• Latest
  • Trending
ଲିଡ୍‌ସ ଲଢ଼େଇରେ ଜିତିଲା ଇଂଲଣ୍ଡ

ଲିଡ୍‌ସ ଲଢ଼େଇରେ ଜିତିଲା ଇଂଲଣ୍ଡ

Jun-25-2025 10:09 AM IST
ଶ୍ରୀକାନ୍ତ-ମନୋରଂଜନ ବିତର୍କ, ମାଗଣା ବିଜୁଳି ଦେଲେ ଚାଷୀଙ୍କ ଭାଗ୍ୟ ବଦଳିଯିବ କି ?

ଶ୍ରୀକାନ୍ତ-ମନୋରଂଜନ ବିତର୍କ, ମାଗଣା ବିଜୁଳି ଦେଲେ ଚାଷୀଙ୍କ ଭାଗ୍ୟ ବଦଳିଯିବ କି ?

Jan-15-2026 06:21 AM IST
ସନା ସରକାର ଭୁଶୁଡିବା ପରେ.. ମୋହନଂ ଶରଣମ୍ ଗଚ୍ଛାମୀ

ସନା ସରକାର ଭୁଶୁଡିବା ପରେ.. ମୋହନଂ ଶରଣମ୍ ଗଚ୍ଛାମୀ

Jan-15-2026 06:13 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-15-2026 05:34 AM IST
“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

Jan-14-2026 03:12 PM IST

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

Jan-14-2026 06:07 AM IST
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

Jan-14-2026 06:05 AM IST
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

Jan-14-2026 05:59 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-14-2026 05:53 AM IST
ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

Jan-13-2026 06:06 AM IST
ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

Jan-13-2026 06:03 AM IST
  • About
  • Careers
  • Contact Us
Thursday, January 15, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ଲିଡ୍‌ସ ଲଢ଼େଇରେ ଜିତିଲା ଇଂଲଣ୍ଡ

ଭାରତର ଦୁର୍ବଳ ଫିଲ୍ଡିଂ ଧରାପଡ଼ିଲା

by newsroom
Jun-25-2025 10:09 AM IST
in ଖେଳ
0
ଲିଡ୍‌ସ ଲଢ଼େଇରେ ଜିତିଲା ଇଂଲଣ୍ଡ
491
SHARES
1.4k
VIEWS
Share on FacebookShare on Twitter

ଭାରତର ଦୁର୍ବଳ ଫିଲ୍‌ଡିଂ, ଠିକଣା ସମୟରେ କ୍ୟାଚ୍ ହାତଛଡ଼ା କରିବାର ଦୁର୍ବଳତା ପାଇଁ ହାରିଲା ବୋଲି କୁହାଯାଉଛି । ଭାରତ ଏଠାରେ ୫ ୱିକେଟ୍‌ରେ ପରାଜିତ ହୋଇଛି। ଭାରତର ୫ ଶତକ ପରେ ବି ମ୍ୟାଚ୍ ହାରିଛି ଭାରତ । ଭାରତ ପାଞ୍ଚ ଟିକିଆ ତେନ୍ଦୁଲକର-ଆଣ୍ଡରସନ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ହାରି ୦-୧ରେ ପଛୁଆ ହୋଇଛି। ସେହିଭଳି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ପଏଣ୍ଟ୍ ତାଲିକାରେ ଖାତା ଖୋଲି ପାରିନି ଟିମ୍ ଇଣ୍ଡିଆ। ଅନ୍ୟପକ୍ଷରେ ଆକ୍ରମଣକୁ ଅସ୍ତ୍ର କରି ଅସାଧ୍ୟକୁ ସାଧ୍ୟ କରିଥିବା ଇଂଲଣ୍ଡ କଠିନ ପରିସ୍ଥିତିରେ ୩୭୧ ରନ୍‌ର ଲକ୍ଷ୍ୟକୁ ହାସଲ କରି ନୂଆ ଉଦାହରଣ ସୃଷ୍ଟି କରିଛି।
ଭାରତ ପ୍ରଥମ ପାଳିରେ ୪୭୧ ରନ୍ କରିଥିଲା। ଇଂଲଣ୍ଡ ପ୍ରଥମ ପାଳିରେ ୪୬୫ ରନ୍ କରିଥିଲା । ପ୍ରଥମ ପାଳିରେ ଓଲି ପୋପ୍ ୧୦୬ କରିଥିଲେ । ହ୍ୟାରି ବ୍ରୁକ୍ ୯୯ କରିଥିଲେ । ଯଶପ୍ରୀତ୍ ବୁମ୍‌ରା ୫ ଉଇକେଟ ନେଇଥିଲେ । ପ୍ରସିଦ୍ଧ କ୍ରିଷ୍ଣା ୩ ଉଇକେଟ ନେଇଥିଲେ । ମହମ୍ମଦ ସିରାଜ ୨ ଟି ଉଇକେଟ ନେଇଥିଲେ । ଭାରତ ଦ୍ବିତୀୟ ପାଳିରେ ୩୬୪ ରନ୍ କରିଥିଲା । କେଏଲ୍ ରାହୁଲ-୧୩୭ ରନ୍ କରିଥିଲେ । ଋଷଭ ପନ୍ତ୍‌-୧୧୮ ରନ୍ କରିଥିଲେ । ଜୋସ୍ ଟଙ୍ଗ୍‌-୩ ଟି ଉଇକେଟ ନେଇଥିଲେ । ବ୍ରାଇଡନ୍ କାର୍ସ ୩ ଟି ଉଇକେଟ ନେଇଥିଲେ । ଇଂଲଣ୍ଡ ଦ୍ବିତୀୟ ପାଳିରେ ୮୨ ଓଭରରେ ୩୭୩ ରନ୍ କରିଥିଲେ । ବେନ୍ ଡକେଟ୍‌-୧୪୯ ରନ୍ କରିଥିଲେ । ଜ୍ୟାକ୍ କ୍ରଲି-୬୫ ରନ୍ କରିଥିଲେ । ଜୋ ରୁଟ୍‌-୫୩ ରନ୍ କରିଥିଲେ । ବେନ୍ ‌ଷ୍ଟୋକ୍ସ-୩୩ରନ୍ , ଜାମି ସ୍ମିଥ୍‌-୪୪ ରନ୍ କରିଥିଲେ । ଶାର୍ଦୁଳ ଠାକୁର-୨ ଟି ଉଇକେଟ ନେଇଥିବା ବେଳେ , ପ୍ରସିଦ୍ଧ କୃଷ୍ଣା-୨ଟି ଏବଂ ରବୀନ୍ଦ୍ର ଜାଡ଼େଜା-୧ଟି ଉଇକେଟ ନେଇଥିଲେ ।

ସୋମବାର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ବିନା କ୍ଷତିରେ ୨୧ ରନ୍ କରିଥିଲା ଇଂଲଣ୍ଡ। ମଙ୍ଗଳବାର ପଞ୍ଚମ ତଥା ଶେଷ ଦିନରେ ବିଜୟ ପାଇଁ ବେନ୍ ଷ୍ଟୋକ୍ସଙ୍କ ଦଳକୁ ଆଉ ୩୫୦ ରନ୍‌ର ଦରକାର ଥିଲା। ତେବେ ଏହା କରିପାରିଥିଲା ଇଂଲଣ୍ଡ ।
ବେନ୍ ଡକେଟ୍ ଓ ଜ୍ୟାକ୍ କ୍ରଲି ଦ୍ରୁତ ଓ ଦମ୍‌ଦାର ବ୍ୟାଟିଂ କରିଥିବା ଦେଖିବାକୁ ମିଳିଥିଲା । ପ୍ରଥମ ୱିକେଟ୍‌ରେ ୧୮୮ ରନ୍ ଯୋଡ଼ିଥିଲେ ଦୁଇ ଓପନର । ବିଶେଷ କରି ଡକେଟ୍‌ଙ୍କ ୧୪୯ ରନ୍‌ର ଅବିଶ୍ବସନୀୟ ପାଳି ଦୁଇ ଦଳ ମଧ୍ୟରେ ଫରକ ହୋଇଥିଲା। ପ୍ରସିଦ୍ଧ କ୍ରିଷ୍ଣା ପ୍ରଥମେ କ୍ରଲି ଓ ପରେ ଓଲି ପୋପ୍‌ଙ୍କୁ ଶସ୍ତାରେ ଆଉଟ୍ କରିଥିଲେ ମଧ୍ୟ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଦିନର ଅଧିକାଂଶ ସମୟ ନିଷ୍ପ୍ରଭ ଥିବା ଶାର୍ଦୁଳ ଠାକୁର ଗୋଟିଏ ଓଭରରେ ଦୁଇଟି ୱିକେଟ୍ ନେବା ଏବଂ ରବୀନ୍ଦ୍ର ଜାଡ଼େଜା ପ୍ରତିପକ୍ଷ ଅଧିନାୟକ ‌ଷ୍ଟୋକ୍ସଙ୍କୁ ଆଉଟ୍ କରି କିଛିଟା ରୋମାଞ୍ଚ ଭରିଥିଲେ। ତେବେ ନିର୍ଭରଯୋଗ୍ୟ ଜୋ ରୁଟ୍ ବରଫ ଭଳି ଶାନ୍ତ ଓ ସ୍ଥିର ରହି ଇଂଲଣ୍ଡ ପାଳିକୁ ଆଗେଇ ନେଇଥିଲେ। ଅର୍ଦ୍ଧଶତକ ଅର୍ଜନ କରି ନିଜ ଦଳକୁ ଶେଷରେ ‌ରୋମାଞ୍ଚକ ବିଜୟ ଦେଇଥିଲେ। ଭାରତ ପ୍ରଥମ ପାଳିରେ ଶେଷ ୭ ୱିକେଟ୍‌ ୪୧ ରନ୍‌ କରିଥିଲା । ଦ୍ବିତୀୟ ପାଳିରେ ଶେଷ ୬ ୱିକେଟ୍ ୩୧ ରନ୍‌ରେ ହରାଇଥିଲା ।

Share196Tweet123
newsroom

newsroom

ଆଜିର ପାଗ

Bhubaneswar
January 15, 2026, 7:22 AM
 
NNW
Fog
13°C
0.8 m/s
Apparent: 16°C
Pressure: 1015 mb
Humidity: 91%
Winds: 0.8 m/s NNW
Windgusts: 5.6 m/s
UV-Index: 0
Precip.: 0mm /0% / Rain
Sunrise: 6:24 AM
Sunset: 5:26 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଶ୍ରୀକାନ୍ତ-ମନୋରଂଜନ ବିତର୍କ, ମାଗଣା ବିଜୁଳି ଦେଲେ ଚାଷୀଙ୍କ ଭାଗ୍ୟ ବଦଳିଯିବ କି ?

ଶ୍ରୀକାନ୍ତ-ମନୋରଂଜନ ବିତର୍କ, ମାଗଣା ବିଜୁଳି ଦେଲେ ଚାଷୀଙ୍କ ଭାଗ୍ୟ ବଦଳିଯିବ କି ?

January 15, 2026
ସନା ସରକାର ଭୁଶୁଡିବା ପରେ.. ମୋହନଂ ଶରଣମ୍ ଗଚ୍ଛାମୀ

ସନା ସରକାର ଭୁଶୁଡିବା ପରେ.. ମୋହନଂ ଶରଣମ୍ ଗଚ୍ଛାମୀ

January 15, 2026
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

January 15, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom