• Latest
  • Trending
ଆଜିର ରାଶିଫଳରେ କଣ ରହିଛି ଆପଣଙ୍କ ଭାଗ୍ୟ

ଆଜିର ରାଶିଫଳରେ କଣ ରହିଛି ଆପଣଙ୍କ ଭାଗ୍ୟ

Oct-21-2024 10:00 AM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
ବଜେଟ ପରେ ସୁନା ବଢ଼ିଲା ନା କମିଲା ?

ବଜେଟ ପରେ ସୁନା ବଢ଼ିଲା ନା କମିଲା ?

Feb-01-2026 06:18 PM IST
ବଜେଟ୍ ୨୦୨୬ , ବଡ଼ ଆଶା

ବଜେଟ୍ ୨୦୨୬ , ବଡ଼ ଆଶା

Feb-01-2026 11:20 AM IST
ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

Jan-31-2026 11:30 PM IST
T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

Jan-31-2026 11:27 PM IST
ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

Jan-31-2026 11:25 PM IST
ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

Jan-31-2026 11:22 PM IST
  • About
  • Careers
  • Contact Us
Monday, February 2, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଆଜିର ରାଶିଫଳରେ କଣ ରହିଛି ଆପଣଙ୍କ ଭାଗ୍ୟ

by M M
Oct-21-2024 10:00 AM IST
in ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ
0
ଆଜିର ରାଶିଫଳରେ କଣ ରହିଛି ଆପଣଙ୍କ ଭାଗ୍ୟ
491
SHARES
1.4k
VIEWS
Share on FacebookShare on Twitter

ଅଦ୍ୟ ଅକ୍ଟୋବର ମାସ ୨୧ ତାରିଖ ୨୦୨୪ ମସିହା(ସୋମବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
କାର୍ତ୍ତିକମାସ- କୃଷ୍ଣପକ୍ଷ
ତିଥି- ପଞ୍ଚମୀ ରାତ୍ରି ଘ ୦୨/୨୪ ଗତେ ଷଷ୍ଠୀ
ନକ୍ଷତ୍ର- ରୋହିଣୀ ଦିବା ଘ୦୭/୨୦ ଗତେ ମୁର୍ଗଶିରା
ଚନ୍ଦ୍ର – ବୃଷ ରାତ୍ରି ଘ ୦୬/୫୧ ଗତେ ମିଥୁନ
ଯୋଗ- ବାରୀୟ।ନ୍
କରଣ – କୌଳବ
ସୌରମାସ- ତୁଳା ୦୫ ଦିନ

କର୍କଶ ବଚନେ ଅନ୍ୟର
ହୃଦେ ନଦେଇ ଦୁଃଖ ,
ରହିବା ମଉନ ସେଠାରେ
ଭୁଲି ଆପଣା ସୁଖ ।

ଯେତେ ପର୍ଯ୍ୟନ୍ତ ନିଜେ ହାର୍ ମାନିବେନି, ସେତେ ପର୍ଯ୍ୟନ୍ତ କିଏ ତୁମକୁ ହରେଇ ପାରିବେ ନାହିଁଁ ।

ଯେତେବେଳେ ବାହୁର ଶକ୍ତି ହଜିଯାଏ, ମଣିଷ ତା’ର ପାପୁଲିରେ ଭବିଷ୍ୟତ ଖୋଜେ

ମେଷ: ଆପଣଙ୍କୁ କୌଣସି ବଡ଼ ସଫଳତା ମିଳିପାରେ। କୌଣସି ବନ୍ଧୁ ଆର୍ଥିକ ସାହାଯ୍ୟ ମାଗି ପାରନ୍ତି। ଅଫିସରେ କୌଣସି କାମକୁ ନେଇ ଆପଣଙ୍କୁ ପୁରୁସ୍କୃତ କରାଯିବ। ପ୍ରେମ ଜୀବନ ଭଲ ରହିବ।

ବୃଷ: କୌଣସି କାମ କରିବା ପାଇଁ ନୂଆ ନିୟମ ଉପରେ ବିଚାର କରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ସାମାଜିକ ସମାରୋହରେ ଆପଣଙ୍କର ଭାଗୀଦାରି ହେବ। ବିଲଡ଼ରସଙ୍କ ଲାଗି ଦିନଟି ଭଲ ରହିବ।

ମିଥୁନ: ବାଦ ବିବାଦ ଠାରୁ ଦୂରରେ ରହି ନିଜ କାମରେ ମନ ଲଗାନ୍ତୁ। ବେପାରୀବର୍ଗଙ୍କର ଆର୍ଥିକ ସ୍ଥିତିରେ ସୁଧାର ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ। କଲେଜରେ ନୂଆ ସାଙ୍ଗ ବନାଇବେ।

କର୍କଟ: ଆପଣ ନିଜର ଲକ୍ଷ୍ୟ ପୂରା କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ଅଫିସରେ ଆପଣଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ। କଠିନ ପରିସ୍ଥିତିରେ ବହୁତ ଲୋକଙ୍କର ସାହାଯ୍ୟ ପାଇବେ।

ସିଂହ: ଏକାନ୍ତରେ ଅଧିକ ସମୟ ଅତିବାହିତ କରିବାକୁ ପସନ୍ଦ କରିବେ। କୌଣସି ବଡ଼ ଆଉ ଅଲଗା କାମ କରିବା ପାଇଁ ଚିନ୍ତା କରିବେ। ଜୀବନସାଥୀ ଖୁସି ହେବାର ମାଧ୍ୟମ ଦେବେ।

କନ୍ୟା: ବି‌ଶେଷ କାମ ହୋଇଯିବା ଯୋଗୁଁ ମନୋବଳ ବଢ଼ିବ। ଆପଣଙ୍କର ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ଚାକିରିରେ ଉନ୍ନତି ଯୋଗ ଅଛି। ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ।

ତୁଳା: ଟଙ୍କାପଇସା ଦେବାନେବାରେ ସାବଧାନତା ଅବଲମ୍ବନ କରନ୍ତୁ। ଆପଣଙ୍କ ଘରକୁ କୌଣସି ବନ୍ଧୁ ଆସିବେ। ଦୀର୍ଘ ଦିନରୁ ଚିନ୍ତା କରିଥିବା କାମ ସଂପୂର୍ଣ୍ଣ ହୋଇଯିବ। ଚାକିରିରେ ଉନ୍ନତି ଯୋଗ ଅଛି।

ବଛା: ପ୍ରେମୀ ଯୁଗଳ ଅତି ଦୂରବର୍ତ୍ତୀ ସ୍ଥାନକୁ ବୁଲି ଯିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ଯେଉଁ ମହିଳାମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ଲାଭର ଭଲ ଯୋଗ ଅଛି।

ଧନୁ: ବିଗତ ଦିନର ଭୁଲରୁ କିଛି ନୂଆ ଶିଖି ଆଗକୁ ବଢ଼ିବେ। ଆପଣ ମନ ଚାହୁଁଥିବା ବସ୍ତୁ ପାଇବେ। ନିଜର କାର୍ଯ୍ୟ ଓ ବ୍ୟବସାୟ ପ୍ରତି ନିଷ୍ଠାବାନ ରହିବେ। କୋର୍ଟର ଫଇସଲା ଆପଣଙ୍କ ପକ୍ଷରେ ଆସିବ।

ମକର: ଆରମ୍ଭ କରିଥିବା କାମ ନିର୍ଦ୍ଧାରିତ ସମୟରେ ପୂରା କରିଦେବେ। ଆପଣଙ୍କ ସନ୍ତାନର କ୍ୟାରିୟରକୁ ନେଇ ଟିକେ ଚିନ୍ତିତ ରହିବେ। ଆପଣ କୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ କରିବେ।

କୁମ୍ଭ: ଅଧୁରା ଥିବା ସଂପୂର୍ଣ୍ଣ କରିଦେବେ। ଲୋକେ ଆପଣଙ୍କ କଥାରେ ପ୍ରଭାବିତ ହୋଇ ଆପଣଙ୍କ ସହ ଯୋଡ଼ିବେ। ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। ମାଆଙ୍କୁ କିଛି ଉପହାର ଦେବେ।

ମୀନ: କଳା ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ବେପାରରେ ଦିଗୁଣା ବୃଦ୍ଧି ହେବାର ଯୋଗ ଅଛି। ଆର୍ଥିକ ପକ୍ଷ ମଜଭୁତ ରହିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।

Share196Tweet123
M M

M M

ଆଜିର ପାଗ

Bhubaneswar
February 2, 2026, 8:42 AM
 

N
Overcast
21°C
0.6 m/s
Apparent: 23°C
Pressure: 1018 mb
Humidity: 88%
Winds: 0.6 m/s N
Windgusts: 6.5 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:38 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

February 1, 2026
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

February 1, 2026
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

February 1, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom