• Latest
  • Trending
ଅଣ୍ଟା ବିନ୍ଧା ରୋକିବାକୁ ଖାଇଲେ ଜୀଅନ୍ତା ବେଙ୍ଗ, ତାପରେ ଘଟିଲା ଏମିତି …

ଅଣ୍ଟା ବିନ୍ଧା ରୋକିବାକୁ ଖାଇଲେ ଜୀଅନ୍ତା ବେଙ୍ଗ, ତାପରେ ଘଟିଲା ଏମିତି …

Oct-10-2025 07:16 AM IST
ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

Nov-17-2025 10:01 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Nov-17-2025 09:04 AM IST
ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

Nov-16-2025 11:51 AM IST
ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ଶତକକୁ ନେଇ ଚର୍ଚ୍ଚା

ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ଶତକକୁ ନେଇ ଚର୍ଚ୍ଚା

Nov-16-2025 11:13 AM IST
ନାୟକର ନାଁ ନୀତିଶ କୁମାର; ଦଶ ହଜାରିଆ ଜିତିବାର ଫର୍ମୁଲା

ନାୟକର ନାଁ ନୀତିଶ କୁମାର; ଦଶ ହଜାରିଆ ଜିତିବାର ଫର୍ମୁଲା

Nov-16-2025 11:04 AM IST
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

Nov-16-2025 10:06 AM IST

କ’ଣ କହୁଛି ଆଜିର ରାଶିଫଳ

Nov-16-2025 10:01 AM IST
କିଏ ଜିତିବ କୋଲକତା ଟେଷ୍ଟ ?

କିଏ ଜିତିବ କୋଲକତା ଟେଷ୍ଟ ?

Nov-15-2025 07:06 PM IST
ଜିତିପାରିଲେନି ଜନସୁରାଜ ଦଳର ମନୀଷ କଶ୍ୟପ, ବିଜେପି ପ୍ରାର୍ଥୀଙ୍କୁ ହରାଇଲେ

ଜିତିପାରିଲେନି ଜନସୁରାଜ ଦଳର ମନୀଷ କଶ୍ୟପ, ବିଜେପି ପ୍ରାର୍ଥୀଙ୍କୁ ହରାଇଲେ

Nov-15-2025 06:59 PM IST

ବିର୍ସା ମୁଣ୍ଡା ଦେଶର ସଂସ୍କୃତିର ରକ୍ଷକ ଥିଲେ: ଡ. ଯତୀନ ମହାନ୍ତି

Nov-15-2025 06:50 PM IST
  • About
  • Careers
  • Contact Us
Monday, November 17, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଅଣ୍ଟା ବିନ୍ଧା ରୋକିବାକୁ ଖାଇଲେ ଜୀଅନ୍ତା ବେଙ୍ଗ, ତାପରେ ଘଟିଲା ଏମିତି …

ଏବେ ଚାଲିପାରୁନାହାଁନ୍ତି

by M M
Oct-10-2025 07:16 AM IST
in ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ
0
ଅଣ୍ଟା ବିନ୍ଧା ରୋକିବାକୁ ଖାଇଲେ ଜୀଅନ୍ତା ବେଙ୍ଗ, ତାପରେ ଘଟିଲା ଏମିତି …
492
SHARES
1.4k
VIEWS
Share on FacebookShare on Twitter

ଚୀନ୍‌ରେ କୀଟ, ପୋକ ଖାଇବା ସାଧାରଣତ ଘଟଣା । ଏପରିକି ବେଙ୍ଗ ମାରି ତରକାରୀ କରି କିଛି ଲୋକ ଖାଇଥାନ୍ତି । କିନ୍ତୁ ସେଠାରେ କିଛି ରୋଗ ଭଲ ପାଇଁ ମଧ୍ୟ ଏଭଳି ଜିଅନ୍ତା ପୋକ କିଛି ଲୋକ ଖାଇଥାଆନ୍ତି । ଚୀନରେ  ଜଣେ ୮୨ ବର୍ଷୀୟ ମହିଳା ତାଙ୍କ ଅଣ୍ଟା ଯନ୍ତ୍ରଣା ଦୂର କରିବା ପାଇଁ ଆଠଟି ଜୀଆନ୍ତା ବେଙ୍ଗ ଖାଇଥିବା ଏବେ ଚର୍ଚାରେ ଅଛି ।

ଜିଅନ୍ତା ବେଙ୍ଗ ଖାଇଥିବା ମହିଳାଙ୍କ ପୁଅ କହିବା କଥା ଯେ ସେ ଅନ୍ୟ କାହା କଥାରେ ପଡ଼ି ବେଙ୍ଗ ଖାଇଲେ  । ଆଉ ପରେ ମେଡିକାଲରେ ଭର୍ତ୍ତି ହୋଇ କଷ୍ଟ ପାଇଲେ । ବେଙ୍ଗ ଖାଇବାରୁ ତାଙ୍କ ଦେହ ଅଧିକ ଅସୁସ୍ଥ ହୋଇଥିଲା । ତାଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେଲା ଓ ସେ ହସ୍ପିଟାଲରେ ଭର୍ତ୍ତି ହେଲେ। ତାଙ୍କ ପୁଅ ଡାକ୍ତରଙ୍କୁ କହିଥିଲେ, “ମୋ ମା’ ଆଠଟି ଜୀଆନ୍ତା ବେଙ୍ଗ ଖାଇଛନ୍ତି, ଏବେ ଯନ୍ତ୍ରଣା ହେତୁ ସେ ଚାଲି ପାରୁନାହାନ୍ତି।” ମହିଳାଙ୍କୁ ଦୀର୍ଘ ଦିନ ଧରି ପିଠି ଯନ୍ତ୍ରଣା ସମସ୍ୟା ଥିଲା। କେହି ତାଙ୍କୁ ଜୀଆନ୍ତା ବେଙ୍ଗ ଗିଳିଲେ ଯନ୍ତ୍ରଣା କମିବ ବୋଲି କହିଥିଲେ।

ସେହି ମହିଳା ଏହାକୁ ବିଶ୍ବାସ କରି  ବେଙ୍ଗ ଗିଳିବା ଫଳରେ ତାଙ୍କ ପାଚନ ତନ୍ତ୍ର ଖରାପ ହେଲା ଓ ସ୍ପାର୍ଗାନମ୍‌ ନାମକ ପରଜୀବୀ ତାଙ୍କ ଶରୀରରେ ସଂକ୍ରମଣ କଲା। ଏହା ଯନ୍ତ୍ରଣା ବଢ଼ାଇଲା ଓ ତାଙ୍କୁ ଚାଲିବା କଷ୍ଟକର ହେଲା। ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା ପରେ ଜଣାପଡ଼ିଲା ଯେ ତାଙ୍କ ଶରୀରରେ ଅକ୍ସିଫିଲ୍‌ କୋଷ ଅସ୍ୱାଭାବିକ ଭାବେ ବଢ଼ିଛି, ଯାହା ପରଜୀବୀ ସଂକ୍ରମଣ ଓ ଅନ୍ୟ ରୋଗର ସଙ୍କେତ ଥିଲା। ଡାକ୍ତରମାନେ କହିଲେ, “ବେଙ୍ଗ ଗିଳିବା ଯୋଗୁଁ ରୋଗୀଙ୍କ ପାଚନ ତନ୍ତ୍ର ନଷ୍ଟ ହୋଇଛି ଓ ଶରୀରରେ ପରଜୀବୀ ସଂକ୍ରମଣ ହୋଇଛି।” ଏବେ ସେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । କିନ୍ତୁ ଚାଲିପାରୁନାହାଁନ୍ତି ।

Share197Tweet123
M M

M M

ଆଜିର ପାଗ

Bhubaneswar
November 17, 2025, 11:53 PM
 

N
Partly cloudy
17°C
0.7 m/s
Apparent: 16°C
Pressure: 1016 mb
Humidity: 80%
Winds: 0.7 m/s N
Windgusts: 7.6 m/s
UV-Index: 0
Precip.: 0mm /0% / Rain
Sunrise: 5:57 AM
Sunset: 5:06 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

November 17, 2025
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

November 17, 2025
ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

November 16, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom