<p class="style-scope ytd-watch-metadata">ଚମ୍ପାଇ ଧରିବେ ପଦ୍ମ | ଚମ୍ପାଇ ସିଧାସଳଖ ବିଜେପିରେ ସାମିଲ ହେବା ନେଇ ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନଥିବା ବେଳେ କେନ୍ଦ୍ରମନ୍ତ୍ରୀ ତଥା ‘ଏନଡିଏ’ ସହଯୋଗୀ ଦଳ ‘ହାମ’ର ନେତା ଜୀତନରାମ ମାଞ୍ଝୀ ତାଙ୍କୁ ଆଗୁଆ ଟ୍ବିଟ କରି ମେଣ୍ଟ ପରିବାରକୁ ସ୍ବାଗତ କରିଛନ୍ତି ।</p> https://www.youtube.com/watch?v=OMUdJ0AfXZo