ଜଙ୍ଗଲ କ୍ଷେତ୍ରଫଳରେ ୯ମ ସ୍ଥାନକୁ ପହଞ୍ଚିଲା ଭାରତ by M M Oct-22-2025 06:48 PM IST 0 ମୋଟ ଜଙ୍ଗଲ କ୍ଷେତ୍ରଫଳ ଦୃଷ୍ଟିରୁ ଭାରତ ବିଶ୍ୱରେ ୯ମ ସ୍ଥାନରେ ପହଞ୍ଚିଛି। ଖାଦ୍ୟ ଏବଂ କୃଷି ସଂଗଠନ ଦ୍ୱାରା ବାଲିରେ ପ୍ରକାଶିତ ବିଶ୍ୱ ବନ୍ୟ ସମ୍ପଦ ମୂଲ୍ୟାଙ୍କନ (ଜିଏଫଆରଏ) ୨୦୨୫ ଅନୁଯାୟୀ, ଭାରତ ବିଶ୍ୱ ପରିବେଶ ସଂରକ୍ଷଣରେ ଏକ ଗୁରତ୍ୱପୂର୍ଣ୍ଣ... Read moreDetails
ଅଘଟଣରୁ ବର୍ତ୍ତିଗଲେ ରାଷ୍ଟ୍ରପତି, ହେଲିକପ୍ଟର ଚକ ଗାତରେ ପଶିଗଲା by M M Oct-22-2025 04:08 PM IST 0 କେରଳ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହେଲିକପ୍ଟର ସୁରକ୍ଷାରେ ବଡ଼ ତ୍ରୁଟି ଦେଖାଯାଇଛି । ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ହେଲିକପ୍ଟର ଅବତରଣ ବେଳେ ଚକା ଦୁର୍ଘଟଣାଗ୍ରସ୍ତ ହୋଇଛି । ସାବରୀମାଳା ତୀର୍ଥଯାତ୍ରାରେ ରାଷ୍ଟ୍ରପତି ଯାଉଥିବା ବେଳେ ତାଙ୍କ ହେଲିକପ୍ଟର ବୁଧବାର କେରଳର... Read moreDetails
ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ by M M Oct-21-2025 05:15 PM IST 0 ଦୀପାବଳି ପୂର୍ବଦିନ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର, ଫତେହାବାଦ ଟୋଲ୍ ପ୍ଲାଜାରେ କେହି କର୍ମଚାରୀ ନଥିଲେ । ସେହି ରାସ୍ତା ଦେଇ ଯାଉଥିବା ଯାନବାହନର ଚାଳକମାନେ କିଛି ବୁଝିପାରୁନଥିଲେ । କାରଣ ରାସ୍ତାରେ ବୁମ୍ ବ୍ୟାରିଅର ନଥିଲା । କାହାକୁ ରୋକାଯାଉନଥିବାରୁ ଯାତ୍ରୀମାନେ ଟ୍ୟାକ୍ସ... Read moreDetails
ହମାସକୁ ଧମକ ଦେଲେ ଟ୍ରମ୍ପ, କହିଲେ କଥା ନମାନିଲେ ଧ୍ବଂସ କରିଦେବୁ by M M Oct-21-2025 04:08 PM IST 0 ଇସ୍ରାଏଲ ସହ ଯୁଦ୍ଧବିରତି ଭଙ୍ଗ କଲେ ଭୟଙ୍କର ପରିଣାମ ହେବ ବୋଲି ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଆତଙ୍କବାଦୀ ସଂଗଠନ ହମାସ ଜାରି ରହିଥିବା ଯୁଦ୍ଧବିରତିକୁ ମାନିବାକୁ ପଡ଼ିବ । ଇସ୍ରାଏଲ ସହ ଜାରି... Read moreDetails
ଗୋଟିଏ ଆସନରେ ମହାଗଠବନ୍ଧନର ଦୁଇ ପ୍ରାର୍ଥୀ, ଫାଇଦା କାହାର ହେବ ? by M M Oct-21-2025 12:39 PM IST 0 ଆସନ୍ତା ୬ ଏବଂ ୧୧ ତାରିଖରେ ବିହାରରେ ମତଦାନ ହେବ । ୧୪ ତାରିଖରେ ଫଳାଫଳ ଘୋଷଣା ହେବ । ପ୍ରଥମ ପର୍ଯ୍ୟାୟରେ ୧୨୧ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୧୨୨ ଆସନରେ ଭୋଟ ପଡ଼ିବ । ପ୍ରଥମ ପର୍ଯ୍ୟାୟର ନାମାଙ୍କନ ଦାଖଲର... Read moreDetails
ନିଜ ଦମରେ ଲଢ଼ିଲେ ବିଜୟ ସୁନିଶ୍ଚିତ :ମୋଦି by M M Oct-20-2025 12:43 PM IST 0 INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ଉତ୍ସବ ମନାଇବା ସହ ସମ୍ୱୋଧନ କରିଛନ୍ତି । ଦେଶର ସମସ୍ତ ସେନାବୀର ଓ ତାଙ୍କ ପରିବାର ଲୋକଙ୍କୁ ଜଣାଇଛନ୍ତି ଶୁଭେଚ୍ଛା । ଏହି ଅବସରରେ ସେ କହିଛନ୍ତି ସେନା ଶକ୍ତିଶାଳୀ ହେବା ପାଇଁ... Read moreDetails
ବିହାରରେ ଆସନ ଭାଗବଣ୍ଟା ଛିଣ୍ଡୁନି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ଲାଗିରହିଛି ଦ୍ବନ୍ଦ୍ବ by M M Oct-20-2025 11:12 AM IST 0 ବିହାରରେ ଏବେ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି । ଏନଡିଏ ମେଣ୍ଟ ଏବଂ ମହାଗଠବନ୍ଧନ ମେଣ୍ଟର ନେତାମାନେ ପ୍ରଥମେ ଆସନକୁ ନେଇ ଦ୍ବନ୍ଦ୍ବରେ ରହିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ... Read moreDetails
କେହି ରାଜା ନୁହଁନ୍ତି, ଟ୍ରମ୍ପଙ୍କ ବିରୋଧରେ କାହିଁକି ଏମିତି କହିଲେ ହଜାର ହଜାର ଆମେରିକାବାସୀ by M M Oct-19-2025 07:30 PM IST 0 ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ବିରୋଧରେ ହଜାର ହଜାର ଆମେରିକାର ନାଗରିକ ରାଜରାସ୍ତାରେ ଆସି ଆନ୍ଦୋଳନ କରୁଛନ୍ତି । ଟ୍ରମ୍ପଙ୍କ ଏକଛତ୍ରବାଦୀ ନୀତିକୁ ନେଇ ଲୋକମାନେ ଟ୍ରମ୍ପଙ୍କ ଉପରେ ବର୍ଷିଛନ୍ତି । ଏହି ଆନ୍ଦୋଳନ ଆମେରିକା, କାନାଡ଼ା, ୟୁରୋପର ବଡ଼ ବଡ଼... Read moreDetails
ବେଙ୍ଗାଲୁରୁ ଇଂଜିନିୟରିଂ କ୍ୟାମ୍ପସ ଭିତରେ ଛାତ୍ରୀଙ୍କୁ ଦୁଷ୍କର୍ମ କଲା ସହପାଠୀ ବନ୍ଧୁ by M M Oct-17-2025 04:26 PM IST 0 ବେଙ୍ଗାଲୁରୁର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଛାତି ଥରିଲା ଭଳି ଅଘଟଣ ଘଟିଛି । ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ଉପରେ ନିର୍ଯାତନାକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ବେଙ୍ଗାଲୁରରେ ସେପରି ଜଣେ ଛାତ୍ରୀଙ୍କ ଉପରେ ନିର୍ଯାତନା... Read moreDetails
ଭୂପେନ୍ଦ୍ର ପଟେଲ ସରକାରଙ୍କ ନୂଆ ମନ୍ତ୍ରୀ, ଜାଣନ୍ତୁ କିଏ ପାଇଲେ ସ୍ଥାନ ? by M M Oct-17-2025 01:02 PM IST 0 ଗୁଜରାଟରେ ଭୂପେନ୍ଦ୍ର ପଟେଲ ସରକାରଙ୍କ ନୂତନ ମନ୍ତ୍ରୀମାନେ ଶପଥ ଗ୍ରହଣ ନେଇଛନ୍ତି । ପୂର୍ବରୁ ଗୃହମନ୍ତ୍ରୀ ଥିବା ହର୍ଷ ସାଂଘଭି ପ୍ରଥମେ ଶପଥ ଗ୍ରହଣ କରିଥିଲେ। ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ବ୍ୟତୀତ ତ୍ରିକମ ବିଜଲ... Read moreDetails