ବାରବାଟୀରେ କିଏ ମାରିବ ବାଜି ? by M M Dec-09-2025 04:22 PM IST 0 ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମ ଟି୨୦ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ପାଇଁ କେବଳ ଲଢ଼େଇକୁ ଅପେକ୍ଷା। ବାରବାଟୀରେ ଖୁବ କମ୍ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଉଥିବାରୁ ଏହି ମ୍ୟାଚ୍ ଲାଗି ଦର୍ଶକମାନେ ଉତ୍କଣ୍ଠାର ସହ... Read moreDetails
ଶୁଭମନ ଗିଲ୍ ଫିଟ୍- ଆସନ୍ତାକାଲି ଖେଳିବେ ବାରବାଟୀରେ ମ୍ୟାଚ୍ by M M Dec-08-2025 02:57 PM IST 0 ଭୁବନେଶ୍ୱର : ଆସନ୍ତା କାଲି କଟକର ବାରବାଟୀ ଷ୍ଟାଡିୟମ୍ରେ ଆରମ୍ଭ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଟି-୨୦ ଉପ-ଅଧିନାୟକ ଶୁଭମନ ଗିଲ୍ ଖେଳିବେ । ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଓ ଦିନିକିଆ... Read moreDetails
ଉତ୍ସବ ମୁଖର ବାରବାଟୀ: ଟି-୨୦ ମହାସମର ପାଇଁ ପ୍ରସ୍ତୁତି ଶେଷ by M M Dec-08-2025 09:32 AM IST 0 କଟକ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆସନ୍ତାକାଲି ଟି-୨୦ ମହାସମର । ଡିସେମ୍ବର ୯ରେ, ବାରବାଟୀ ଷ୍ଟାଡିୟମ୍ରେ ଆୟୋଜିତ ହେବାକୁ ଥିବା ଏହି ହାଇ-ଭୋଲଟେଜ୍ ଟି-୨୦ ମ୍ୟାଚ୍ ପାଇଁ କଟକ ସହର ଏବେ ସମ୍ପୂର୍ଣ୍ଣ ଉତ୍ସବ ମୁଖର ।... Read moreDetails
ବିଶାଖାପାଟନମରେ ଭାରତର ଦମଦାର ବିଜୟ by M M Dec-07-2025 10:19 AM IST 0 ବିଶାଖାପାଟନମରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍ରେ ଭାରତ ଦମଦାର ବିଜୟ ହାସଲ କରିଛି। ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ହରାଇ ଭାରତ ୨-୧ରେ ଏହି ଦିନିକିଆ ସିରିଜକୁ କବ୍ଜା କରିଛି। ୨୭୧ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ... Read moreDetails
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫିଟ୍ ଇଣ୍ଡିଆ ଅଭିଯାନର ବାର୍ତ୍ତା କପିଳାସ ହାଫ୍ ମାରାଥନରେ ପ୍ରତିଧ୍ୱନିତ ହେଉଛି- ଧର୍ମେନ୍ଦ୍ର by M M Dec-05-2025 12:48 PM IST 0 ଢେଙ୍କାନାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସୁସ୍ଥ ଭାରତ ଗଢିବାର ଅଭିଯାନ - 'ଫିଟ୍ ଇଣ୍ଡିଆ ମୁଭମେଣ୍ଟ', । ଏହା ଏକ ବିକଶିତ ରାଷ୍ଟ୍ର ପାଇଁ ସ୍ୱାସ୍ଥ୍ୟ ଏବଂ କ୍ରୀଡ଼ାର ଏକ ଦୃଢ ମୂଳଦୁଆର ଗୁରୁତ୍ବକୁ ପ୍ରୋତ୍ସାହିତ କରୁଛି... Read moreDetails
ବିରାଟଙ୍କ ୫୩ତମ ଶତକ, ରୁତୁରାଜଙ୍କ ପ୍ରଥମ ଶତକ by M M Dec-03-2025 06:03 PM IST 0 ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳ ଏକ ବଡ଼ ସ୍କୋର ଛିଡ଼ା କରି ଦକ୍ଷିଣ ଆଫ୍ରିକା ସମ୍ମୁଖରେ ଏକ ବିଶାଳ ଟାର୍ଗେଟ୍ ରଖିଛି। ଟସ୍ ହାରି ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର ରୋହିତ ଓ ଜୟସ୍ଵାଲ ୪୦ ରନ ଯୋଡ଼ିଥିଲେ। ରୋହିତ... Read moreDetails
ଦ୍ୱିତୀୟ ଦିନିକିଆ: ଆଜି ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତୀୟ ଦଳ, ‘ରୋ-କୋ’ ଯୋଡ଼ି ଉପରେ ନଜର by M M Dec-03-2025 10:51 AM IST 0 ରାଞ୍ଚିରେ ପ୍ରଥମ ଦିନିକିଆରେ ରୋମାଞ୍ଚକର ବିଜୟ ପରେ ଭାରତୀୟ କ୍ରିକେଟ୍ ଦଳ ଆଜି ରାୟପୁରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲା ଖେଳିବାକୁ ପ୍ରସ୍ତୁତ ଅଛି। ବର୍ତ୍ତମାନ ଭାରତ ସିରିଜ୍ରେ ୧-୦ରେ ଆଗୁଆ ରହିଛି। ପ୍ରଥମ... Read moreDetails
ଜିତିଲା ଭାରତ : କୋହଲିଙ୍କ ଦମଦାର ୫୨ତମ ଦିନିକିଆ ଶତକ by M M Dec-01-2025 09:49 AM IST 0 ରାଞ୍ଚି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଝାଡ଼ଖଣ୍ଡର ରାଞ୍ଚିରେ ଖେଳାଯାଉଥିବା ପ୍ରଥମ ଦିନିକିଆ (ODI) ମୁକାବିଲାରେ ଭାରତ ବିଜୟୀ ହୋଇଛି । ଭାରତ ୩୫୦ ରନ୍ର ବିଶାଳ ବିଜୟ ଲକ୍ଷ୍ୟ ଦେବା ପରେ ଦକ୍ଷିଣ ଆଫ୍ରିକା ଶେଷରେ ୧୭... Read moreDetails
ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଦକ୍ଷିଣ ଆଫ୍ରିକା by M M Nov-30-2025 01:20 PM IST 0 ରାଞ୍ଚି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ପାଇଁ ରାଞ୍ଚିରେ ଟସ୍ ପ୍ରକ୍ରିୟା ଶେଷ ହୋଇଛି। ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ତେମ୍ବା ବଭୁମା ଟସ୍ ଜିତି ପ୍ରଥମେ ବୋଲିଂ... Read moreDetails
କୋହଲିଙ୍କ ପାଇଁ ଡ୍ରାଇଭର ସାଜିଲେ ଧୋନି; ଡିନର୍ ପରେ ନିଜ ହାତରେ ଛାଡ଼ିଲେ ହୋଟେଲ by M M Nov-28-2025 11:41 AM IST 0 ରାଞ୍ଚିରେ କୋହଲିଙ୍କ ପାଇଁ ଡ୍ରାଇଭର ସାଜିଲେ ଧୋନି । ଯେଉଁ ଫଟୋ ଏବେେ ଭାଇରାଲ ହେବାରେ ଲାଗିଛି । ଡିନର୍ ପରେ ଧୋନି ନିଜ ଯାଇ ଛାଡ଼ିଲେ ହୋଟେଲ ।ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ୍ ଆରମ୍ଭ ହେବା... Read moreDetails