ପଲିଗ୍ରାଫ୍ ଟେଷ୍ଟ ସମୟରେ ଅପରାଧ ଦିନ କଣ କଣ କରିଥିଲା ସଞ୍ଜୟ by M M Aug-26-2024 03:14 PM IST 0 କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିବା ସଂଜୟର ପଲିଗ୍ରାଫ ଟେଷ୍ଟ ହୋଇଥିଲା । ଏହି ସମୟରେ ସିବିଆଇ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ଅନେକ ପ୍ରଶ୍ନ ଉପରୁ ପରଦା ହଟାଇଛି... Read moreDetails
ମିସ୍ ଇଣ୍ଡିଆ ତାଲିକାରେ ଦଳିତ, ଆଦିବାସୀ କି ଓବିସି ବର୍ଗର କାହିଁକି ନାହାଁନ୍ତି by M M Aug-25-2024 08:25 PM IST 0 ମିସ୍ ଇଣ୍ଡିଆ ତାଲିକାରେ ଦଳିତ, ଆଦିବାସୀ କି ଓବିସି ବର୍ଗର କାହିଁକି ନାହାଁନ୍ତି । ମିସ୍ ଇଣ୍ଡିଆ କି ଗଣମାଧ୍ୟମର ଟପ୍ ଆଙ୍କର୍ ତାଲିକାରେ ଦଳିତ, ଆଦିବାସୀ କି ଓବିସି ବର୍ଗର ମହିଳା ନାହାନ୍ତି।" ରାହୁଲ ଗାନ୍ଧିଙ୍କ ଏପରି ମନ୍ତବ୍ୟକୁ ନେଇ... Read moreDetails
ଟି୨୦ ମ୍ୟାଚରେ ୩ଟି ସୁପର ଓଭର ଖେଳାଗଲା by M M Aug-24-2024 06:39 PM IST 0 ଟି୨୦ମ୍ୟାଚରେ ୩ଟି ସୁପର ଓଭର, କ୍ରିକେଟ ଇତିହାସରେ ବିରଳ । କେଉଁ ଦଳ ସହ ଏପରି ଘଟିଲା । କିଏ ଜିତିଲା | ଆସନ୍ତୁ ଦେଖିବା ସମ୍ପୂର୍ଣ ଖବର | https://www.youtube.com/watch?v=KsgO0L7CeQ0 Read moreDetails
କ୍ରିକେଟରୁ ଅବସର ନେଲେ ଧାୱନ by M M Aug-24-2024 12:42 PM IST 0 କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଲେ ଭାରତର କ୍ରିକେଟ ଦୁନିଆର ଗଵର ଶିଖର ଧୱନ । ଦିନେ ଟେଷ୍ଟ ଦଳରେ ସଚ୍ଚିନ ତାଙ୍କୁ କ୍ୟାପ୍ ଦେଇ କହିଥିଲେ ତମେ ବଡ଼ ଖେଳାଳି ହେବ, ନାମ କରିବ । ଅନେକ ଦିନ ଧରି... Read moreDetails
ହିନ୍ଦୀ ଶିଖୁଥିବା ୟୁକ୍ରେନ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ by M M Aug-23-2024 08:32 PM IST 0 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କିଭ୍ ସ୍ଥିତ ସ୍କୁଲ ଅଫ୍ ଓରିଏଣ୍ଟାଲ ଷ୍ଟଡିଜ୍ ରେ ହିନ୍ଦୀ ଭାଷା ଶିଖୁଥିବା ୟୁକ୍ରେନର ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି ।ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣାକୁ ପ୍ରୋତ୍ସାହିତ କରିବାରେ ଛାତ୍ରଛାତ୍ରୀଙ୍କ ବୃତ୍ତି... Read moreDetails
ରୋନାଲ୍ଡଙ୍କ ବିଶ୍ଵ ରେକର୍ଡ by M M Aug-23-2024 03:08 PM IST 0 ୯୦ ମିନିଟ ରେ ୧ ମିଲିୟନ,୧ ଘଣ୍ଟା ରେ ୨୦ ମିଲିୟନ ସବସ୍କ୍ରାଇବର ପରେ ରୋନାଲଡୋଙ୍କ ବିଶ୍ଵ ରେକର୍ଡ | ଆସନ୍ତୁ ଦେଖିବା ଖବର | https://www.youtube.com/watch?v=lkIXQU-JC1Q Read moreDetails
ରୁଷର ଆଉ ଏକ ଅଂଚଳକୁ ଦଖଲ ନେଇ ୟୁକ୍ରେନର ଦାବି by M M Aug-22-2024 09:41 PM IST 0 ରୁଷିଆ-ୟୁକ୍ରେନ ଯୁଦ୍ଧର ମୋଡ ଦିନକୁ ଦିନ ବଦଳିବାରେ ଲାଗିଛି । ରଷ ଉପରେ ଘନ ଘନ ଆକ୍ରମଣ କରିଚାଲିଛି ୟୁକ୍ରେନ । ରୁଷର କୁର୍ସ୍କ ଅଞ୍ଚଳର ଅନ୍ୟ ଏକ ଅଞ୍ଚଳକୁ ନିୟନ୍ତ୍ରଣକୁ ନେଇଥିବା ୟୁକ୍ରେନ ସେନା ଦାବି କରିଛି । ଯଦି... Read moreDetails
ଲେହରେ ବଡ଼ ଦୁର୍ଘଟଣା : ଗଭୀର ଖାଇରେ ଖସିପଡ଼ିଲା ସ୍କୁଲବସ୍ by M M Aug-22-2024 06:26 PM IST 0 ଲେହ: ଲଦାଖର ଲେହରୁ ଏକ ବଡ଼ ଦୁର୍ଘଟଣାର ଖବର ଆସୁଛି। ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୬ ଜଣ ପ୍ରାଣ ହରାଇଛନ୍ତି ।ପୁଲିସର ସୂଚନା ଅନୁସାରେ ବସଟି ୨୦୦ ମିଟର ଗଭୀର ଘାଟିକୁ ଖସି ପଡ଼ିବାରୁ ୬ ଜଣ ଯାତ୍ରୀଙ୍କ... Read moreDetails
ସାପକୁ ଧରି ଚୋବାଇ ମାରିଦେଲା ଏକବର୍ଷର ଶିଶୁ by M M Aug-21-2024 06:31 PM IST 0 ନୂଆଦିଲ୍ଲୀ: ଗୟାରେ ଏକ ବର୍ଷର ଶିଶୁ ସାପକୁ ମାରି ଦେଲା । ଶିଶୁ ଖେଳଣା ଭାବି ସାପକୁ ଚୋବାଇ ପକାଇଲା । ଘରସାମ୍ନାରେ ବୁଲୁଥିବା ସାପକୁ ଧରି ଚୋବାଇବା ଘଟନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଫତେପୁର ଅଞ୍ଚଳରେ ଜମୁହାର ଗ୍ରାମରେ ରାକେଶ... Read moreDetails
ହସପିଟାଲରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ କହିଲେ ସୁପ୍ରିମକୋର୍ଟ by M M Aug-21-2024 04:06 PM IST 0 କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଜୋର ଧରୁଛି ରାଜନୀତି । କାହିଁକି ଫେଲ ମାରିଲା ସୁରକ୍ଷା ବ୍ୟବସ୍ଥା । କିପରି ଘଟିଲା ଏତେବଡ଼ ଅଘଟଣ । ଏଥିପାଇଁ କାହାକୁ ଦାୟୀ କରାଯିବ । ସୁରକ୍ଷା ବ୍ୟବସ୍ଥାକୁ ନେଇ... Read moreDetails