ଦିଲ୍ଲୀକୁ ହରାଇ ବାଜିମାରିଲା ମୁମ୍ବାଇ ଇଣ୍ଡିଆନ୍ସ by newsroom Mar-16-2025 06:23 AM IST 0 (WPL)ର ଫାଇନାଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଚମତ୍କାର ପ୍ରଦର୍ଶନ କରିଥିଲା ଏବଂ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ରନରେ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଚାମ୍ପିଅନ ହେବାର ଗୌରବ ପାଇଥିଲା। ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯାଇଥିବା ଏହି ରୋମାଞ୍ଚକର ମ୍ୟାଚ୍ରେ ଦର୍ଶକମାନେ... Read moreDetails
ଖସିଗଲେ ବାବର ; ଚଢ଼ିଗଲେ ଗିଲ୍ by newsroom Mar-13-2025 01:32 PM IST 0 ଖସିଗଲେ ବାବର ; ଚଢ଼ିଗଲେ ଗିଲ୍ https://www.youtube.com/watch?v=xMiYMOf0pTM Read moreDetails
ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ ବିଜୟୀ by newsroom Mar-09-2025 05:44 PM IST 0 ଭାରତ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ବିଜୟୀ ହୋଇଛି । ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ଓ୍ବିକେଟରେ ମାତ ଦେଇ ଭାରତ ୧୨ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫିକୁ ନିଜ ନାଁରେ କରିଛି । ଭାରତ ପକ୍ଷରୁ ରୋହିତ ଶର୍ମାଙ୍କ ଦମଦାର ବ୍ୟାଟିଂ... Read moreDetails
100 ରନରେ ନ୍ୟୁଜିଲାଣ୍ଡର 3ୟ ୱିକେଟର ପତନ by newsroom Mar-09-2025 10:42 AM IST 0 11 ରନ କରି ଆଉଟ୍ ହେଲେ ୱିଲିୟମସନ । ପ୍ରଥମେ ରାଚିନ ପରେ ୱିଲିୟମସନ, 2ୟ ଶିକାର କଲେ କୁଲଦୀପ । ବର୍ତ୍ତମାନ ସୁଦ୍ଧା 23 ଓଭରରେ 3 ୱିକେଟ ହରାଇ 107 ରନ୍ କରିଛି ନ୍ୟୁଜିଲାଣ୍ଡ । Read moreDetails
ଦିନିକିଆ କ୍ରିକେଟରୁ ଷ୍ଟିଭ୍ ସ୍ମିଥଙ୍କ ଅବସର by newsroom Mar-05-2025 12:14 PM IST 0 ଦିନିକିଆ କ୍ରିକେଟରୁ ଷ୍ଟିଭ୍ ସ୍ମିଥଙ୍କ ଅବସର । ଭଲ ଖେଳିଥିଲେ ମଧ୍ୟ ଅବସର ନେଇଛନ୍ତି । ଚାମ୍ପିୟନ୍ସ ଟ୍ରଫି ସେମିରେ ଭାରତ ଠାରୁ ପରାଜୟ ପରେ ଅବସର ଘୋଷଣା କଲେ ସ୍ମିଥ । ୧୭୦ଟି ଦିନିକିଆ ଖେଳି ଶେଷରେ ଅବସର ଘୋଷଣା... Read moreDetails
ନ୍ୟୁଜିଲାଣ୍ଡକୁ ୪୪ ରନରେ ପରାସ୍ତ କରିଛି ଭାରତ by newsroom Mar-02-2025 05:49 PM IST 0 ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ଏକ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪୪ ରନରେ ପରାସ୍ତ କରିଛି ଭାରତ । ଭାରତ ପକ୍ଷରୁ ନ୍ୟୁଜିଲାଣ୍ଡ ଆଗରେ ୨୫୦ ରନର ଲକ୍ଷ୍ୟ ରଖାଯାଇଥିଲା । ତେବେ ନ୍ୟୁଜିଲାଣ୍ଡ ୪୫.୩ ଓଭରରେ ୨୦୫... Read moreDetails
ଭାରତକୁ ହରାଇଲା କିଏ ? by M M Jan-05-2025 02:32 PM IST 0 ଭାରତକୁ ହରାଇଲା କିଏ ? ଜାଣନ୍ତୁ ସମ୍ପୂର୍ଣ ଖବର | https://www.youtube.com/watch?v=uuJrIzX5uQM Read moreDetails
ଅଷ୍ଟ୍ରେଲିଆରେ ‘ ଅପମାନ ‘ ! by M M Dec-20-2024 08:31 PM IST 0 ଅଷ୍ଟ୍ରେଲିଆରେ ' ଅପମାନ ' ! https://www.youtube.com/watch?v=KqvmpVWWtPU Read moreDetails
୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ୍ by M M Dec-20-2024 01:42 PM IST 0 ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ୍। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଅଂଶଗ୍ରହଣ କରୁଥିବା ଓଡିଶା ଭିତ୍ତିକ ଫ୍ରାଞ୍ଚାଇଜ କଳିଙ୍ଗ ଲାନ୍ସର୍ସର ଜର୍ସି, ମାସ୍କଟ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଦୁଇଟି ଜର୍ସି... Read moreDetails
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଶ୍ୱିନୀ by M M Dec-18-2024 06:19 PM IST 0 କ୍ରିକେଟ୍ର ସବୁ ଫର୍ମାଟ୍ରୁ ରବିଚନ୍ଦ୍ରନ୍ ଅଶ୍ଵିନ ଅବସର ନେଇଛନ୍ତି । ଟେଷ୍ଟ କ୍ୟାରିୟରରେ 500ରୁ ଅଧିକ ୱିକେଟ୍ ନେଇ ରେକର୍ଡ । 106ଟି ଟେଷ୍ଟ ମ୍ୟାଚ୍ ଖେଳି 537 ୱିକେଟ୍ ନେଇଛନ୍ତି ଅଶ୍ଵିନ । 116ଟି ଦିନିକିଆ ମ୍ୟାଚ୍ରୁ 156 ୱିକେଟ୍... Read moreDetails