ବଡ଼ ଖବର ପୁଣି ୭ ମାଓବାଦୀ ନିପାତ, ଆତ୍ମସମର୍ପଣ ପାଇଁ ଭୂପତି କଲେ ଅପିଲ୍ newsroom • 6 months ago ମାଓ ସଙ୍ଗଠନର ଅନେକ ବଡ ବଡ ନେତା ଏବେ ସୁରକ୍ଷା କର୍ମୀଙ୍କ ହାତରେ ନିପାତ ହୋଇଛନ୍ତି । ଅନେକ ମାଓନେତା ସଙ୍ଗଠନ ଛାଡିବାରେ ଲାଗିଛନ୍ତି । ଏହାରି… Read More →
ବଡ଼ ଖବର ସ୍ତବ୍ଧ ଓଡ଼ିଆ ସଙ୍ଗୀତ ଜଗତ: ମାତ୍ର ୩୬ ବର୍ଷ ବୟସରେ ଚିର ନିଦ୍ରାରେ ହ୍ୟୁମାନ ସାଗର newsroom • 6 months ago ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ସ୍ୱର, ଯୁବ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଆଉ ନାହାନ୍ତି। ମାତ୍ର ୩୬ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ସେ ଆରପାରିକୁ… Read More →
ବଡ଼ ଖବର ନାୟକର ନାଁ ନୀତିଶ କୁମାର; ଦଶ ହଜାରିଆ ଜିତିବାର ଫର୍ମୁଲା newsroom • 6 months ago ନାୟକର ନାଁ ନୀତିଶ କୁମାର; ଦଶ ହଜାରିଆ ଜିତିବାର ଫର୍ମୁଲା Read More →
ଦେଶ ବିଦେଶ ନୌଗାମରେ ଦିଲ୍ଲୀ ବିସ୍ଫୋରଣର କନେକସନ: ବିସ୍ଫୋରକ ସାମଗ୍ରୀର ଯାଞ୍ଚ କରୁଥିବା ସମୟରେ ବିସ୍ଫୋରଣ newsroom • 6 months ago ଜମ୍ମୁ ଏବଂ କାଶ୍ମୀରର ନୌଗାମ ପୋଲିସ ଷ୍ଟେସନ ପରିସରରେ ବଡ଼ ବିସ୍ଫୋରଣ କାହିଁକି ହେଲା । ପୋଲିସ ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲ ସହିତ ଜଡିତ ବିସ୍ଫୋରକର ନମୁନା… Read More →
ବଡ଼ ଖବର ବିହାରରେ କିଏ ହେବେ ମୁଖ୍ୟମନ୍ତ୍ରୀ ? newsroom • 6 months ago ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ହେବେ କି ନାହିଁ ତାହା ଘୋଷଣା କରାଯାଇନାହିଁ । ଏହାରି ଭିତରେ ଅନେକ ନେତା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଛନ୍ତି… Read More →
ଦେଶ ବିଦେଶ ବିହାରରେ ସୁଶାସନର ବିଜୟ : ମୋଦି newsroom • 6 months ago ଆଗାମୀ ବର୍ଷଗୁଡ଼ିକରେ ଆମେ ବିହାରର ବିକାଶ, ଏହାର ଭିତ୍ତିଭୂମି ଏବଂ ରାଜ୍ୟର ସଂସ୍କୃତିକୁ ଏକ ନୂତନ ପରିଚୟ ଦେବା ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିବୁ ।… Read More →
ଦେଶ ବିଦେଶ NDA ମେଣ୍ଟ ୧୯୦ ଆସନରେ ଏବଂ ମହାଗଠବନ୍ଧନ ୫୦ ଆସନରେ ଆଗୁଆ newsroom • 6 months ago ବିହାର ନିର୍ବାଚନରେ ଭାରତୀୟ ବିଜେପି ନେତୃତ୍ଵାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ରାଜ୍ୟରେ ୨୪୩ ବିଧାନସଭା ସିଟରୁ ୧୯୯ ସିଟରେ ଆଗୁଆ ରହି ପ୍ରଚଣ୍ଡ ବିଜୟ ଆଡ଼କୁ ଅଗ୍ରସର… Read More →
ବଡ଼ ଖବର ନୂଆପଡ଼ାରେ ପଦ୍ମ ଫୁଟିଲା, ଜୟ ଜିତିଲେ newsroom • 6 months ago ନୂଆପଡ଼ା ଉପନିର୍ବାଚନରେ ଭାଜପା ବାଜିମାତ୍ କରିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡ଼ା ବିଜୟକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନୂଆପଡ଼ା ବିଜୟ ଓଡ଼ିଶା ରାଜନୀତିରେ… Read More →
ବଡ଼ ଖବର ନୂଆପଡ଼ା ଉପନିର୍ବାଚନରେ 81% ମତଦାନ newsroom • 6 months ago ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ଭୋଟରମାନେ ବ୍ୟାପକ ଉତ୍ସାହର ସହ ଅଂଶଗ୍ରହଣ କରିଛନ୍ତି। ଆସନ ପାଇଁ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥିବା ମତଦାନ ପ୍ରକ୍ରିୟାରେ ପ୍ରାୟ 81 ପ୍ରତିଶତ … Read More →
ବଡ଼ ଖବର ନୂଆପଡ଼ା ଉପନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ୭୨.୩୧% ମତଦାନ newsroom • 6 months ago ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ସନ୍ଧ୍ୟା ୫ଟାରେ ଶେଷ ହୋଇଛି।… Read More →