ନିଖୋଜ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ଗଳିତ ମୃତଦେହ ଉଦ୍ଧାର by M M Sep-17-2025 12:34 PM IST 0 ଭୁବନେଶ୍ୱରରୁ ନିଖୋଜ ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଗଳିତ ମୃତଦେହ ବୁଧବାର ଅପରାହ୍ନରେ କେନ୍ଦୁଝର ଜିଲ୍ଲାର ଘଟଗାଁ ଅଞ୍ଚଳରୁ ଉଦ୍ଧାର ହୋଇଛି। ଜଙ୍ଗଲ ମଧ୍ୟରେ ଏକ ପରିତ୍ୟକ୍ତ ସ୍ଥାନରୁ ଜେସିବି ସାହାଯ୍ୟରେ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସିମେଣ୍ଟ ଅଖା ଭିତରେ... Read moreDetails
ଅର୍ଚ୍ଚନା ନାଗଙ୍କୁ ଆଇନଜୀବୀ ପେଶରୁ ନିଲମ୍ବନ କରାଗଲା କାହିଁକି ? by M M Sep-19-2025 11:37 PM IST 0 ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅର୍ଚ୍ଚନା ନାଗଙ୍କୁ ଆଇନଜୀବୀ ପେଶାରୁ ନିଲମ୍ବନ କରିଛି। ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀଙ୍କ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଅର୍ଚ୍ଚନା ଆଇନଜୀବୀ ଭାବେ ପଞ୍ଜୀକରଣ ବେଳେ ମିଥ୍ୟା ତଥ୍ୟ ଦେଇଥିଲେ। ଅନେକ ଫ୍ରଡ୍ ମାମଲା ତାଙ୍କ... Read moreDetails
ସୁଭଦ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ପାଳିବ “ଧନ୍ୟବାଦ ମୋଦି” ଉତ୍ସବ by M M Sep-15-2025 01:53 PM IST 0 ଆସନ୍ତା ୧୭ ତାରିଖରେ ସୁଭଦ୍ରା ଯୋଜନା ସଫଳ ଭାବରେ ଏକ ବର୍ଷ ପୂରଣ କରିବାକୁ ଯାଉଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମଗ୍ର ଓଡ଼ିଶାରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା... Read moreDetails
ବ୍ୟାପକ ଇଭି ବ୍ୟବହାର ଏବଂ ସବୁଜ ପଦକ୍ଷେପକୁ ଗୁରୁତ୍ୱ ଦେବା ପାଇଁ ରାଜ୍ୟପାଳଙ୍କ ଆହ୍ୱାନ by M M Sep-15-2025 01:44 PM IST 0 ସାମ୍ପ୍ରତିକ ସମୟରେ ରାଜ୍ୟର ଦ୍ରୁତ ଗତିରେ ବଢୁଥିବା ସହରଗୁଡ଼ିକରେ ନାଗରିକମାନଙ୍କୁ ବିଦ୍ୟୁତ୍ ଯାନ (EV) ର ବ୍ୟାପକ ବ୍ୟବହାର ଏବଂ ଏହା ଦ୍ୱାରା ପ୍ରଦୂଷଣ ଏବଂ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସେମାନଙ୍କର ଭୂମିକା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ... Read moreDetails
ଓଡ଼ିଶାରେ ବ୍ୟବସାୟକୁ ଜାତୀୟ ପରିଚୟ ଦେବା ପାଇଁ ଭଲ ସୁଯୋଗ ରହିଛି by M M Sep-15-2025 01:51 AM IST 0 ଭୁବନେଶ୍ୱର, ଡିଜିଟାଲ ପ୍ଲାଟଫର୍ମ ନିଉଜ ରୁମ ପକ୍ଷରୁ ମନି ମ୍ୟାଟର୍ସର ତୃତୀୟ ସଂସ୍କରଣ କନକ୍ଲେଭ୍ ଆୟୋଜିତ ହୋଇଯାଇଛି । ଓଡ଼ିଶାର ବ୍ୟବସାୟୀମାନେ କିପରି ଜାତୀୟସ୍ତରରେ ପରିଚୟ ପାଇପାରିବେ, ସେମାନଙ୍କୁ କିପରି ସହଜରେ ଲୋନମିଳିପାରିବ, ବଜାରରେ କିପରି ଓଡ଼ିଶାର ସାମଗ୍ରୀର ବିକ୍ରି ବଢ଼ିବ... Read moreDetails
ଦକ୍ଷିଣ ଓଡ଼ିଶାରୁ ବିଜେଡି ହାତ ଛାଡୁଛନ୍ତି ବରିଷ୍ଠ ନେତା by M M Sep-10-2025 07:32 AM IST 0 ବିଜୁ ଜନତା ଦଳ (ବିଜେଡି) ପାଇଁ ଏବେ ଭଲ ସମୟ ଚାଲିନାହିଁ । ୨୦୨୪ ସାଧାରଣ ନିର୍ବାଚନରେ ହାରିବା ପରେ ଗୋଟେ ପରେ ଆଉ ଗୋଟେ ସଙ୍କଟ ଆସୁଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ସବୁଠୁ ବଡ଼ ସଂକଟ ଦଳପାଇଁ... Read moreDetails
ବିଜେଡି ଗୋଷ୍ଠୀ କନ୍ଦଳ ବଢ଼ିଲା by M M Sep-10-2025 05:41 AM IST 0 ରାମାୟଣ ଓ ମହାଭାରତ ଆମର ଜୀବନର ଅଂଶ। ସେଠାରୁ କିଛି ନେତା ଦଳର ନେତାଙ୍କୁ ନକାରାତ୍ମକ ଚରିତ୍ର ସହ ତୁଳନା କରି ଟାର୍ଗେଟ୍ କରୁଛନ୍ତି। ଏମିତି ବୁଲେଇ ନକରି ସିଧାସଳଖ ନାଁ ନେଇ କରନ୍ତୁ : ମନ୍ମଥ ଓଡ଼ିଶାରେ ରାଜନୈତିକ ଦୃଶ୍ୟ... Read moreDetails
ସିପି ରାଧାକ୍ରିଷ୍ଣନ ହେଲେ ଉପରାଷ୍ଟ୍ରପତି, ମିଳିଲା 452 ଭୋଟ by M M Sep-10-2025 01:19 AM IST 0 ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି ସିପି ରାଧାକ୍ରିଷ୍ଣନ । 452 ଭୋଟ ପାଇ ବିଜୟୀ ହୋଇଛନ୍ତି । ନୂଆ ଉପରାଷ୍ଟ୍ରପତିଙ୍କ ନାମ ଘୋଷଣା କରାଯାଇଛି । ଏନଡିଏର ପ୍ରାର୍ଥୀ ସିପି ରାଧାକୃଷ୍ଣନ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ପରାସ୍ତ... Read moreDetails
ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ? by M M Sep-08-2025 04:51 AM IST 0 ଆସନ୍ତା ୯ ସେପ୍ଟେମ୍ବରରେ ଦେଶର ଉପରାଷ୍ଟ୍ରପତି ନିର୍ବାଚନ। ଏହାକୁ ନେଇ ସାରା ଦେଶରେ ରାଜନୀତି ସରଗରମ ହୋଇଛି। ଓଡ଼ିଶାରେ ମଧ୍ୟ ରାଜନୈତିକ ଗତିବିଧି ଜୋରଦାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ବିଜେପି ରାଜ୍ୟ... Read moreDetails
ଛଣଗିରି ସ୍ଵର୍ଣ୍ଣ ଅଳଙ୍କାରରୁ ଲୁଟ ମାମଲାରେ ଧରାପଡ଼ିଲେ ଲୁଟେରା by M M Sep-05-2025 11:25 AM IST 0 ଛଣଗିରି ସ୍ଵର୍ଣ୍ଣ ଅଳଙ୍କାର ପ୍ରତିଷ୍ଠାନ ରୁ ଲୁଟ ଘଟଣାର ଛଣଗିରି ସ୍ଵର୍ଣ୍ଣ ଅଳଙ୍କାର ପ୍ରତିଷ୍ଠାନରୁ ଲୁଟ ଘଟଣାର ପର୍ଦ୍ଦାଫାଶ। ଜବତ ହେଲା ଲୁଟ ସୁନା, ରୂପା, ନଗଦ ଟଙ୍କା, ଘଟଣାରେ ୪ ଗିରଫ ।ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଛଣଗିରୀ... Read moreDetails