• Latest
  • Trending
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Nov-17-2025 09:04 AM IST
odisha.newsroom.in

ଯୁଦ୍ଧ ପ୍ରଭାବ…ବଢ଼ିଗଲା ପେଟ୍ରୋଲ ଦାମ, ଲିଟର ପିଛା ଏତିକି

Mar-20-2026 04:50 PM IST
odisha.newsroom.in

ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର, ଟ୍ରାଫିକ ଚାଲାଣରେ ବଡ଼ ରିହାତି

Mar-20-2026 04:21 PM IST
https://odisha.newsroom.in/

ହର୍ମୁଜ ପ୍ରଣାଳୀର ସୁରକ୍ଷା ପାଇଁ ଟ୍ରମ୍ପଙ୍କ ବଡ଼ ପ୍ରସ୍ତୁତି

Mar-20-2026 04:01 PM IST
ଆଗକୁ ସାଙ୍ଘାତିକ ହେବ ସ୍ଥିତି ! ଇରାନରେ ଛାଉଁଳି ହୋଇ ରହିଛନ୍ତି ଆମେରିକା ଗୁପ୍ତଚର

ଆଗକୁ ସାଙ୍ଘାତିକ ହେବ ସ୍ଥିତି ! ଇରାନରେ ଛାଉଁଳି ହୋଇ ରହିଛନ୍ତି ଆମେରିକା ଗୁପ୍ତଚର

Mar-20-2026 03:23 PM IST
odisha.newsroom.in

SCB ତାତି…୩ ଦିନ ହେଲା ଗୃହ ଅଚଳ

Mar-20-2026 03:22 PM IST
odisha.newsroom.in

ଆମେରିକାର ଟାଣୁଆ ଫାଇଟର ଜେଟକୁ ଖସାଇଦେଲା ଇରାନ

Mar-20-2026 01:06 PM IST
odisha.newsroom.in

ATM ଭେଳିକି, 10 ହଜାର ଉଠାଇବାକୁ ଯାଇ 3 ଲକ୍ଷ ପାଇଲେ

Mar-20-2026 12:23 PM IST
ଥମୁନି ମଧ୍ୟପ୍ରାଚ୍ୟ ଯୁଦ୍ଧ…ଋଣରେ ବୁଡ଼ିଲାଣି ଆମେରିକା

ଥମୁନି ମଧ୍ୟପ୍ରାଚ୍ୟ ଯୁଦ୍ଧ…ଋଣରେ ବୁଡ଼ିଲାଣି ଆମେରିକା

Mar-20-2026 11:32 AM IST
ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି ପଖାଳ

ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି ପଖାଳ

Mar-20-2026 10:49 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-20-2026 10:41 AM IST
  • About
  • Careers
  • Contact Us
Saturday, March 21, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ ଭାଗ୍ୟ

କ’ଣ ରହିଛି ଆଜିର ରାଶିଫଳ

by M M
Nov-17-2025 09:04 AM IST
in ଆପଣଙ୍କ ଭାଗ୍ୟ
0
କ’ଣ ରହିଛି ଆଜିର ରାଶିଫଳ
492
SHARES
1.4k
VIEWS
Share on FacebookShare on Twitter

ମେଷ: ରବି ଓ ସୋମବାର ସାହସ ବଢ଼ିବ, ସମ୍ମାନ ମିଳିବ ଓ ଟଙ୍କାପଇସା ଆସିବ। ମଙ୍ଗଳ ଓ ବୁଧବାର ପରିବାରରେ ପରିବେଶ ଆନନ୍ଦ ଉଲ୍ଲାସ ରହିବ। ଗୁରୁ, ଶୁକ୍ର ଓ ଶନିବାର ରାଜନୈତିକ ପ୍ରଭାବ ବୃଦ୍ଧି ହେବ। ‌

ବୃଷ: ରବି ଓ ସୋମବାର ପୁଞ୍ଜି ବଜାରରେ ନିବେଶ କରନ୍ତୁ, ଭଲ ହେବ। ମଙ୍ଗଳ ଓ ବୁଧବାର କ୍ୟାରିୟର୍‌ ଗଢ଼ିବା ଲାଗି ନୂଆ ସୁଯୋଗ ଅଛି। ଗୁରୁ, ଶୁକ୍ର ଓ ଶନିବାର ପରିବାରରେ ହସଖୁସି ପରିବେଶ ରହିବ।

ମିଥୁନ: ରବି ଓ ସୋମବାର ବ୍ୟବହାରରେ ବିନମ୍ରତା ରଖନ୍ତୁ, ବହୁତ କିଛି ହାସଲ କରିପାରିବେ। ମଙ୍ଗଳ ଓ ବୁଧବାର ଚାକିରିରେ ପଦୋନ୍ନତି ସମ୍ଭାବନା। ଗୁରୁ, ଶୁକ୍ର ଓ ଶନିବାର ରାଜନୀତି କ୍ଷେତ୍ରରେ ପ୍ରସିଦ୍ଧି ବଢ଼ିବ।

କର୍କଟ: ରବି ଓ ସୋମବାର ଚାକିରିରେ ଦରମା ବଢ଼ିବ। ମଙ୍ଗଳ ଓ ବୁଧବାର ଘରେ କୌଣସି ଧାର୍ମିକ ଆୟୋଜନ କରିପାରନ୍ତି। ଗୁରୁ, ଶୁକ୍ର ଓ ଶନିବାର ଅବିବାହିତାମାନେ ସୁନ୍ଦର କଳ୍ପନାରେ ବିଭୋର ରହିବେ।

ସିଂହ: ରବି ଓ ସୋମବାର ଆପଣଙ୍କ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ମଙ୍ଗଳ ଓ ବୁଧବାର ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଗୁରୁ, ଶୁକ୍ର ଓ ଶନିବାର ବିବାହ ତାରିଖ ଫାଇନାଲ୍‌ ହୋଇପାରେ।

କନ୍ୟା: ରବି ଓ ସୋମବାର ଲକ୍ଷ୍ୟପ୍ରାପ୍ତି ଦିଗରେ ଅଗ୍ରସର ହେବେ। ମଙ୍ଗଳ ଓ ବୁଧବାର ଜୀବନସାଥୀ ସହିତ ଭଲ ତାଳମେଳ ରହିବ। ଗୁରୁ, ଶୁକ୍ର ଓ ଶନିବାର ବେପାରରେ ଆଶାଠୁ ଅଧିକ ଲାଭ ପାଇବେ।

ତୁଳା: ରବି ଓ ସୋମବାର ଅଳଙ୍କାର ଡିଜାଇନିଙ୍ଗ୍‌ କରୁଥିବା ଲୋକ ସଫଳହେବେ। ମଙ୍ଗଳ ଓ ବୁଧବାର ଜମି କିଣିବାରେ ଅର୍ଥ ଲଗାନ୍ତୁ। ଗୁରୁ, ଶୁକ୍ର ଓ ଶନିବାର ଭାଗୀଦାରି କାରବାରରେ ଲାଭ ପାଇବେ।

ବିଛା: ରବି ଓ ସୋମବାର ବ୍ୟକ୍ତିତ୍ବ ସୂର୍ଯ୍ୟ ଭଳି ଚମକିବ। ମଙ୍ଗଳ ଓ ବୁଧବାର ବ୍ୟବସାୟରେ ନୂଆ ନୂଆ ପ୍ରୟୋଗ କରିବେ। ଗୁରୁ, ଶୁକ୍ର ଓ ଶନିବାର ସମାଜରେ ଆପଣଙ୍କର ଭଲ କାମ ପାଇଁ ଲୋକପ୍ରିୟତା ବଢ଼ିବ।

ଧନୁ: ରବି ଓ ସୋମବାର ବ୍ୟବସାୟରେ ଉନ୍ନତି ହେବ। ମଙ୍ଗଳ ଓ ବୁଧବାର ଚାକିରି ଖୋଜୁଥିବା ବ୍ୟକ୍ତି ଭଲ ଜାଗାରେ ଚାକିରିର ସୁଯୋଗ ପାଇବେ। ଗୁରୁ, ଶୁକ୍ର ଓ ଶନିବାର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମକର: ରବି ଓ ସୋମବାର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ମଙ୍ଗଳ ଓ ବୁଧବାର ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ରହିବେ। ଗୁରୁ, ଶୁକ୍ର ଓ ଶନିବାର ଛାତ୍ରଛାତ୍ରୀ ନିଜ ଦାୟିତ୍ବ ଭଲଭାବେ ବୁଝିବେ।

କୁମ୍ଭ: ରବି ଓ ସୋମବାର ବ୍ୟବସାୟରେ ପ୍ରଗତି ପାଇଁ ଯୋଜନା କରିବେ। ମଙ୍ଗଳ ଓ ବୁଧବାର କ୍ୟାରିୟର୍‌ ଗଢ଼ିବା ପାଇଁ ସୁଯୋଗ ପାଇବେ। ଗୁରୁ, ଶୁକ୍ର ଓ ଶନିବାର ମହିଳାମାନେ ଘର କାମ ସୁଚାରୁରୂପେ କରିବେ।

ମୀନ: ରବି ଓ ସୋମବାର ପ୍ରେମ ଓ ପ୍ରଣୟ ଦୃଷ୍ଟିରୁ ଭଲ। ମଙ୍ଗଳ ଓ ବୁଧବାର କିଛି ନୂଆ କରିବା ପାଇଁ ମନରେ ଆଗ୍ରହ ସୃଷ୍ଟିହେବ। ଗୁରୁ, ଶୁକ୍ର ଓ ଶନିବାର କ୍ରିକେଟ୍‌ ଖେଳାଳି ନୂଆ କୀର୍ତ୍ତିମାନ୍‌ ସ୍ଥାପନ କରିବେ।

Tags: horoscope
Share197Tweet123
M M

M M

ଆଜିର ପାଗ

Bhubaneswar
March 21, 2026, 5:06 AM
 

NW
Moderate rain showers
23°C
2.6 m/s
Apparent: 28°C
Pressure: 1010 mb
Humidity: 85%
Winds: 2.6 m/s NW
Windgusts: 8.2 m/s
UV-Index: 0
Precip.: 7.6mm /25% / Rain
Sunrise: 5:49 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
odisha.newsroom.in

ଯୁଦ୍ଧ ପ୍ରଭାବ…ବଢ଼ିଗଲା ପେଟ୍ରୋଲ ଦାମ, ଲିଟର ପିଛା ଏତିକି

March 20, 2026
odisha.newsroom.in

ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର, ଟ୍ରାଫିକ ଚାଲାଣରେ ବଡ଼ ରିହାତି

March 20, 2026
https://odisha.newsroom.in/

ହର୍ମୁଜ ପ୍ରଣାଳୀର ସୁରକ୍ଷା ପାଇଁ ଟ୍ରମ୍ପଙ୍କ ବଡ଼ ପ୍ରସ୍ତୁତି

March 20, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom