• Latest
  • Trending
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Oct-23-2025 09:15 AM IST
ବିହାର ନିର୍ବାଚନ: ଶେଷରେ ମହାଗଠବନ୍ଧନକୁ ମିଳିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ବିହାର ନିର୍ବାଚନ: ଶେଷରେ ମହାଗଠବନ୍ଧନକୁ ମିଳିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

Oct-23-2025 01:04 PM IST
ସ୍ନେହାଙ୍ଗିନୀଙ୍କ ବିଶାଳ ରାଲି; କାହିଁକି ନଥିଲେ ସ୍ଥାନୀୟଲୋକ ?

ସ୍ନେହାଙ୍ଗିନୀଙ୍କ ବିଶାଳ ରାଲି; କାହିଁକି ନଥିଲେ ସ୍ଥାନୀୟଲୋକ ?

Oct-23-2025 12:37 PM IST
ବିରାଟ କ’ଣ ସିଡ଼ନୀରେ ଅବସର ନେଇଯିବେ କି ?

ବିରାଟ କ’ଣ ସିଡ଼ନୀରେ ଅବସର ନେଇଯିବେ କି ?

Oct-23-2025 12:26 PM IST
କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ?

କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ?

Oct-23-2025 12:03 PM IST
ରୋହିତଙ୍କ ଅର୍ଧଶତକ, ବଡ଼ ସ୍କୋର ଅଭିମୁଖେ ଭାରତ

ରୋହିତଙ୍କ ଅର୍ଧଶତକ, ବଡ଼ ସ୍କୋର ଅଭିମୁଖେ ଭାରତ

Oct-23-2025 11:07 AM IST
ଭାରତର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ, ବିରାଟ ଶୂନରେ ଆଉଟ୍

ଭାରତର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ, ବିରାଟ ଶୂନରେ ଆଉଟ୍

Oct-23-2025 09:49 AM IST
ଲଘୁଚାପର ପ୍ରଭାବରେ କିଛି ସ୍ଥାନରେ ହେବ ବର୍ଷା

ଲଘୁଚାପର ପ୍ରଭାବରେ କିଛି ସ୍ଥାନରେ ହେବ ବର୍ଷା

Oct-23-2025 09:39 AM IST

ଏସ୍‌ଆଇ ପରୀକ୍ଷା ସ୍କାମ୍ : ସିବିଆଇକୁ ମାମଲା ହସ୍ତାନ୍ତର କଲେ ରାଜ୍ୟ ସରକାର

Oct-22-2025 08:01 PM IST
ବିହାରରେ କାହା ସପକ୍ଷରେ ଯିବ ମହିଳା ଭୋଟ?

ବିହାରରେ କାହା ସପକ୍ଷରେ ଯିବ ମହିଳା ଭୋଟ?

Oct-22-2025 07:10 PM IST
ଜଙ୍ଗଲ କ୍ଷେତ୍ରଫଳରେ ୯ମ ସ୍ଥାନକୁ ପହଞ୍ଚିଲା ଭାରତ

ଜଙ୍ଗଲ କ୍ଷେତ୍ରଫଳରେ ୯ମ ସ୍ଥାନକୁ ପହଞ୍ଚିଲା ଭାରତ

Oct-22-2025 06:48 PM IST
  • About
  • Careers
  • Contact Us
Thursday, October 23, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ ଭାଗ୍ୟ

କ’ଣ କହୁଛି ଆପଣଙ୍କ ରାଶିଫଳ

by M M
Oct-23-2025 09:15 AM IST
in ଆପଣଙ୍କ ଭାଗ୍ୟ
0
କ’ଣ କହୁଛି ଆପଣଙ୍କ ରାଶିଫଳ
491
SHARES
1.4k
VIEWS
Share on FacebookShare on Twitter

ମେଷ: ନିତିଦିନିଆ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ। ଆପଣଙ୍କର ନୂଆ କୌଶଳ ଆପଣଙ୍କ ବ୍ୟବସାୟକୁ ଆଗକୁ ବଢ଼ାଇବ। ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବେ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଶୁଭ। ‌

ବୃଷ: କୌଣସି ଜଟିଳ ମାମଲାର ସମାଧାନ ବାହାରିବ। କୃଷିକ୍ଷେତ୍ରରେ ଥିବା ଲୋକଙ୍କୁ ଧନଲାଭ ହେବ। ଅଫିସରେ କୌଣସି ସହକର୍ମୀଙ୍କୁ ସାହାଯ୍ୟ କରିବେ। ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବ। ‌

ମିଥୁନ: ଆପଣଙ୍କର ଖୁସ୍ ମିଜାଜ ବ୍ୟବହାର ଲୋକମାନଙ୍କୁ ଆକର୍ଷିତ କରିବ। ଅର୍ଡ଼ର ସପ୍ଲାଇଙ୍କୁ ଲାଭ ହେବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଛାତ୍ରୀଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। ‌ ‌

କର୍କଟ: ଆପଣଙ୍କ ଭିତରେ ସକାରାତ୍ମକତା ଆସିବ। ବ୍ୟବସାୟରେ ଆପଣଙ୍କୁ ଲାଭ ହି ଲାଭ ହେବ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ମନୋବଳ ମଜଭୁତ ପାଇଁ ଯୋଗ କରନ୍ତୁ। ‌

ସିଂହ: ବେପାରୀଙ୍କ ଲାଗି ଦିନଟି ଭଲ। ଅଫିସରେ ଆପଣଙ୍କ କାମ ଦେଖି କତୃପକ୍ଷ ପଦୋନ୍ନତି ପାଇଁ ବିଚାର କରିବେ। ସନ୍ଧ୍ୟାରେ ଭାଇ ଭଉଣୀଙ୍କ ସହ ସମୟ ଅତିବାହିତ କରିବେ। କଳାଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ‌

କନ୍ୟା: ଆପଣଙ୍କ ମନରେ ବିଶେଷ ବିଚାର ଆସିବ। ବ୍ୟବସାୟରେ କୌଣସି ବଡ଼ ସଫଳତା ପାଇବେ। କୋର୍ଟ କଚେରି ମାମଲାରେ କିଛି ବାଧା ଆସିପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।

ତୁଳା: ଆପଣଙ୍କର ଭାଗ୍ୟ ଦ୍ବାର ଖୋଲିବ। ପ୍ରତିଟି କାମରେ ଭଲ ପରିଣାମ ପାଇବେ। କୌଣସି ବଡ଼ ପ୍ରୋଜେକ୍ଟରେ ପୁଞି ଲଗାଇବା ପାଇଁ ଭାବୁଥିଲେ କୌଣସି ବୁଦ୍ଧିମାନ ବ୍ୟକ୍ତିଙ୍କ ମତ ନିଅନ୍ତୁ।

ବିଛା: ନିଜ କାମ ଉପରେ ପୂରା ଧ୍ୟାନ କେନ୍ଦ୍ରିତ କରି ରଖନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ଲୋକ କୌଣସି ସମାରୋହକୁ ଯିବାର ମଉକା ପାଇବେ। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ।

ଧନୁ: ଛୋଟମୋଟ କାମରେ ସକାରାତ୍ମକ ଫଳ ପାଇବେ। କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ। ଅନ୍ୟମାନଙ୍କ ଆଗରେ ନିଜର କଥା ସ୍ପଷ୍ଟଭାବେ କହି ପାରିବେ।

ମକର: ଆର୍ଥିକ ମାମଲାରେ କାହାରି ଉପରେ ଆବଶ୍ୟକତା ଠାରୁ ଅଧିକ ଭରସା କରନ୍ତୁ ନାହିଁ। ପେସାଦାର ବ୍ୟବସାୟୀ ଭାଗ୍ୟର ପୂରା ସହଯୋଗ ପଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

କୁମ୍ଭ: ପ୍ରଭୁ ଆରାଧନାରେ ମନ ଲଗାଇବେ। ରାଜନୀତିକ ଲୋକଙ୍କର ସାମାଜିକ ପ୍ରତିଷ୍ଠା ବଢ଼ିବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ପଦୋନ୍ନତି ହୋଇପାରେ। ବୈବାହିକ ଜୀବନ ସୁଖମୟ ହେବ।

ମୀନ: କାହାରି ଅଧିକ ଆଲୋଚନା କରନ୍ତୁ ନାହିଁ। ଆପଣ ପ୍ରତ୍ୟେକ କାମ ନିଜେ କରନ୍ତୁ। ସନ୍ତାନ ପକ୍ଷରୁ ସୁଖଦ ଖବର ମିଳିବାର ଯୋଗ ଅଛି। ନୂଆ ଜମି କିଣିବାକୁ ମନସ୍ଥ କରିବେ। ଦାମ୍ପତ୍ୟ ଜୀବନ ଭଲ ରହିବ।

Tags: horoscope
Share196Tweet123
M M

M M

ଆଜିର ପାଗ

Bhubaneswar
October 23, 2025, 1:23 PM
 

NE
Mainly clear
32°C
2.5 m/s
Apparent: 31°C
Pressure: 1011 mb
Humidity: 86%
Winds: 2.5 m/s NE
Windgusts: 5.6 m/s
UV-Index: 0
Precip.: 0mm /8% / Rain
Sunrise: 5:44 AM
Sunset: 5:17 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ବିହାର ନିର୍ବାଚନ: ଶେଷରେ ମହାଗଠବନ୍ଧନକୁ ମିଳିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ବିହାର ନିର୍ବାଚନ: ଶେଷରେ ମହାଗଠବନ୍ଧନକୁ ମିଳିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

October 23, 2025
ସ୍ନେହାଙ୍ଗିନୀଙ୍କ ବିଶାଳ ରାଲି; କାହିଁକି ନଥିଲେ ସ୍ଥାନୀୟଲୋକ ?

ସ୍ନେହାଙ୍ଗିନୀଙ୍କ ବିଶାଳ ରାଲି; କାହିଁକି ନଥିଲେ ସ୍ଥାନୀୟଲୋକ ?

October 23, 2025
ବିରାଟ କ’ଣ ସିଡ଼ନୀରେ ଅବସର ନେଇଯିବେ କି ?

ବିରାଟ କ’ଣ ସିଡ଼ନୀରେ ଅବସର ନେଇଯିବେ କି ?

October 23, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom