୩୦ଲକ୍ଷ ଟଙ୍କା , ଗାଡ଼ି ନେବାପରେ କାହିଁକି ଧାରା ଦେଉନାହାନ୍ତି ପିୟୁଷ !
ମୁଁ କମ୍ ଜୋର ହଜବ୍ୟାଣ୍ଡ ନୁହେଁ
ଆଦିବାସୀ ପିଲାଙ୍କୁ ଶିକ୍ଷାଦେବା ଭୁଲ ;ଦେଶ ଛାଡ଼ି ଚାଲିଯିବେ କି ଅଚ୍ୟୁତସମାନ୍ତ ?
ଜେପି ନଡ୍ଡାଙ୍କ କବାଟ କିଳା ବୈଠକରେ ତିନୋଟି କଥାକୁ ଗୁରୁତ୍ୱ
ନ୍ୟୁଜିଲାଣ୍ଡକୁ  ୪୪ ରନରେ ପରାସ୍ତ କରିଛି ଭାରତ
ହିନ୍ଦୁ ବାବାଙ୍କୁ ଟିଭି ଚ୍ୟାନେଲରେ ମାଡ଼
ନବ ଦାସଙ୍କ ହତ୍ୟା ପଛରେ ପାଣ୍ଡିଆନ – ବବି ଅଛନ୍ତି: ପ୍ରଦୀପ
ଉତ୍ତମଙ୍କ ଅବର୍ତ୍ତମାନରେ ଅଭିନେତ୍ରୀ ପିଙ୍କିଙ୍କ ଶେଷ ଗୀତ|

ରାଜନୀତି

ପ୍ରବୋଧ ତିର୍କୀଙ୍କ ଟିକେଟ୍ କାଟିଦେଲା କଂଗ୍ରେସ

ପ୍ରବୋଧ ତିର୍କୀଙ୍କ ଟିକେଟ୍ କାଟିଦେଲା କଂଗ୍ରେସ । ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ ରାଜନୀତିକୁ ପାଦ ବଢାଇ କଂଗ୍ରେସରେ ଯୋଗଦେଇଥିଲେ । ଦଳ ତାଙ୍କୁ ମଧ୍ୟ ଭରସା କରି ତଳସରାରୁ ଟିକେଟ୍ ଦେଇଥିଲା । ଟିକେଟ୍ ଘୋଷଣାକୁ...

Read more

ବିଜେପିରେ ମିଶିଲେ ‘କାର ଖାନା’ର ଦୁଇ ଯାଆ

ଭୁବନେଶ୍ୱର: ରାଜଧାନୀରେ କାରରେ ଖାଦ୍ୟ ବିକ୍ରି କରି ଚର୍ଚ୍ଚାରେ ଥିବା ଦୁଇ ଯା’ ବିଜେପିରେ ସାମିଲ ହୋଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ମିଶିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରିଛନ୍ତି ବିଜେପି ନେତୃବୃନ୍ଦ । ରାଜ୍ୟ...

Read more

କଂଗ୍ରେସ ଘୋଷଣା କଲା ୭୫ ବିଧାନସଭା ପ୍ରାର୍ଥୀ ତାଲିକା

 କଂଗ୍ରେସର ୭୫ ଜଣିଆ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ତିନୋଟି ଆସନରେ ପୂର୍ବ ଘୋଷିତ ପ୍ରାର୍ଥୀଙ୍କୁ ବଦଳାଯାଇଛି । ତଳସରାରେ ପ୍ରବୋଧ ତିର୍କୀଙ୍କ ବଦଳରେ ଦେବେନ୍ଦ୍ର ଭିତରିଆ, ବାଲିଗୁଡ଼ାରେ ସୁରଦା ପ୍ରଧାନଙ୍କ ବଦଳରେ ଉପେନ୍ଦ୍ର ପ୍ରଧାନ ଏବଂ କବିସୂର୍ଯ୍ୟନଗରରେ...

Read more

ରୋଡ ଶୋ ସମୟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ କାରକେଡ ଉପରେ ପଥରମାଡ଼

ରୋଡ ଶୋ’ ସମୟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଉପରେ ପଥରମାଡ଼ । ଏହି ପଥରମାଡ଼ରେ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡିଙ୍କ ମୁଣ୍ଡ ଓ ଆଖିରେ ଆଘାତ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ କାରକେଡରେ ଥିବା ଗାଡି ଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ କରାଯାଇଛି ।...

Read more

୧୯ ଏପ୍ରିଲରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ମତଦାନ

୧୯ ଏପ୍ରିଲରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ମତଦାନ

ପ୍ରଥମ ପର୍ଯ୍ୟାୟରେ ୧୯ ଏପ୍ରିଲ, ୨୦୨୪ରେ ୨୧ଟି ରାଜ୍ୟର ୧୦୨ଟି ସଂସଦୀୟ କ୍ଷେତ୍ରରେ ମତଦାନ ହେବାକୁ ଥିବା ବେଳେ ଏଥିରେ ୧୨୭ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୬୭ ଜଣ ପୁଲିସ ପର୍ଯ୍ୟବେକ୍ଷକ ଏବଂ ୧୬୭ ଜଣ ବ୍ୟୟ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଛି।...

Read more

ଆସିଲା କଂଗ୍ରେସ ପ୍ରାର୍ଥୀ ତାଲିକା : ୯ ଲୋକସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଆସିଲା କଂଗ୍ରେସ ପ୍ରାର୍ଥୀ ତାଲିକା : ୯ ଲୋକସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଆସିଲା କଂଗ୍ରେସ ପ୍ରାର୍ଥୀ ତାଲିକା ଆଉ ୯ ଲୋକସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ ।  ଏନେଇ ଦଳ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କେନ୍ଦୁଝରରୁ ମୋହନ ହେମ୍ବ୍ରମ, ବାଲେଶ୍ୱରରୁ ଶ୍ରୀକାନ୍ତ ଜେନା, ଭଦ୍ରକରୁ ଅନନ୍ତ ପ୍ରସାଦ ସେଠୀ,...

Read more

ରାଜୁ ଦାସଙ୍କୁ ବିଜେପିରେ ବିରୋଧ

ରାଜୁ ଦାସଙ୍କୁ ବିଜେପିରେ ବିରୋଧ

ସୋର :  ରାଜନୀତିରେ କେତେବେଳେ କିଏ କେଉଁଦଳରେ ଥାଏ ତାହା ବୁଝିବା ମୁସ୍କିଲ । କାଲି ରାଜୁ ଦାସ ବିଜେଡିରେ ଥିଲେ ଆଜି ବିଜେପିରେ । ଆଉ ରାଜୁ ଦାସଙ୍କୁ ଅଧା ରାସ୍ତା ଅଟକ ରଖିଛନ୍ତି ସୋର ବିଜେପି କର୍ମୀ। ସୋରକୁ...

Read more

ବାଲେଶ୍ବରରେ ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ଲଢ଼େଇ ଜୋରଦାର କରିବେ ଲେଖାଶ୍ରୀ ସାମନ୍ତସିଂହାର

ବାଲେଶ୍ବରରେ  ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ଲଢ଼େଇ ଜୋରଦାର କରିବେ  ଲେଖାଶ୍ରୀ ସାମନ୍ତସିଂହାର

ବାଲେଶ୍ବର : ବାଲେଶ୍ବର ଲୋକସଭା ଆସନ ପାଇଁ ମହିଳା କାର୍ଡ ଖେଳିଛି ବିଜେଡି । ଏଥର ବାଲେଶ୍ବରରେ କଡ଼ା ଟକ୍କର ଦେଖିବାକୁ ମିଳିବ । ଏହି ଆସନ ପାଇଁ ପ୍ରତାପ ଷଡ଼ଙ୍ଗୀଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ...

Read more

ଅପରାଜିତା ଏବଂ ପ୍ରଶାନ୍ତ ଜଗଦ୍ଦେବଙ୍କୁ ତୀବ୍ର ବିରୋଧ

ଅପରାଜିତା ଏବଂ ପ୍ରଶାନ୍ତ ଜଗଦ୍ଦେବଙ୍କୁ ତୀବ୍ର ବିରୋଧ

ଖୋର୍ଦ୍ଧା: ନିର୍ବାଚନ ପାଖେଇ ଆସୁଥିବା ବେଳେ  ଖୋର୍ଦ୍ଧାରେ ପୁଣି ଅପରାଜିତା ଷଡଙ୍ଗୀ ଏବଂ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିରୋଧ କରାଯାଇଛି। କିଛି ଦିନ ଧରି  ପ୍ରଶାନ୍ତ ଜଗଦ୍ଦେବଙ୍କୁ ବି ତୀବ୍ର ବିରୋଧ କରାଯାଉଛି ବିଭିନ୍ନ ସ୍ଥାନରେ ।  ଟାଙ୍ଗୀ ବ୍ଲକ ଛଣଗିରି ଗାଁରେ...

Read more

“ଆଧୁନିକ ପରିପ୍ରେକ୍ଷୀରେ ପ୍ରାଚୀନ ଭାରତୀୟ ସାହିତ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା” ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀ ଉଦ୍ଘାଟିତ

“ଆଧୁନିକ ପରିପ୍ରେକ୍ଷୀରେ ପ୍ରାଚୀନ ଭାରତୀୟ ସାହିତ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା” ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀ ଉଦ୍ଘାଟିତ

ସଂସ୍କୃତ ବିଭାଗ ପକ୍ଷରୁ ସୋମବାର ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ 'ଆଧୁନିକ ପରିପ୍ରେକ୍ଷୀରେ ପ୍ରାଚୀନ ଭାରତୀୟ ସାହିତ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା' ଶୀର୍ଷକ ତିନିଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍ ଘାଟିତ ହୋଇଯାଇଛି। ୨୦୨୪ ଏପ୍ରିଲ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା...

Read more
Page 35 of 35 1 34 35

Weather

March 4, 2025, 4:25 pm
 

S
Clear sky
26°C
1.2 m/s
Apparent: 32°C
Pressure: 1010 mb
Humidity: 90%
Winds: 1.2 m/s S
Windgusts: 9 m/s
UV-Index: 0
Precip.: 0mm /0% / Rain
Sunrise: 6:03 am
Sunset: 5:52 pm