• Latest
  • Trending
ନକ୍ସଲ୍ କମାଣ୍ଡର ହିଡ୍‌ମା ସପକ୍ଷରେ ନାରାବାଜି: ଦିଲ୍ଲୀରେ ୨୩ ଗିରଫ

ନକ୍ସଲ୍ କମାଣ୍ଡର ହିଡ୍‌ମା ସପକ୍ଷରେ ନାରାବାଜି: ଦିଲ୍ଲୀରେ ୨୩ ଗିରଫ

Nov-25-2025 08:48 AM IST
odisha.newsroom.in

ଓଡିଶାକୁ ଝଡ଼ବର୍ଷା ଚେତାବନୀ, ୭ ଦିନ ଯାଏଁ ଏହି ଜିଲ୍ଲାରେ ଛେଚିବ

Mar-28-2026 06:17 PM IST
odisha.newsroom.in

ଆପଣଙ୍କ ଘରେ ଟିକେ ଟିକେ କଥାରେ ଝଗଡ଼ା ହେଉଛି କି, ମାନନ୍ତୁ ଏହି ବାସ୍ତୁ ନିୟମ…

Mar-28-2026 05:54 PM IST
ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

Mar-28-2026 04:26 PM IST
ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

Mar-28-2026 04:23 PM IST
odisha.newsroom.in

ଯୁଦ୍ଧ ପ୍ରଭାବିତ ଅଂଚଳରେ ବିମାନ ଉଡ଼ାଇବାକୁ ମନା କରୁଛନ୍ତି ପାଇଲଟ

Mar-28-2026 04:07 PM IST
odisha.newsroom.in

ବୁକିଂର ମାସେ ପରେ ବି ଭୁବନେଶ୍ୱରରେ ମିଳୁନି ଗ୍ୟାସ, ଠେଲା ଦୋକାନ ବନ୍ଦ…ବିଭିନ୍ନ ସ୍ଥାନରେ ହଂଗାମା, ରାସ୍ତାରୋକ

Mar-28-2026 03:02 PM IST
odisha.newsroom.in

କାମ କଲାନି ଇଂଜିନ, ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋର ଜରୁରୀ ଅବତରଣ

Mar-28-2026 12:34 PM IST
odisha.newsroom.in

ସମଦୂରତା ଫର୍ମୁଲାକୁ ବାଏ..ବାଏ, କମୁଛି କଂଗ୍ରେସ-ବିଜେଡି ଦୂରତା

Mar-28-2026 12:13 PM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-28-2026 12:06 PM IST
odisha.newsroom.in

ଗ୍ୟାସ ମିଳୁନି, ଗାଁକୁ ଫେରୁଥିବା ଶହ ଶହ ଓଡ଼ିଆ ଶ୍ରମିକ କରିବେ କଣ ?

Mar-28-2026 11:34 AM IST
  • About
  • Careers
  • Contact Us
Saturday, March 28, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ନକ୍ସଲ୍ କମାଣ୍ଡର ହିଡ୍‌ମା ସପକ୍ଷରେ ନାରାବାଜି: ଦିଲ୍ଲୀରେ ୨୩ ଗିରଫ

by M M
Nov-25-2025 08:48 AM IST
in ଦେଶ ବିଦେଶ
0
ନକ୍ସଲ୍ କମାଣ୍ଡର ହିଡ୍‌ମା ସପକ୍ଷରେ ନାରାବାଜି: ଦିଲ୍ଲୀରେ ୨୩ ଗିରଫ
491
SHARES
1.4k
VIEWS
Share on FacebookShare on Twitter

 

ନୂଆଦିଲ୍ଲୀ : ଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ବାୟୁ ପ୍ରଦୂଷଣ ବିରୋଧରେ ଚାଲିଥିବା ଏକ ପ୍ରଦର୍ଶନ ହଠାତ୍ ବିବାଦୀୟ ରୂପ ନେଇଛି। କିଛି ପ୍ରଦର୍ଶନକାରୀ ନକ୍ସଲ୍ କମାଣ୍ଡର  ହିଡ୍‌ମାଙ୍କ ପୋଷ୍ଟର୍ ଏବଂ ତାଙ୍କ ସପକ୍ଷରେ ନାରାବାଜି କରିବା ପରେ ଏହି ବିବାଦ ବଢ଼ି ଯାଇଛି। ହିଡ୍‌ମାଙ୍କର ନିକଟରେ ଆନ୍ଧ୍ରପ୍ରଦେଶରେ ଏକ ପୋଲିସ୍ ଏନକାଉଣ୍ଟରରେ ମୃତ୍ୟୁ ହୋଇଥିଲା। ପରିସ୍ଥିତିକୁ ଦେଖି ଦିଲ୍ଲୀ ପୋଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ମୋଟ୍ ୨୩ ଜଣଙ୍କୁ ଗିରଫ କରାଯାଇଛି।

ଏହି ଘଟଣାରେ ଦିଲ୍ଲୀର ଦୁଇଟି ଥାନାରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି।  କର୍ତ୍ତବ୍ୟପଥ ଥାନାରେ ୬ ଜଣ ପୁରୁଷଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନାରେ ଆଉ ୧୭ ଜଣଙ୍କୁ ଗିରଫ କରାଯାଇଛି।  ପ୍ରଦର୍ଶନକାରୀଙ୍କ ବିରୋଧରେ ହିଂସା ଏବଂ ବେଆଇନ ବିରୋଧ ପ୍ରଦର୍ଶନ ସହିତ ଆଇପିସିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଧାରା ଲାଗୁ କରାଯାଇଛି। ଦିଲ୍ଲୀରେ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନ ଜନ୍ତରମନ୍ତର ଥିବାବେଳେ ପ୍ରଦର୍ଶନକାରୀମାନେ ଟ୍ରାଫିକ୍ ଅଟକାଇବାକୁ ଚେଷ୍ଟା କରିଥିଲେ। ସେମାନଙ୍କୁ ହଟାଇବାକୁ ଯାଇଥିବା ପୋଲିସ୍ ଉପରେ କିଛି ଲୋକ ପେପର ସ୍ପ୍ରେ କରିଥିବା ଅଭିଯୋଗ ହୋଇଛି। ପ୍ରଦୂଷଣ ଆନ୍ଦୋଳନ ନାମରେ ନକ୍ସଲ୍‌ବାଦକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରାଯାଉଥିବା ନେଇ ରାଜନୈତିକ ମହଲରେ ସମାଲୋଚନା ପ୍ରକାଶ ପାଇଛି।

Share196Tweet123
M M

M M

ଆଜିର ପାଗ

Bhubaneswar
March 28, 2026, 7:46 PM
 

S
Partly cloudy
27°C
4 m/s
Apparent: 31°C
Pressure: 1007 mb
Humidity: 87%
Winds: 4 m/s S
Windgusts: 8.8 m/s
UV-Index: 0
Precip.: 0mm /48% / Rain
Sunrise: 5:43 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom