ଜୟସ୍ବାଲଙ୍କ ଦମଦାର ଶତକ, ୨ ଓ୍ବିକେଟ ହରାଇ ୩୧୮ ରନ by M M Oct-10-2025 02:19 PM IST 0 ଭାରତ-ଓ୍ବେଷ୍ଟଇଣ୍ଡିଜ୍ ୨ୟ ଟେଷ୍ଟ ପ୍ରଥମ ଦିନ ଖେଳ ଶେଷସୁଦ୍ଧା ୨ ଓ୍ବିକେଟ ହରାଇ ୩୧୮ ରନ କରିଛି । ଆଜିର ମ୍ୟାଚର ପ୍ରମୁଖ ଆକର୍ଷଣ ଥିଲା ଯଶସ୍ବୀ ଜୟସ୍ବାଲଙ୍କ ଦମଦାର ଶତକ। ସେ ଅପରାଜିତ ୧୭୩ କରିଛନ୍ତି । ତାଙ୍କ ସହିତ... Read moreDetails
ଓ୍ବେଷ୍ଟଇଣ୍ଡିଜ୍ ୧୬୨ ରନରେ ଅଲଆଉଟ୍, ସିରାଜଙ୍କୁ ୪ ଓ ବୁମରାଙ୍କୁ ୩ ଓ୍ବିକେଟ୍ by M M Oct-02-2025 09:33 AM IST 0 ଭାରତ ଏସିଆ କପ ଜିତିବା ପରେ ଏବେ ଟେଷ୍ଟ ଖେଳୁଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଆଜିଠୁ ଆରମ୍ଭ ହୋଇଛି ଭାରତ- ଓ୍ବେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ । ଆଜି ପ୍ରଥମ ଦିନରେ ହିଁ ଓ୍ବେଷ୍ଟଇଣ୍ଡିଜ୍ ଭାରତୀୟ ବୋଲର ବୁମରା... Read moreDetails
ସୂର୍ଯ୍ୟଙ୍କ ଦାନ ସେନାଙ୍କୁ, ସଲମାନ୍ ଦାନ ଦେବେ ଆତଙ୍କୀଙ୍କୁ by M M Sep-30-2025 10:19 AM IST 0 ଏସିଆ କପ୍ ବିଜୟ ପରେ ଭାରତୀୟ କ୍ରିକେଟ୍ ଦଳକୁ ଅସମ୍ମାନ କରିଛି ଏସୀୟ କ୍ରିକେଟ୍ ପରିଷଦ (ଏସିସି) । ଏପରିକି ଟ୍ରଫି ପ୍ରଦାନରୁ ବଞ୍ଚିତ ରଖିବାର ବିବାଦ ଚର୍ଚ୍ଚାରେ ରହିଛି। ଏହି ଘଟଣା ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ... Read moreDetails
ଶ୍ରୀଲଙ୍କାକୁ ସୁପର ଓଭରରେ ପରାସ୍ତ କରିଛି ଭାରତ by M M Sep-26-2025 07:52 PM IST 0 ଭାରତ ସୁପର ଓଭରରେ ବିଜୟଲାଭ କରିଛି । ଶ୍ରୀଲଙ୍କାକୁ ସୁପର ଓଭରରେ ପରାସ୍ତ କରିଛି ଭାରତ । ଶ୍ରୀଲଙ୍କା ଆଗରେ ୨୦୩ ରନର ଲକ୍ଷ୍ୟ ରଖିଥିଲା ଭାରତ । କିନ୍ତୁ ଶ୍ରୀଲଙ୍କା ୨୦୨ ରନ କରିବାକୁ ସକ୍ଷମ ହୋଇଥିଲା ।... Read moreDetails
ପାକିସ୍ତାନ ଖେଳାଳିଙ୍କ ସ୍ଲେଜିଂ କାମ ଦେଲାନି, ପାକିସ୍ତାନକୁ ରଣନୀତି କରି ହରାଇଲା ଭାରତ by M M Sep-22-2025 06:30 AM IST 0 ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଇଥିବା ଏସିଆ କପ ସୁପର-୪ର ଏକ ମ୍ୟାଚରେ ପାକିସ୍ତାନକୁ ୬ ଓ୍ବିକେଟରେ ହରାଇ ଦେଇଛି ଭାରତ । ୧୭୨ ରନର ଲକ୍ଷ୍ୟକୁ ଭାରତ ୧୮.୫ ଓଭରରେ ହାସଲ କରିନେଇଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ୭୪... Read moreDetails
ବିଶ୍ବ ଆଥଲେଟିକ୍ ଚାମ୍ପୟନସିପରେ ନୀରଜ ୮ମ by M M Sep-18-2025 02:02 PM IST 0 ଟୋକିଓଠାରେ ଚାଲିଥିବା ବିଶ୍ୱ ଆଥ୍ଲେଟିକ୍ସ୍ ଚାମ୍ପିଆନସିପ୍ ପୁରୁଷ ଜ୍ୟାଭଲିନ୍ ଥ୍ରୋ (Javelin Throw) ଫାଇନାଲରେ ଭାରତର ଜ୍ୟାଭଲିନ୍ ଥ୍ରୋଏର ନୀରଜ ଚୋପ୍ରା ୮ମ ସ୍ଥାନରେ ରହିଛନ୍ତି। ନୀରଜଙ୍କର ଶ୍ରେଷ୍ଠ ଥ୍ରୋ ୮୪.୦୩ ମିଟର ଥିଲା । ପଦକ ପାଇଁ ପ୍ରବଳ ଦାବିଦାର... Read moreDetails
ଭାରତ ଏସିଆ କପ୍ ହକି ଚାମ୍ପିଆନ୍ by M M Sep-08-2025 04:34 AM IST 0 ଭାରତୀୟ ହକି ଦଳ ଫାଇନାଲରେ ସାଉଥ କୋରିଆକୁ ପରାସ୍ତ କରିଛି । ଆସନ୍ତାବର୍ଷର ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପ୍ ଟିକେଟ୍ ଅର୍ଜନ କରିନେଇଛି। ରବିବାର ରାତିରେ ଖେଳାଯାଇଥିବା ଫାଇନାଲ୍ରେ ଅପ୍ରତିଦ୍ବନ୍ଦ୍ବୀ ଭାରତ ୪-୧ ଗୋଲ୍ରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ପରାସ୍ତ କରି... Read moreDetails
ବାଲେଶ୍ବରରେ ସାଂସଦ ଖେଳ ମହୋତ୍ସବ ରେଜିଷ୍ଟ୍ରେସନ ଉଦଘାଟନ କରାଇଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ by M M Aug-29-2025 02:18 PM IST 0 ବାଲେଶ୍ବର : ସାଂସଦ ଖେଳ ମହୋତ୍ସବ (Sansad Khel Mahotsav) ରେଜିଷ୍ଟ୍ରେସନ ବାଲେଶ୍ବର ସଂସଦୀୟ କ୍ଷେତ୍ରରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଦ୍ବାରା ଶୁଭାରମ୍ଭ ହୋଇଛି । ଏହି କ୍ରୀଡ଼ା ମହୋତ୍ସବକୁ ଉଦଘାଟନ କରି ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ ଏହା... Read moreDetails
ଲିଡ୍ସ ଲଢ଼େଇରେ ଜିତିଲା ଇଂଲଣ୍ଡ by newsroom Jun-25-2025 10:09 AM IST 0 ଭାରତର ଦୁର୍ବଳ ଫିଲ୍ଡିଂ, ଠିକଣା ସମୟରେ କ୍ୟାଚ୍ ହାତଛଡ଼ା କରିବାର ଦୁର୍ବଳତା ପାଇଁ ହାରିଲା ବୋଲି କୁହାଯାଉଛି । ଭାରତ ଏଠାରେ ୫ ୱିକେଟ୍ରେ ପରାଜିତ ହୋଇଛି। ଭାରତର ୫ ଶତକ ପରେ ବି ମ୍ୟାଚ୍ ହାରିଛି ଭାରତ । ଭାରତ... Read moreDetails
୧୦୦ରୁ ଅଧିକ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ by newsroom Apr-10-2025 10:38 AM IST 0 ୧୦୦ରୁ ଅଧିକ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ପୁରୁଷ ଓ ମହିଳା ଟିମ୍ ଅଂଶଗ୍ରହଣ କରିବେ । ଉଭୟ ମହିଳା ଓ ପୁରୁଷ ବର୍ଗରେ ୬ଟି ଟିମ୍ ମଧ୍ୟରେ ମୁକାବିଲା ହେବ ।... Read moreDetails