• Latest
  • Trending
Horoscope 2026 April 25: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 25: ଜାଣନ୍ତୁ ଆଜିର ରାଶିଫଳ…

Apr-25-2026 09:57 AM IST

‘AI ଗର୍ଲଫ୍ରେଣ୍ଡ’କୁ କାହିଁକି ଅଧିକ ପସନ୍ଦ କରୁଛନ୍ତି ଜେନ୍-ଆଲଫା କିଶୋର ?

Apr-25-2026 03:19 PM IST
odisha.newsroom.in

ମଝି ସମୁଦ୍ରରେ ମହା ଲଢ଼େଇ…ଆମେରିକାର ସମର ପ୍ରସ୍ତୁତି ଦେଖି ସାରା ବିଶ୍ୱ ଛାନିଆ

Apr-25-2026 02:56 PM IST
odisha.newsroom.in

ଆମେରିକା-ଇରାନ ଦ୍ଵିତୀୟ ପର୍ଯ୍ୟାୟ ଆଲୋଚନା ଆଜି…କିଏ ହେବେ ସାମିଲ ?

Apr-25-2026 01:42 PM IST
odisha.newsroom.in

ବାପାର ସାହସ ଦେଖି ଭୟରେ ଜଙ୍ଗଲକୁ ପଳେଇଲା ବାଘ,ବଂଚିଗଲା ଝିଅ

Apr-25-2026 01:00 PM IST
odisha.newsroom.in

ସାପ ସହ ଲଢ଼େଇ କରି ୩୦ ପିଲାଙ୍କ ଜୀବନ ବଞ୍ଚାଇଲା…ଶେଷରେ ନିଜେ ମଲା

Apr-24-2026 05:45 PM IST
odisha.newsroom.in

ଆମ୍ ଆଦମୀ ପାର୍ଟିକୁ ବଡ଼ ଝଟକା: ବିଜେପିରେ ମିଶିବେ ରାଘବ ଚଢାଙ୍କ ସମେତ ୭ ସାଂସଦ

Apr-24-2026 05:17 PM IST
odisha.newsroom.in

ରାଜ୍ୟରେ ଏବେ ଅସମ୍ଭାଳ ତାତି…ଏହି ତାରିଖରୁ ଛୁଟି ହେବ ସ୍କୁଲ…

Apr-24-2026 08:23 AM IST
odisha.newsroom.in

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ରେକର୍ଡ: ୯୨.୮୮% ମତଦାନ…କି ସଙ୍କେତ ଦେଉଛି ?

Apr-24-2026 08:06 AM IST
Horoscope 2026 April 24: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 24: ଜାଣନ୍ତୁ ଆଜିର ରାଶିଫଳ…

Apr-24-2026 07:43 AM IST
odisha.newsroom.in

ପଶ୍ଚିମବଙ୍ଗ ନିର୍ବାଚନରେ ଭୟଙ୍କର ହିଂସା…ଗାଡ଼ି ଭଙ୍ଗାରୁଜା, ବୋମାମାଡ଼ …TMC – BJP ମୁହାଁମୁହିଁ

Apr-23-2026 05:20 PM IST
  • About
  • Careers
  • Contact Us
Saturday, April 25, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ କଥା

Horoscope 2026 April 25: ଜାଣନ୍ତୁ ଆଜିର ରାଶିଫଳ…

by M M
Apr-25-2026 09:57 AM IST
in ଆପଣଙ୍କ କଥା
0
Horoscope 2026 April 25: ଜାଣନ୍ତୁ ଆଜିର ରାଶିଫଳ…
491
SHARES
1.4k
VIEWS
Share on FacebookShare on Twitter

୨୫ ଏପ୍ରିଲ ୨୦୨୬, ‌ଶନିବାର। ତିଥି: ବୈଶାଖ ଶୁକ୍ଳ ନବମୀ। ନକ୍ଷତ୍ର: ଅଶ୍ଳେଷା। ଚନ୍ଦ୍ର: କର୍କଟ। ସୀତାନବମୀ। ସୂର୍ଯ୍ୟୋଦୟ: ୫ଟା୨୫, ସୂର୍ଯ୍ୟାସ୍ତ: ୬ଟା୪। ଘାତଚନ୍ଦ୍ର: ନାହିଁ। ଘାତବାର: ବୃଷ, ସିଂହ ଓ କନ୍ୟା। ଶୁଭବେଳା: ଦିବା ୧୦ଟା୯ରୁ ୧ଟା, ରାତ୍ରି ୮ଟା୨୦ରୁ ୧୦ଟା୩୬, ରାତ୍ରି ୧୨ଟା୭ରୁ ୧ଟା୩୭, ରାତ୍ରି ୨ଟା୨୩ରୁ ୩ଟା୫୪ ପର୍ଯ୍ୟନ୍ତ

ମେଷ: ଆପଣଙ୍କ ସମ୍ମୁଖକୁ ଭଲ ଅବସର ଆସିବ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ହେବ। କୌଣସି ପ୍ରୋଜେକ୍ଟ ଲାଗି ନୂଆ ଯୋଜନା କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। 

ବୃଷ: କୌଣସି ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ରହିବେ। ଜୀବନସାଥୀ ସହ ସମ୍ବନ୍ଧ ଭଲ ରହିବ। ନିଜ ମାନ ମର‌୍ୟ୍ୟାଦାର ଧ୍ୟାନ ରଖନ୍ତୁ। କାରବାରରେ ସ୍ଥିରତା ବଜାୟ ରହିବ। ‌‌

ମିଥୁନ: ଧୈର୍ଯ୍ୟଧରି କାମ କରିବେ। ଅଚାନକ ଧନଲାଭ ହୋଇପାରେ। କୌଣସି ଭଲ ଖବର ଶୁଣିବେ। ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ଛାତ୍ର ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରି ପଢ଼ନ୍ତୁ। 

କର୍କଟ: ଜୀବନକୁ ସୁନ୍ଦର କରିବା ଲାଗି କିଛି ନୂଆ ଓ ରଚନାତ୍ମକ କରିବେ। ସକାରାତ୍ମକ ଭାବନା ଆପଣଙ୍କୁ ସଫଳତା ଆଣିଦେବାର ସହାୟକ ହେବ।  ଜୀବନସାଥୀ ସହ ସମ୍ବନ୍ଧରେ ମଧୁରତା ବଢ଼ିବ। ‌

ସିଂହ: ଆପଣଙ୍କର ସବୁ କଷ୍ଟ ନିବାରଣ ହେବ। ବ୍ୟାଙ୍କରେ ଋଣ ସମ୍ବନ୍ଧୀୟ କୌଣସି କାମ ସଂପୂର୍ଣ୍ଣ ହୋଇଯିବ। ବିବାହିତ ନିଜର ସାଥୀ ସହ ଭଲ ସମୟ ଅତିବାହିତ କରିବେ। ‌ 

କନ୍ୟା: ଘରେ କୌଣସି ମାମଲାକୁ ନେଇ ବିବାଦ ହୋଇପାରେ। ସମାଜରେ ମାନ ସମ୍ମାନ ବଜାୟ ରଖିବା ଲାଗି ଆପଣଙ୍କୁ ଚେଷ୍ଟା କରିବାକୁ ହେବ। ଲେଖକ ଓ ସାହିତ୍ୟିକଙ୍କ ଲାଗି ଭଲ ଦିନଟିଏ। ‌ 

ତୁଳା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ସମାଜରେ ପ୍ରସିଦ୍ଧି ବଢ଼ିବ। ବ୍ୟବସାୟୀ ଅନ୍ୟମାନଙ୍କୁ ନିଜ ମତରେ ସହମତ କରାଇନେବେ। ପାରିବାରିକ ଜୀବନ ସୁଖକର ହେବ।‌

ବିଛା: ଜୀବନରେ କୌଣସି ନୂଆ ଖୁସିର ସଂକେତ ମିଳିପାରେ। ଅଧ୍ୟାପକଙ୍କ ଲାଗି ଦିନଟି ଭଲ। ଜୀବନସାଥୀ ସହ ନାଟକ ଦେଖିବାର ଯୋଜନା କରିବେ। 

ଧନୁ: ଅଫିସରେ କୌଣସି କାମରେ ବାଧା ଆସିପାରେ। ଭାଗୀଦାରରେ କରୁଥିବା କାମର ଆପଣଙ୍କୁ ଲାଭ ମିଳିବ। ଆପଣଙ୍କର କୌଣସି ବିଶେଷତା ଲୋକମାନଙ୍କ ସମ୍ମୁଖକୁ ଆସିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। 

ମକର: ଆପଣଙ୍କୁ ଚେଷ୍ଟାରେ ସକାରାତ୍ମକ ଫଳ ମିଳିବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ସହ ସମୟ ଅତିବାହିତ କରିବେ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ। ‌ 

କୁମ୍ଭ: ଆପଣଙ୍କର ବିଶେଷ କାମ ପ୍ରଥମେ ସଂପୁର୍ଣ୍ଣ କରିବାକୁ ଚେଷ୍ଟା କରିବେ। ବିରୋଧୀ ଆପଣଙ୍କ ଠାରୁ ଦୂରତ୍ବ ବନାଇ ରହିବେ। ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରିବେ। 

ମୀନ: ଆପଣ କୌଣସି ଜରୁରୀ କାମରେ ସଫଳତା ପାଇପାରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଅନ୍ତରଙ୍ଗ ବନ୍ଧୁ ସହ ସିନେମା ଦେଖିବାର ଯୋଜନା କରିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

Tags: daily horoscopehoroscoperashiphala
Share196Tweet123
M M

M M

Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom