• Latest
  • Trending
କ’ଣ କହୁଛି ଆପଣଙ୍କ ଭାଗ୍ୟଫଳ

କ’ଣ କହୁଛି ଆପଣଙ୍କ ଭାଗ୍ୟଫଳ

Oct-24-2025 09:40 AM IST
odisha.newsroom.in

ଯୁଦ୍ଧ ପ୍ରଭାବ…ବଢ଼ିଗଲା ପେଟ୍ରୋଲ ଦାମ, ଲିଟର ପିଛା ଏତିକି

Mar-20-2026 04:50 PM IST
odisha.newsroom.in

ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର, ଟ୍ରାଫିକ ଚାଲାଣରେ ବଡ଼ ରିହାତି

Mar-20-2026 04:21 PM IST
https://odisha.newsroom.in/

ହର୍ମୁଜ ପ୍ରଣାଳୀର ସୁରକ୍ଷା ପାଇଁ ଟ୍ରମ୍ପଙ୍କ ବଡ଼ ପ୍ରସ୍ତୁତି

Mar-20-2026 04:01 PM IST
ଆଗକୁ ସାଙ୍ଘାତିକ ହେବ ସ୍ଥିତି ! ଇରାନରେ ଛାଉଁଳି ହୋଇ ରହିଛନ୍ତି ଆମେରିକା ଗୁପ୍ତଚର

ଆଗକୁ ସାଙ୍ଘାତିକ ହେବ ସ୍ଥିତି ! ଇରାନରେ ଛାଉଁଳି ହୋଇ ରହିଛନ୍ତି ଆମେରିକା ଗୁପ୍ତଚର

Mar-20-2026 03:23 PM IST
odisha.newsroom.in

SCB ତାତି…୩ ଦିନ ହେଲା ଗୃହ ଅଚଳ

Mar-20-2026 03:22 PM IST
odisha.newsroom.in

ଆମେରିକାର ଟାଣୁଆ ଫାଇଟର ଜେଟକୁ ଖସାଇଦେଲା ଇରାନ

Mar-20-2026 01:06 PM IST
odisha.newsroom.in

ATM ଭେଳିକି, 10 ହଜାର ଉଠାଇବାକୁ ଯାଇ 3 ଲକ୍ଷ ପାଇଲେ

Mar-20-2026 12:23 PM IST
ଥମୁନି ମଧ୍ୟପ୍ରାଚ୍ୟ ଯୁଦ୍ଧ…ଋଣରେ ବୁଡ଼ିଲାଣି ଆମେରିକା

ଥମୁନି ମଧ୍ୟପ୍ରାଚ୍ୟ ଯୁଦ୍ଧ…ଋଣରେ ବୁଡ଼ିଲାଣି ଆମେରିକା

Mar-20-2026 11:32 AM IST
ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି ପଖାଳ

ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି ପଖାଳ

Mar-20-2026 10:49 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-20-2026 10:41 AM IST
  • About
  • Careers
  • Contact Us
Saturday, March 21, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ ଭାଗ୍ୟ

କ’ଣ କହୁଛି ଆପଣଙ୍କ ଭାଗ୍ୟଫଳ

by M M
Oct-24-2025 09:40 AM IST
in ଆପଣଙ୍କ ଭାଗ୍ୟ
0
କ’ଣ କହୁଛି ଆପଣଙ୍କ ଭାଗ୍ୟଫଳ
491
SHARES
1.4k
VIEWS
Share on FacebookShare on Twitter

ମେଷ: ଭାଗ୍ୟ ବଦଳାଇବା ପାଇଁ ସୁଯୋଗ ପାଇବେ। କୌଣସି ବଡ଼ ଉଦ୍ୟୋଗ ସହ ଡ଼ିଲ୍ ପକ୍କା ହେବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ସଂଚାର କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ।

ବୃଷ: ଦୀର୍ଘ ଦିନରୁ ଲାଗି ରହିଥିବା ଘରୋଇ ସମସ୍ୟାର ସମାଧାନ ବାହାରିବ। ଶିକ୍ଷା ସମ୍ବନ୍ଧରେ ଦିନଟି ଭଲ ରହିବ। ବ୍ୟବସାୟୀଙ୍କ ମନରେ ଘୂରିବୁଲୁଥିବା ଯୋଜନା ସଫଳ ହେବ। ‌

ମିଥୁନ: ଚିଡ଼ିଚିଡ଼ାପଣ ଦୂର କରିବାକୁ ଚେଷ୍ଟା କରନ୍ତୁ। ବିବାହିତଙ୍କୁ ପରିବାର ସ୍ଥିତି ସମ୍ବନ୍ଧରେ ଭାବିବାକୁ ପଡ଼ିବ। ଚାକିରିଜୀବୀଙ୍କ ଲାଗି ଭଲ ଦିନଟିଏ। ଛାତ୍ରଛାତ୍ରୀ  ଲେଖାପଢ଼ାରେ ମନୋ‌ଯୋଗ ଦିଅନ୍ତୁ।

କର୍କଟ: ଜୀବନସାଥୀ ଠାରୁ ଖୁସି ଖବର ଶୁଣିବେ। କାରବାରରେ ଲାଗି ରହିଥିବା ସମସ୍ୟା ବାପାଙ୍କ ମାଧ୍ୟମରେ ଦୂର କରିବେ। ଜମିରେ ନିବେଶ ଲାଗି ଦିନଟି ଭଲ। ଘରକୁ କୌଣସି ବନ୍ଧୁ ଆସିବେ। ‌

ସିଂହ: କୌଣସି ଜ୍ଞାନ କଥା ଶୁଣିବାକୁ ପାଇବେ। ନୂଆ କାମରେ ଆଗ୍ରହ ବଢ଼ିବ। ବିରୋଧୀ ପକ୍ଷ ଭ୍ରମିତ କରିବାକୁ ଚେଷ୍ଟା କରିବେ। ପ୍ରେମୀଯୁଗଳ ନିଜ ସାଥୀର ଭାବନାକୁ ବୁଝିବେ। ସ୍ବାସ୍ଥ୍ୟ ଠିକ୍ ରହିବ।

କନ୍ୟା: ନବ ବିବାହିତ ନିଜର ସାଥୀଙ୍କୁ କୌଣସି ଉପହାର ଦେବେ। ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଭଲ ଉଦ୍ୟୋଗରେ ଚାକିରିର ଡ଼ାକରା ଆସିବ। ଛାତ୍ରମାନେ ଫଳ ଚିନ୍ତା ନକରି ପରିଶ୍ରମ କରନ୍ତୁ।

ତୁଳା: ସାମାଜିକ ଉତ୍ସବରେ ସହଭାଗୀତା କରିବେ। ଗୃହିଣୀମାନଙ୍କ ମନ ଧର୍ମକାର୍ଯ୍ୟରେ ଲାଗି ରହିବ। ବ୍ୟବସାୟରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବ। ଅଫିସରେ ଆପଣ ସାବଧାନ ରୁହନ୍ତୁ।

ବିଛା: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ବେପାରରେ ଉନ୍ନତି ହେବ। ସାମାଜିକ କାର୍ଯ୍ୟରେ ସହଯୋଗ ଦିଅନ୍ତୁ ସମ୍ମାନ ବଢ଼ିବ। ଅଫିସରେ ଆପଣଙ୍କର ପ୍ରଦର୍ଶନ ପ୍ରଶଂସନୀୟ ହେବ।

ଧନୁ: କାରବାରରେ ଏକ ଲୟ ତିଆରି କରି କାମ କରନ୍ତୁ ଲାଭ ହେବ। ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଭଲ ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଆନନ୍ଦମୟ ରହିବ। ଛାତ୍ରଛାତ୍ରୀ ପରିଶ୍ରମର ସଫଳତା ପାଇବେ।

ମକର: ଆପଣଙ୍କ ଜୀବନ ଜୀବିକା ପାଇଁ ଭଲ ଦିନଟିଏ। ପରିବାର ଲୋକଙ୍କ ମଧ୍ୟରେ ମଧୁର ବାତାବରଣ ରହିବ। ଅଫିସର କୌଣସି କାମରେ ଦୂରସ୍ଥାନକୁ ଯିବେ। ଜମି ସମ୍ବନ୍ଧୀୟ କୌଣସି କାମ ସମାଧାନ ହେବ।

କୁମ୍ଭ: କ୍ୟାରିୟରରେ ସଫଳତା ପାଇବେ। ଘରକୁ କୌଣସି ବନ୍ଧୁର ଆଗମନ ହେବ। ଛାତ୍ର ନିଜ କ୍ୟାରିୟରରେ ସଫଳତାର ଖୁବ୍ ନିକଟବର୍ତ୍ତୀ ହୋଇପାରିବେ। ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ମୀନ: ମନରେ କିଛି ନୂଆ କରିବାର ଆଗ୍ରହ ବଢ଼ିବ। ଆମଦାନିର ନୂଆ ଉତ୍ସ ପାଇବେ। ସମାଜର ଲୋକ ଆପଣଙ୍କ ବ୍ୟକ୍ତିତ୍ବରେ ପ୍ରସନ୍ନ ରହିବେ। କୌଣସି ଖବର ପାଇ ଖୁସିରେ ଆତ୍ମହରା ହେବେ। ବୈବାହିକ ଜୀବନ ସୁଖକର ହେବ।

Tags: horoscope
Share196Tweet123
M M

M M

ଆଜିର ପାଗ

Bhubaneswar
March 21, 2026, 1:31 AM
 

S
Partly cloudy
24°C
1 m/s
Apparent: 28°C
Pressure: 1009 mb
Humidity: 90%
Winds: 1 m/s S
Windgusts: 9.1 m/s
UV-Index: 0
Precip.: 7.6mm /25% / Rain
Sunrise: 5:49 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
odisha.newsroom.in

ଯୁଦ୍ଧ ପ୍ରଭାବ…ବଢ଼ିଗଲା ପେଟ୍ରୋଲ ଦାମ, ଲିଟର ପିଛା ଏତିକି

March 20, 2026
odisha.newsroom.in

ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର, ଟ୍ରାଫିକ ଚାଲାଣରେ ବଡ଼ ରିହାତି

March 20, 2026
https://odisha.newsroom.in/

ହର୍ମୁଜ ପ୍ରଣାଳୀର ସୁରକ୍ଷା ପାଇଁ ଟ୍ରମ୍ପଙ୍କ ବଡ଼ ପ୍ରସ୍ତୁତି

March 20, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom