ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ
ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି
କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ
https://odisha.newsroom.in/
https://odisha.newsroom.in/
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର
କ’ଣ ରହିଛି ଆଜିର ରାଶିଫଳ

ଦେଶ ବିଦେଶ

ପଲିଗ୍ରାଫ୍ ଟେଷ୍ଟ ସମୟରେ ଅପରାଧ ଦିନ କଣ କଣ କରିଥିଲା ସଞ୍ଜୟ

କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିବା ସଂଜୟର ପଲିଗ୍ରାଫ ଟେଷ୍ଟ ହୋଇଥିଲା । ଏହି ସମୟରେ ସିବିଆଇ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ଅନେକ ପ୍ରଶ୍ନ ଉପରୁ ପରଦା ହଟାଇଛି...

Read more

ମିସ୍ ଇଣ୍ଡିଆ ତାଲିକାରେ ଦଳିତ, ଆଦିବାସୀ କି ଓବିସି ବର୍ଗର କାହିଁକି ନାହାଁନ୍ତି

ମିସ୍ ଇଣ୍ଡିଆ ତାଲିକାରେ ଦଳିତ, ଆଦିବାସୀ କି ଓବିସି ବର୍ଗର କାହିଁକି ନାହାଁନ୍ତି । ମିସ୍ ଇଣ୍ଡିଆ କି ଗଣମାଧ୍ୟମର ଟପ୍ ଆଙ୍କର୍ ତାଲିକାରେ ଦଳିତ, ଆଦିବାସୀ କି ଓବିସି ବର୍ଗର ମହିଳା ନାହାନ୍ତି।" ରାହୁଲ ଗାନ୍ଧିଙ୍କ ଏପରି ମନ୍ତବ୍ୟକୁ ନେଇ...

Read more

କ୍ରିକେଟରୁ ଅବସର ନେଲେ ଧାୱନ

କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଲେ ଭାରତର କ୍ରିକେଟ ଦୁନିଆର ଗଵର ଶିଖର ଧୱନ । ଦିନେ ଟେଷ୍ଟ ଦଳରେ ସଚ୍ଚିନ ତାଙ୍କୁ କ୍ୟାପ୍ ଦେଇ କହିଥିଲେ ତମେ ବଡ଼ ଖେଳାଳି ହେବ, ନାମ କରିବ । ଅନେକ ଦିନ ଧରି...

Read more

ହିନ୍ଦୀ ଶିଖୁଥିବା ୟୁକ୍ରେନ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କିଭ୍ ସ୍ଥିତ ସ୍କୁଲ ଅଫ୍ ଓରିଏଣ୍ଟାଲ ଷ୍ଟଡିଜ୍ ରେ ହିନ୍ଦୀ ଭାଷା ଶିଖୁଥିବା ୟୁକ୍ରେନର ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି ।ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣାକୁ ପ୍ରୋତ୍ସାହିତ କରିବାରେ ଛାତ୍ରଛାତ୍ରୀଙ୍କ ବୃତ୍ତି...

Read more

ରୁଷର ଆଉ ଏକ ଅଂଚଳକୁ ଦଖଲ ନେଇ ୟୁକ୍ରେନର ଦାବି

ରୁଷିଆ-ୟୁକ୍ରେନ ଯୁଦ୍ଧର ମୋଡ ଦିନକୁ ଦିନ ବଦଳିବାରେ ଲାଗିଛି ।  ରଷ ଉପରେ ଘନ ଘନ ଆକ୍ରମଣ କରିଚାଲିଛି ୟୁକ୍ରେନ । ରୁଷର କୁର୍ସ୍କ ଅଞ୍ଚଳର ଅନ୍ୟ ଏକ ଅଞ୍ଚଳକୁ ନିୟନ୍ତ୍ରଣକୁ ନେଇଥିବା ୟୁକ୍ରେନ ସେନା ଦାବି କରିଛି । ଯଦି...

Read more

ଲେହରେ ବଡ଼ ଦୁର୍ଘଟଣା : ଗଭୀର ଖାଇରେ ଖସିପଡ଼ିଲା ସ୍କୁଲବସ୍           

ଲେହ: ଲଦାଖର ଲେହରୁ ଏକ ବଡ଼ ଦୁର୍ଘଟଣାର ଖବର ଆସୁଛି। ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୬ ଜଣ ପ୍ରାଣ ହରାଇଛନ୍ତି ।ପୁଲିସର ସୂଚନା ଅନୁସାରେ ବସଟି ୨୦୦ ମିଟର ଗଭୀର ଘାଟିକୁ ଖସି ପଡ଼ିବାରୁ ୬ ଜଣ ଯାତ୍ରୀଙ୍କ...

Read more

ସାପକୁ ଧରି ଚୋବାଇ ମାରିଦେଲା ଏକବର୍ଷର ଶିଶୁ

ନୂଆଦିଲ୍ଲୀ: ଗୟାରେ ଏକ ବର୍ଷର ଶିଶୁ  ସାପକୁ ମାରି ଦେଲା । ଶିଶୁ ଖେଳଣା ଭାବି ସାପକୁ ଚୋବାଇ ପକାଇଲା । ଘରସାମ୍ନାରେ ବୁଲୁଥିବା ସାପକୁ ଧରି  ଚୋବାଇବା ଘଟନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଫତେପୁର ଅଞ୍ଚଳରେ ଜମୁହାର ଗ୍ରାମରେ ରାକେଶ...

Read more

ହସପିଟାଲରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ କହିଲେ ସୁପ୍ରିମକୋର୍ଟ

କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଜୋର ଧରୁଛି ରାଜନୀତି । କାହିଁକି ଫେଲ ମାରିଲା ସୁରକ୍ଷା ବ୍ୟବସ୍ଥା । କିପରି ଘଟିଲା ଏତେବଡ଼ ଅଘଟଣ । ଏଥିପାଇଁ କାହାକୁ ଦାୟୀ କରାଯିବ । ସୁରକ୍ଷା ବ୍ୟବସ୍ଥାକୁ ନେଇ...

Read more
Page 46 of 51 1 45 46 47 51

ଆଜିର ପାଗ

March 20, 2026, 2:51 AM
 

SSW
Overcast
25°C
1.4 m/s
Apparent: 30°C
Pressure: 1010 mb
Humidity: 94%
Winds: 1.4 m/s SSW
Windgusts: 7.4 m/s
UV-Index: 0
Precip.: 7.6mm /55% / Rain
Sunrise: 5:50 AM
Sunset: 5:57 PM