଷ୍ଟ୍ରୀୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ଦଳର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ... Read moreDetails
ୟୁନିଟ-୧ ହାଟରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ by M M Jan-20-2026 06:07 AM IST 0 ଭୁବନେଶ୍ୱର: ରାଜଧାନୀର ସବୁଠାରୁ ପୁରୁଣା ଏବଂ ବ୍ୟସ୍ତବହୁଳ ୟୁନିଟ-୧ ହାଟରେ ଆଜି ଭୋର ପ୍ରାୟ ୪ଟା ସମୟରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଘଟଣରେ ହାଟର ମୁଖ୍ୟ ଗଳିରେ ଥିବା ପ୍ରାୟ ୧୦ରୁ ଅଧିକ ଦୋକାନ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି। ପ୍ରାଥମିକ... Read moreDetails
ଶ୍ରୀଜଗନ୍ନାଥଙ୍କ ଏଆଇ ଭିଡିଓକୁ ନେଇ ବିବାଦ: ପରମ୍ପରା ଉଲ୍ଲଂଘନ ଅଭିଯୋଗ, ଭକ୍ତ ମହଲରେ ଅସନ୍ତୋଷ by M M Jan-20-2026 05:50 AM IST 0 ଭୁବନେଶ୍ୱର: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କିଛି ଏଆଇ (Artificial Intelligence) ପ୍ରସ୍ତୁତ ଫଟୋ ଏବଂ ଭିଡିଓ ଏବେ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ବଡ଼ଦାଣ୍ଡରେ ଜଗନ୍ନାଥଙ୍କ ଏକ ବିଶାଳକାୟ ମୂର୍ତ୍ତି ଉପରେ କ୍ରେନ ସାହାଯ୍ୟରେ କ୍ଷୀର ଢଳାଯିବା... Read moreDetails
ଓଡ଼ିଶାରେ ଆସୁଛି ନୂଆ ‘ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ’: ବଦଳିବ ୪୫ ବର୍ଷର ପୁରୁଣା ରାଜସ୍ୱ ଆଇନ by M M Jan-20-2026 05:44 AM IST 0 ରାଜ୍ୟରେ ଜମିଜମା ପ୍ରଶାସନକୁ ଅଧିକ ସରଳ, ସ୍ୱଚ୍ଛ ଏବଂ ଲୋକାଭିମୁଖୀ କରିବା ପାଇଁ ଓଡ଼ିଶା ସରକାର ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀର୍ଘ ୪୫ ବର୍ଷର ପୁରୁଣା ରାଜସ୍ୱ ଆଇନରେ ବ୍ୟାପକ ସଂଶୋଧନ କରାଯାଇ ଏକ ସମନ୍ୱିତ ନୂତନ ‘ଲ୍ୟାଣ୍ଡ... Read moreDetails
ଜେନ-Z ଯୁଗରେ ଭୁଲ ଭୁଲେୟା ଗପ; ଓଡ଼ିଶାରେ କାମ ଦେବ ବିଜୟଙ୍କ ରାଜନୀତି ! by M M Jan-19-2026 06:49 PM IST 0 ଓଡ଼ିଶା ରାଜନୀତିରେ ବିଜୟ ମହାପାତ୍ରଙ୍କ ଅଭିଜ୍ଞତା ଏବଂ ରଣନୀତିକୁ କେହି ଅଣଦେଖା କରିପାରିବେ ନାହିଁ। ବର୍ତ୍ତମାନର ସ୍ଥିତିରେ ତାଙ୍କର "ରାଜନୈତିକ ଚାଲ୍" କେତେଦୂର କାମ କରିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିକଟରେ ପାଟକୁରା ବିଧାୟକ... Read moreDetails
ଇଡି-ମମତା-ବିଜେପି: ରାଜନୀତିର ଖେଳ; ରବି ଦାସଙ୍କ ତର୍ଜମା by M M Jan-16-2026 04:52 AM IST 0 ପଶ୍ଚିମବଙ୍ଗ ରାଜନୀତି ଏବେ ଏକ ଜଟିଳ ମୋଡ଼ରେ। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ED) ର କାର୍ଯ୍ୟାନୁଷ୍ଠାନ, ମମତା ବାନାର୍ଜୀଙ୍କ ପ୍ରତିବାଦ ଏବଂ ବିଜେପିର ରଣନୀତିକୁ ନେଇ ରବି ଦାସ ନିଜର ଶାଣିତ ତର୍ଜମା ଉପସ୍ଥାପନ କରିଛନ୍ତି। https://www.youtube.com/watch?v=RNVPod-2bdA Read moreDetails
ଶ୍ରୀକାନ୍ତ-ମନୋରଂଜନ ବିତର୍କ, ମାଗଣା ବିଜୁଳି ଦେଲେ ଚାଷୀଙ୍କ ଭାଗ୍ୟ ବଦଳିଯିବ କି ? by M M Jan-15-2026 06:21 AM IST 0 ମାଗଣା ବିଜୁଳି ଦେଲେ ଚାଷୀଙ୍କ ଭାଗ୍ୟ ବଦଳିଯିବ କି? ଭୁବନେଶ୍ୱର: ଓଡ଼ିଶାର କୃଷି ଓ କୃଷକଙ୍କ ସମସ୍ୟାକୁ ନେଇ ସବୁବେଳେ ରାଜନୀତି ସରଗରମ ରହୁଥିବା ବେଳେ, ଏବେ 'ମାଗଣା ବିଜୁଳି' ପ୍ରସଙ୍ଗ ଏକ ବଡ଼ ବିତର୍କର ରୂପ ନେଇଛି। ଚାଷୀଙ୍କ ପାଇଁ... Read moreDetails