• Latest
  • Trending

ନେହେରୁଙ୍କ ନାମ କୁ ନେଇ ପୁଣି ହେଲା ରାଜନୀତି

Aug-15-2024 02:58 PM IST
odisha.newsroom.in

ବଙ୍ଗଳା ଓ ଆସାମରେ ବିଜେପିର ଦବଦବା…ତାମିଲନାଡୁରେ ବିଜୟଙ୍କ ‘ବ୍ଲକବଷ୍ଟର’ ଏଣ୍ଟ୍ରି

May-04-2026 06:52 PM IST
odisha.newsroom.in

ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ କିଏ ? ଚର୍ଚ୍ଚାରେ ଏହି ନେତାଙ୍କ ନାମ…

May-04-2026 06:12 PM IST
odisha.newsroom.in

ତାମିଲନାଡୁରେ ଅଟୋ ଚାଳକଙ୍କ କମାଲ…ବଡ଼ ନେତାଙ୍କୁ ହରାଇଦେଲେ

May-04-2026 05:13 PM IST
odisha.newsroom.in

TMC କାର୍ଯ୍ୟାଳୟ ଖାଁ ଖାଁ…ମମତାଙ୍କ ଘର ଆଗରେ ‘ଜୟ ଶ୍ରୀରାମ’ ନାରା

May-04-2026 03:02 PM IST
odisha.newsroom.in

ପୁଡୁଚେରୀ ନିର୍ବାଚନ ଫଳାଫଳ: ପୁଣି ଥରେ କ୍ଷମତା ଆଡ଼କୁ ବିଜେପି ମେଣ୍ଟ, ପଛରେ ପଡ଼ିଲା କଂଗ୍ରେସ

May-04-2026 12:42 PM IST
odisha.newsroom.in

ତାମିଲନାଡୁରେ’TVK’ ମ୍ୟାଜିକ୍: ବିଜୟଙ୍କ ଘର ଆଗରେ ପୋଲିସ୍ ଛାଉଣୀ କାହିଁକି ?

May-04-2026 12:18 PM IST
odisha.newsroom.in

କେରଳରେ ବଡ଼ ବିଜୟ ଆଡ଼କୁ UDF…LDF କର୍ମୀଙ୍କ ମଧ୍ୟରେ ନିରାଶା…

May-04-2026 11:58 AM IST
odisha.newsroom.in

ତାମିଲନାଡୁରେ ବିଜୟଙ୍କ ଦବଦବା…ଛତ୍ରଭଙ୍ଗ ଦେଲେଣି DMK କର୍ମୀ

May-04-2026 11:20 AM IST
odisha.newsroom.in

ବେଙ୍ଗଲରେ ବିଜେପି ଆଗରେ, ତାମିଲନାଡୁରେ ବିଜୟଙ୍କ TVK ର କମାଲ

May-04-2026 10:37 AM IST
odisha.newsroom.in

ପ୍ରାରମ୍ଭିକ ଟ୍ରେଣ୍ଡରେ ମମତାଙ୍କୁ ପଛରେ ପକାଇଲେ ଶୁଭେନ୍ଦୁ ଅଧିକାରୀ

May-04-2026 09:54 AM IST
  • About
  • Careers
  • Contact Us
Monday, May 4, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ନେହେରୁଙ୍କ ନାମ କୁ ନେଇ ପୁଣି ହେଲା ରାଜନୀତି

by M M
Aug-15-2024 02:58 PM IST
in ଦେଶ ବିଦେଶ
0
491
SHARES
1.4k
VIEWS
Share on FacebookShare on Twitter

ଭାରତୀୟ ରାଜନୀତିରେ ନେହରୁ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ । ତେବେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ତାଙ୍କ ନାମ ନଥିବାରୁ କଂଗ୍ରେସ ଚିହିଁକି ଉଠିଛି । ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ବିଜେପି ଜାଣିଶୁଣି  ଇତିହାସରୁ ହଟାଇବାକୁ ଷଡ଼ଯନ୍ତ୍ର କରୁଥିବା କଂଗ୍ରେସ ଅଭିଯୋଗ କରିଛି ।  ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ଭାଷଣରେ ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମ ନଥିବା ନେଇ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଆପତ୍ତି ଉଠାଇଛନ୍ତି ।  ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱାଧୀନତା ଆନ୍ଦୋଳନର ପ୍ରସିଦ୍ଧ ବ୍ୟକ୍ତିତ୍ୱମାନଙ୍କ ବିଷୟରେ ସ୍ମୃତିଚାରଣ କରିଥିଲେ । ରାଷ୍ଟ୍ରପତିଙ୍କ ସମ୍ବୋଧନରେ ସ୍ୱାଧୀନତା ଆନ୍ଦୋଳନର ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନାମ ଉଲ୍ଲେଖ ନଥିଲା । ରମେଶ ଅଭିଯୋଗ କରିଛନ୍ତି ଯେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମକୁ ଇତିହାସରୁ ହଟାଇବା ପାଇଁ ବିଜେପି ସରକାର ଜାଣିଶୁଣି ଏପରି କରିଛନ୍ତି ।

କଂଗ୍ରେସର ମହାସଚିବ ଜୟରାମ ରମେଶ ବିଜେପି ଉପରେ ବର୍ଷିଛନ୍ତି । ସେ ମନେ ପକାଇ ଦେଇଛନ୍ତି ଯେ ୧୪ ଅଗଷ୍ଟ ୧୯୪୭ ମଧ୍ୟରାତ୍ରିରେ ଜବାହରଲାଲ ନେହେରୁ ସେଣ୍ଟ୍ରାଲ ହଲରେ ଭାଷଣ ଦେଇଥିଲେ। ସେ କହିଛନ୍ତି, ୧୫ ଅଗଷ୍ଟ ୧୯୪୭ରେ ଅଲ ଇଣ୍ଡିଆ ରେଡିଓରେ ଦେଶ ଉଦ୍ଦେଶ୍ୟରେ ନେହେରୁ ଭାଷଣ ଦେଇଥିଲେ। ଯେଉଁଥିରେ ସେ ନିଜକୁ’ ଭାରତୀୟ ଜନସାଧାରଣଙ୍କ ପ୍ରଥମ ସେବକ ‘ବୋଲି କହିବା ଆରମ୍ଭ କରିଥିଲେ। ଜାତି ପ୍ରତି ତାଙ୍କର ବାର୍ତ୍ତା ୧୫ ଅଗଷ୍ଟ ୧୯୪୭ ସକାଳେ ଖବରକାଗଜରେ ପ୍ରକାଶିତ ହୋଇଥିଲା।

ଜୟରାମ ରମେଶ କହିଛନ୍ତି ଦେଶ ସ୍ବାଧୀନ ହେବାପରେ ନେହରୁ ଦେଶ ପାଇଁ ଅନେକ ତ୍ୟାଗ କରିଛନ୍ତି , ଲୋକଙ୍କ ସେବା କରିଛନ୍ତି । ଦେଶ ଗଠନରେ ସେ ନିଜ ଜୀବନକୁ ବାଜି ଲଗାଇ ଦେଶସେବା କରିଥିବା ଜୟରାମ ରମେଶ କହିଛନ୍ତି । କଂଗ୍ରେସର ଏହି ଅଭିଯୋଗକୁ ବିଜେପି ପକ୍ଷରୁ ଖଣ୍ଡନ କରାଯାଇଛି ।

Share196Tweet123
M M

M M

ଆଜିର ପାଗ

Bhubaneswar
May 4, 2026, 8:15 PM
 

S
Partly cloudy
27°C
2.9 m/s
Apparent: 32°C
Pressure: 1009 mb
Humidity: 90%
Winds: 2.9 m/s S
Windgusts: 11 m/s
UV-Index: 0
Precip.: 5.1mm /45% / Rain
Sunrise: 5:15 AM
Sunset: 6:11 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom