ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଇଂଲଣ୍ଡ by M M Jul-10-2025 10:59 AM IST 0 ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ୨୦୨୪-୨୫ର ତୃତୀୟ ମ୍ୟାଚ୍ ଆଜି ଲଣ୍ଡନର ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍ରେ ଇଂଲଣ୍ଡ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଦୁଇ ଦେଶ ମଧ୍ୟରେ... Read moreDetails
ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ବାଳ କଂଗ୍ରେସରେ ଯୋଗ ଦେଇଛନ୍ତି by M M Jul-10-2025 10:34 AM IST 0 ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ବାଳ କଂଗ୍ରେସରେ ଯୋଗ ଦେଇଛନ୍ତି। ବୁଧବାର ସେ "ଶଙ୍ଖ' ଛାଡ଼ିଥିଲେ, ୨୪ ଘଣ୍ଟା ନପୂରୁଣୁ ସେ ଗୁରୁବାର "ହାତ' ଧରିଛନ୍ତି । ଜୁଲାଇ ୧୧ରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶାଗସ୍ତର କିଛିଘଣ୍ଟା ପୂର୍ବରୁ ସେ କଂଗ୍ରେସରେ ସାମିଲ... Read moreDetails
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ by M M Jul-09-2025 11:44 AM IST 0 ବରିଷ୍ଠ ବିଜେପି ନେତା ଗୋପିନାଥ ସାହୁଙ୍କୁ ଆଇ.ଟି.ଆଇ ଲିମିଟେଡ ବୋର୍ଡରେ ସ୍ୱାଧୀନ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି । ଏହା ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରଣାଳୟର ଦୂରସଂଚାର ବିଭାଗ ଅଧୀନରେ ଏକ ପ୍ରମୁଖ କେନ୍ଦ୍ରୀୟ ସରକାରୀ କ୍ଷେତ୍ର ଉଦ୍ୟୋଗ ଅଟେ I... Read moreDetails
ବିଜେପି ଭିତରେ ମନମୋହନଙ୍କ ଶକ୍ତି ବଢ଼ିଛି by M M Jul-10-2025 08:34 AM IST 0 ରାଜ୍ୟ ବିଜେପିରେ ମନମୋହନଙ୍କ ଶକ୍ତି ବଢ଼ିଛି । ଦଳ ଭିତରେ ମନମୋହନଙ୍କ ଏକକ ନିୟନ୍ତ୍ରଣ ରହିଛି । ବିଜେପି ଭିତରେ ମନମୋହନ ସାମଲଙ୍କ ଶକ୍ତି ଓ ପ୍ରଭାବ ବୃଦ୍ଧି ପାଇଥିବା ଦେଖାଯାଉଛି। ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେପିର ସଫଳତା, ବିଶେଷକରି ରାଜ୍ୟରେ ପ୍ରଥମ... Read moreDetails
ଲୋକଙ୍କ ସହ ଭଲ ବ୍ୟବହାର କରିବାକୁ ପଡ଼ିବ: ମନମୋହନ ସାମଲ by M M Jul-08-2025 09:14 AM IST 0 ଚତୁର୍ଥ ଥର ପାଇଁ ବିଜେପି ରାଜ୍ୟ ସଭାପତି ଭାବେ ନିର୍ବାଚିତ ହେବା ପରେ ମନମୋହନ ସାମଲ କହିଛନ୍ତି ଯେ ଓଡ଼ିଶାରେ ବିଜେପି ସରକାର ୨୦୩୬ ଓ ୨୦୪୭ ମସିହା ପର୍ଯ୍ୟନ୍ତ ଦୀର୍ଘକାଳୀନ ଶାସନ ଜାରି ରଖିବ ଏବଂ “ଲମ୍ବା ଇନିଙ୍ଗସ୍” ଖେଳିବ।... Read moreDetails
ମନମୋହନ ସାମଲଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜୋରଦାର ପ୍ରଶଂସା by M M Jul-08-2025 08:42 AM IST 0 ରାଜ୍ୟ ବିଜେପି ସଭାପତି ଭାବେ ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଥିବା ମନମୋହନ ସାମଲଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଶଂସା କରିଛନ୍ତି । ସର୍ବସମ୍ମତିକ୍ରମେ ନିର୍ଦ୍ୱନ୍ଦ୍ୱରେ ସଭାପତି ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘୨୦୨୪ରେ ମନମୋହନ ଭାଇଙ୍କ... Read moreDetails
ଜୁଲାଇ ୭ରେ ଜନସାଧାରଣଙ୍କର ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ by M M Jul-05-2025 01:59 PM IST 0 ଆସନ୍ତା ୭ ତାରିଖ (ସୋମବାର) ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ହେବ । ଗତମାସ ୩୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିଯୋଗ ଦାଖଲ ପାଇଁ ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଥିଲେ, ସେମାନଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ଶୁଣାଣି କେବଳ... Read moreDetails
କିଏ ହେବେ ଦଲାଇଲାମାଙ୍କ ଉତ୍ତରାଧିକାରୀ by newsroom Jul-03-2025 08:57 AM IST 0 ଛ ପୃଥିବୀର ଏମିତି ଏକ କ୍ଷୁଦ୍ର ଦେଶ ହେଉଛି ତିବ୍ବତ । ଯାହାର ଶାସକ ହେଉଛନ୍ତି ଦଲାଇଲାମା । ଭାରତରେ ଆଶ୍ରୟ ନେଇ ସେ ଦେଶ ଚଳାଉଛନ୍ତି । ଦଲାଇଲାମାଙ୍କ କାହାଣୀ ଯେତିକି ଆଶ୍ଚର୍ଯ୍ୟଜନକ ସେତିକି କୈାତୁହଳପୂର୍ଣ୍ଣ । ନବେ ବର୍ଷରେ... Read moreDetails
ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ଆସୁଛନ୍ତି ଅଧିକ ଭକ୍ତ by newsroom Jul-01-2025 10:06 AM IST 0 ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୫ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଛି। ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରର ସିଂହଦ୍ବାର ସମ୍ମୁଖରୁ ଶରଧାବାଲି ଅଭିମୁଖେ ରଥ ଗଡ଼ିବା ଆରମ୍ଭ ହୋଇଯାଇଛି। ବଡ଼ଦାଣ୍ଡରେ ପ୍ରଥମେ ପ୍ରଭୁ ବଳଦେବଙ୍କର ତାଳଧ୍ବଜ ରଥ ଶରଧାବାଲି ଅଭିମୁଖେ ବାହାରିଛି। ଏଥି ପାଇଁ ବଡ଼ଦାଣ୍ଡ... Read moreDetails
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଗର୍ଜିଲା କଂଗ୍ରେସ by newsroom Jun-30-2025 01:16 PM IST 0 ରଥଯାତ୍ରା ଦିନ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଗଡ଼ିପାରିଲା ନାହିଁ। ପରଦିନ ଶରଧାବାଲିରେ ଦଳାଚକଟା ପାଇଁ ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେଲା। ଚଳିତ ଥର ରଥଯାତ୍ରା ସମୟରେ ଏଭଳି ମହାବିଶୃଙ୍ଖଳାକୁ ନେଇ ଆଜି ରାଜଧାନୀରେ ଯୁବ କଂଗ୍ରେସ ଗର୍ଜନ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ... Read moreDetails