• Latest
  • Trending
ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

Oct-21-2025 01:20 PM IST
ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

Nov-17-2025 10:01 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Nov-17-2025 09:04 AM IST
ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

Nov-16-2025 11:51 AM IST
ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ଶତକକୁ ନେଇ ଚର୍ଚ୍ଚା

ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ଶତକକୁ ନେଇ ଚର୍ଚ୍ଚା

Nov-16-2025 11:13 AM IST
ନାୟକର ନାଁ ନୀତିଶ କୁମାର; ଦଶ ହଜାରିଆ ଜିତିବାର ଫର୍ମୁଲା

ନାୟକର ନାଁ ନୀତିଶ କୁମାର; ଦଶ ହଜାରିଆ ଜିତିବାର ଫର୍ମୁଲା

Nov-16-2025 11:04 AM IST
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

Nov-16-2025 10:06 AM IST

କ’ଣ କହୁଛି ଆଜିର ରାଶିଫଳ

Nov-16-2025 10:01 AM IST
କିଏ ଜିତିବ କୋଲକତା ଟେଷ୍ଟ ?

କିଏ ଜିତିବ କୋଲକତା ଟେଷ୍ଟ ?

Nov-15-2025 07:06 PM IST
ଜିତିପାରିଲେନି ଜନସୁରାଜ ଦଳର ମନୀଷ କଶ୍ୟପ, ବିଜେପି ପ୍ରାର୍ଥୀଙ୍କୁ ହରାଇଲେ

ଜିତିପାରିଲେନି ଜନସୁରାଜ ଦଳର ମନୀଷ କଶ୍ୟପ, ବିଜେପି ପ୍ରାର୍ଥୀଙ୍କୁ ହରାଇଲେ

Nov-15-2025 06:59 PM IST

ବିର୍ସା ମୁଣ୍ଡା ଦେଶର ସଂସ୍କୃତିର ରକ୍ଷକ ଥିଲେ: ଡ. ଯତୀନ ମହାନ୍ତି

Nov-15-2025 06:50 PM IST
  • About
  • Careers
  • Contact Us
Tuesday, November 18, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

by M M
Oct-21-2025 01:20 PM IST
in ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ
0
ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ
493
SHARES
1.4k
VIEWS
Share on FacebookShare on Twitter

ସାରା ଦେଶରେ ଦୀପାବଳି ବହୁ ଧୁମଧାମରେ ପାଳନ କରାଯାଇଥିବା ବେଳେ ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତି ସଙ୍ଗୀନ ହୋଇପଡ଼ିଛି ।  ଗତକାଲି ରାତିରେ ବହୁ ସଂଖ୍ୟକ ଲୋକ ଆତସବାଜି ଫୁଟାଇ ଦୀପାବଳି ପାଳନ କରିଥିଲେ । ଯାହା ଫଳରେ ଦିଲ୍ଲୀର ବାୟୁ ବହୁତ ଖରାପ ହୋଇଯାଇଛି। ଆଜି ସକାଳେ ବାୟୁ ଗୁଣବତ୍ତା ବିପଦପୂର୍ଣ୍ଣ ବର୍ଗରେ ପହଞ୍ଚିଛି । ସକାଳ ୬ଟାରେ ସହରର ପ୍ରାୟ ସମସ୍ତ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ( AQI) ଅତ୍ୟନ୍ତ ବିପଦପୂର୍ଣ୍ଣ ବର୍ଗରେ ରେକର୍ଡ କରାଯାଇଥିଲା, ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ବିପଦପୂର୍ଣ୍ଣ । ସେହିପରି ଦୀପାବଳି ପାଳନ ବେଳେ ବାଣ ଫୁଟାଇବାରୁ  ଭୁବନେଶ୍ୱର ଏବଂ କଟକରେ ବାୟୁ ପ୍ରଦୂଷଣ ସ୍ତର ବୃଦ୍ଧି ପାଇଛି। ବାଣ ଫୁଟାଇବା ଯୋଗୁଁ ପ୍ରବଳ ପ୍ରଦୂଷଣ ହେତୁ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ହ୍ରାସ ପାଇଛି। ରିପୋର୍ଟ ଅନୁଯାୟୀ, ରାଜଧାନୀରେ AQI ୧୮୦ରେ ପହଁଚିଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବାୟୁ ପ୍ରଦୂଷିତ ହୋଇଯାଇଛି। ଲକ୍ଷ୍ମୀସାଗର ଅଞ୍ଚଳରେ AQI ୧୮୫ ରେକର୍ଡ କରାଯାଇଥିବା ବେଳେ, ବାପୁଜୀ ନଗର ଅଞ୍ଚଳରେ AQI ୧୭୪ ରେକର୍ଡ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସାଧାରଣତଃ 150 ରୁ ଅଧିକ AQI କୁ unhealthy ବୋଲି ବିବେଚନା କରାଯାଏ। ଯଦି ବାୟୁମଣ୍ଡଳରେ ଧୂଳି କଣିକା ବୃଦ୍ଧି ପାଏ, ତେବେ ଶ୍ୱାସକ୍ରିୟା ସମସ୍ୟା ଏବଂ ଚର୍ମ ରୋଗ ହେବାର ସମ୍ଭାବନା ଥାଏ। 50 ଭିତରେ ଏକ୍ୟୁଆଇ ରହିଲେ ତାହାକୁ ଭଲ କୁହାଯାଏ । 100ରୁ ଅଧିକ ହେଲେ ତାହା ନିଶ୍ବାସନେବା ବେଳେ କଷ୍ଟ ହୁଏ । 200ରୁ ଅଧିକ ଏକ୍ୟୁଆଇ ରହିଲେ ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ AQI ଗମ୍ଭୀର ବର୍ଗରେ ଅଛି  ।  ବାୟୁ ଗୁଣବତ୍ତା ଅତ୍ୟନ୍ତ ପ୍ରଦୂଷିତ ହୋଇଯାଇଛି । ଆଜି ସକାଳୁ ଚାଣକ୍ୟ ପ୍ଲେସରେ ଏକ୍ୟୁଆଇ ସ୍ତର ୯୭୯ରେ ପହଞ୍ଚିଥିଲା ।  ଆନନ୍ଦ ବିହାର: 500 , ବାୱାନା: 427 , ୱାଜିରପୁର: 408 , ଆଲିପୁର: 408 , ଜାହାଙ୍ଗୀରପୁରୀ: 407 , ବୁରାରୀ କ୍ରସିଂ: 402  ,ଅଶୋକ ବିହାର: 391, ପଟେଲ ନଗର ୬୧୮, ରଞ୍ଜିତ ନଗର ୬୦୯, ପଞ୍ଜାବୀ ବାଗ ୫୧୯ ଏବଂ ହରି ନଗର ୫୧୮ ଥିଲା। ଏହି ସମସ୍ତ ଅଞ୍ଚଳରେ AQI ଅତ୍ୟନ୍ତ ଖରାପ ବର୍ଗରେ ରହିଛି ।  ୱାଜିରପୁରରେ ୪୦୮, ଜାହାଙ୍ଗୀରପୁରୀରେ ୪୦୧ ଏବଂ ବାୱାନାରେ ୪୧୭ AQI ରେକର୍ଡ କରାଯାଇଥିଲା । ଯାହା ଗମ୍ଭୀର ବର୍ଗରେ ଅନ୍ତର୍ଭୁକ୍ତ। ସ୍ୱାସ୍ଥ୍ୟ ବିଭାଗ  ପିଲା , ବୃଦ୍ଧ ଏବଂ ଅସୁସ୍ଥମାନଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ଭୁବନେଶ୍ବରରେ ପ୍ରଶାସନ ଗତକାଲି  ଦୁଇଘଣ୍ଟା ବାଣଫୁଟାଇବାକୁ  ନିୟମ କରିଥିଲା । ଯାହାକୁ ଫୁ କରିଦେଲେ ଲୋକେ। ଭୁବନେଶ୍ବରରେ ରାତି ୯ଟା ପରେ ବି ଫୁଟିଲା ଢୋ ଢା। ଧୂଆଁମୟ ହୋଇଥିଲା ରାତିର ରାଜଧାନୀ ଆକାଶ।  ନିୟମକୁ ସାରା ରାଜ୍ୟରେ ଲାଗୁ କରିବାକୁ ପ୍ରଶାସନକୁ ଦିଆଯାଇଥିଲା ନିର୍ଦ୍ଦେଶ। କିନ୍ତୁ ସୋମବାର ଦୀପାବଳି ଉତ୍ସବ ପାଳନ ବେଳେ ଲୋକେ ଏହି ନିୟମକୁ ମାନିନାହାଁନ୍ତି ।

Share197Tweet123
M M

M M

ଆଜିର ପାଗ

Bhubaneswar
November 18, 2025, 12:57 AM
 

N
Overcast
17°C
0.8 m/s
Apparent: 17°C
Pressure: 1016 mb
Humidity: 75%
Winds: 0.8 m/s N
Windgusts: 6.4 m/s
UV-Index: 0
Precip.: 0mm /0% / Rain
Sunrise: 5:57 AM
Sunset: 5:05 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

November 17, 2025
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

November 17, 2025
ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

November 16, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom