୩୦ଲକ୍ଷ ଟଙ୍କା , ଗାଡ଼ି ନେବାପରେ କାହିଁକି ଧାରା ଦେଉନାହାନ୍ତି ପିୟୁଷ !
ମୁଁ କମ୍ ଜୋର ହଜବ୍ୟାଣ୍ଡ ନୁହେଁ
ଆଦିବାସୀ ପିଲାଙ୍କୁ ଶିକ୍ଷାଦେବା ଭୁଲ ;ଦେଶ ଛାଡ଼ି ଚାଲିଯିବେ କି ଅଚ୍ୟୁତସମାନ୍ତ ?
ଜେପି ନଡ୍ଡାଙ୍କ କବାଟ କିଳା ବୈଠକରେ ତିନୋଟି କଥାକୁ ଗୁରୁତ୍ୱ
ନ୍ୟୁଜିଲାଣ୍ଡକୁ  ୪୪ ରନରେ ପରାସ୍ତ କରିଛି ଭାରତ
ହିନ୍ଦୁ ବାବାଙ୍କୁ ଟିଭି ଚ୍ୟାନେଲରେ ମାଡ଼
ନବ ଦାସଙ୍କ ହତ୍ୟା ପଛରେ ପାଣ୍ଡିଆନ – ବବି ଅଛନ୍ତି: ପ୍ରଦୀପ
ଉତ୍ତମଙ୍କ ଅବର୍ତ୍ତମାନରେ ଅଭିନେତ୍ରୀ ପିଙ୍କିଙ୍କ ଶେଷ ଗୀତ|

ଭିଡ଼ିଓ

ଆସିଲା ଏକଜିଟ ପୋଲ୍ ଆକଳନ

ଆସିଲା ଏକଜିଟ ପୋଲ୍ ଆକଳନ

ଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ସହ ବିଭିନ୍ନ ସର୍ଭେ ସଂସ୍ଥାଙ୍କ ଦ୍ବାରା କରାଯାଇଥିବା ବୁଥ ବାହୁଡ଼ା ମତାମତ ସର୍ଭେ ବା ଏକଜିଟ ପୋଲ୍ ରିପୋର୍ଟ ଆସିଛି । ଅଧିକାଂଶ ସଂସ୍ଥଙ୍କ ଆକଳନରୁ ଜଣାପଡ଼ିଛି ଯେ ଏଥର ପୁଣି ଥରେ...

Read more

ପାଇପ ଚୋରି ,ଟୁଙ୍ଗୁରୁ ଭୋଳ ଗିରଫ

ପାଇପ ଚୋରି ,ଟୁଙ୍ଗୁରୁ ଭୋଳ ଗିରଫ

ଭୁବନେଶ୍ୱର ଉପକଣ୍ଠ ଚନ୍ଦକା, ଖୋର୍ଦ୍ଧା, କନ୍ଧମାଳ, କଟକ, ରାୟଗଡା ଭଳି ଅଞ୍ଚଳରୁ ଜଳ ଯୋଗାଣ ପାଇଁ ବ୍ୟବହୃତ ଲୁହା ପାଇପ୍‌ ଚୋରି କରୁଥିଲେ । ପରେ ସେଇ ପାଇପ୍‌ଗୁଡିକୁ ବାହାର ରାଜ୍ୟକୁ ପଠାଇ ଡିଲରର୍ସଙ୍କୁ ବିକ୍ରି କରୁଥିଲେ। ଏଭଳି ଏକ ଆନ୍ତରାଜ୍ୟ...

Read more

ସାଲେପୁରରେ ବିଜେପି ପ୍ରାର୍ଥୀଙ୍କ ଏଜେଣ୍ଟଙ୍କୁ ପନିକିରେ ବିଜେଡି କର୍ମୀଙ୍କ ଆକ୍ରମଣ

ସାଲେପୁରରେ ବିଜେପି ପ୍ରାର୍ଥୀଙ୍କ ଏଜେଣ୍ଟଙ୍କୁ ପନିକିରେ ବିଜେଡି କର୍ମୀଙ୍କ ଆକ୍ରମଣ

କଟକ ଜିଲ୍ଲା ସାଲେପୁର ମାଳଶାସନ ୧୮୪ ଓ ୧୮୫ ନମ୍ବର ବୁଥରେ ଘଟିଛି ନିର୍ବାଚନୀ ହିଂସା। ଏଠାରେ ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟଙ୍କ ଏଜେଣ୍ଟ ଓ ୩ଜଣ ସମର୍ଥକଙ୍କୁ ବିଜେଡି ସମର୍ଥକ ମରଣାନ୍ତକ ଆକ୍ରମଣ କରିବା ସହ ଠେଙ୍ଗାରେ ପିଟିଥିବାର...

Read more

ଦୋଷୀ ସାବ୍ୟସ୍ତ ହେଲେ ଡୋନାଲ୍ଡ ଟ୍ରମ୍ପ

ଦୋଷୀ ସାବ୍ୟସ୍ତ ହେଲେ ଡୋନାଲ୍ଡ ଟ୍ରମ୍ପ

ନ୍ୟୁୟର୍କର ଏକ ଅଦାଲତ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ତଥା ଚଳିତ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦୧୬ ରାଷ୍ଟ୍ରପତି ନିର୍ବାଚନ ସମୟରେ ଏକ ବ୍ୟବସାୟିକ ରେକର୍ଡରେ ଜାଲିଆତି କରି ତଥ୍ୟ ଲୁଚାଇବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି...

Read more

ରାଜ୍ୟରେ ପଡୁଛି ଶେଷ ପର୍ଯ୍ୟାୟ ଭୋଟ୍ ,ଦିନ ୧ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ

ରାଜ୍ୟରେ ପଡୁଛି ଶେଷ ପର୍ଯ୍ୟାୟ ଭୋଟ୍ ,ଦିନ ୧ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ

ରାଜ୍ୟରେ ପଡୁଛି ଶେଷ ପର୍ଯ୍ୟାୟ ଭୋଟ୍ । ଦିନ ୧ଟା ସୁଦ୍ଧା ରାଜ୍ୟରେ ହୋଇଛି ୩୭.୬୪ ପ୍ରତିଶତ ମତଦାନ । ବାଲେଶ୍ୱରରେ ୪୧.୪୪ ପ୍ରତିଶତ ମତଦାନ ହୋଇଥିବାବେଳେ ଭଦ୍ରକରେ ୩୪.୭୩% , , ଜଗତସିଂପୁରରେ ୩୬.୮୫%, ଯାଜପୁରରେ ୩୩.୯୬%, କେନ୍ଦ୍ରାପଡାରେ ୩୪.୪୫%,...

Read more

ଆଜି ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍‌

ଆଜି ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍‌

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳ ଶନିବାର ବାଂଲାଦେଶ ‌ବିପକ୍ଷରେ ଏକମାତ୍ର ଅଭ୍ୟାସ ମ୍ୟାଚ୍‌ ଖେଳିବ। ବିରାଟ କୋହଲି ମ୍ୟାଚ୍‌ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ନ୍ୟୁୟର୍କରେ ପହଞ୍ଚିବେ। ‌ତଥାପି ଅନ୍ୟ ୧୪ଜଣଙ୍କୁ ଏହି...

Read more

ହାଇପ୍ରୋଫାଇଲ ସିଟ୍ ଉପରେ ନଜର

ହାଇପ୍ରୋଫାଇଲ ସିଟ୍ ଉପରେ ନଜର

ଶେଷ ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ଚାଲିଛି। କିଏ ଜିତିବ, କିଏ ହାରିବ, ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । କାରଣ ଏହି ନିର୍ବାଚନ ହୁଏତ କିଛି ବରିଷ୍ଠ ନେତାଙ୍କ ଭବିଷ୍ୟତ ସ୍ଥିର କରିବ ।...

Read more

ଭୀଷଣ ତାତି,ଅଂଶୁଘାତ ନେଲା ୪୧ ଜୀବନ!

ଭୀଷଣ ତାତି,ଅଂଶୁଘାତ ନେଲା ୪୧ ଜୀବନ!

ଭୀଷଣ ତାତି ଯୋଗୁ ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ସ୍ଥିତି ଉପୁଜିଛି । ଅଂଶୁଘାତରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଚିକିତ୍ସାଧୀନ ଅଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସମ୍ବଲପୁରରେ ୮, ଝାରସୁଗୁଡାରେ...

Read more

ପୁରୀ ବାଣ ବିସ୍ଫୋରଣ ଘଟଣା:ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି

ପୁରୀ ବାଣ ବିସ୍ଫୋରଣ ଘଟଣା:ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି

ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଭଉଁରି ନିତି ଚାଲୁଥିବା ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱତନ୍ତ୍ର ରିଲିଫ କମିସନର (ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।  ଏଥି ସହିତ ବାଣ ବିସ୍ଫୋରଣ...

Read more

ଅସହ୍ୟ ଗରମ: ଚାଲିଯାଉଛି ଜୀବନ

ଅସହ୍ୟ ଗରମ: ଚାଲିଯାଉଛି ଜୀବନ

ଭୀଷଣ ତାତି  । ସକାଳୁ ତାତି ଆରମ୍ଭ ହେଲେ ଆଉ ସହିବା କଷ୍ଟ । ଲୋକେ ହନ୍ତସନ୍ତ ହେଉଛନ୍ତି । ଗାଁ ସହର ସବୁଠି ତାତି । ଗରମ ପାଇଁ ଲୋକଙ୍କ ଜୀବନ ଯାଉଛି । ତଥ୍ୟ ଅନୁସାରେ ଅନେକ ଜିଲ୍ଲାରେ...

Read more
Page 75 of 78 1 74 75 76 78

Weather

March 5, 2025, 2:37 am
 

S
Partly cloudy
27°C
1 m/s
Apparent: 30°C
Pressure: 1010 mb
Humidity: 85%
Winds: 1 m/s S
Windgusts: 7.6 m/s
UV-Index: 0
Precip.: 0mm /0% / Rain
Sunrise: 6:03 am
Sunset: 5:52 pm