• Latest
  • Trending
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

Dec-12-2025 07:14 AM IST

ବଜେଟ ପରେ ସୁନା ବଢ଼ିଲା ନା କମିଲା ?

Feb-01-2026 06:18 PM IST
ବଜେଟ୍ ୨୦୨୬ , ବଡ଼ ଆଶା

ବଜେଟ୍ ୨୦୨୬ , ବଡ଼ ଆଶା

Feb-01-2026 11:20 AM IST
ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

Jan-31-2026 11:30 PM IST
T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

Jan-31-2026 11:27 PM IST
ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

Jan-31-2026 11:25 PM IST
ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

Jan-31-2026 11:22 PM IST
ନବୀନଙ୍କ ଉତ୍ତରାଧିକାରୀ କିଏ ? କାହିଁକି କଳିକେଶଙ୍କ କଥା ଉଠାଇଲେ ଦିବ୍ୟଶଙ୍କର ?

ନବୀନଙ୍କ ଉତ୍ତରାଧିକାରୀ କିଏ ? କାହିଁକି କଳିକେଶଙ୍କ କଥା ଉଠାଇଲେ ଦିବ୍ୟଶଙ୍କର ?

Jan-31-2026 11:19 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-31-2026 04:37 AM IST
ଗୁଟକା ବ୍ୟାନ: ପକେଇଲା ଛେପ ଢୋକୁଚେ କାହିଁକି ? କଣ କହିଲେ ମନୋରଞ୍ଜନ

ଗୁଟକା ବ୍ୟାନ: ପକେଇଲା ଛେପ ଢୋକୁଚେ କାହିଁକି ? କଣ କହିଲେ ମନୋରଞ୍ଜନ

Jan-31-2026 04:50 AM IST
ଯୋଗୀ ବନାମ ଶଙ୍କରାଚାର୍ଯ୍ୟ: ଗୋ’ମାଂସ ରପ୍ତାନିରେ ଉତ୍ତରପ୍ରଦେଶ ଆଗରେ

ଯୋଗୀ ବନାମ ଶଙ୍କରାଚାର୍ଯ୍ୟ: ଗୋ’ମାଂସ ରପ୍ତାନିରେ ଉତ୍ତରପ୍ରଦେଶ ଆଗରେ

Jan-31-2026 05:02 AM IST
  • About
  • Careers
  • Contact Us
Sunday, February 1, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ ଭାଗ୍ୟ

କଣ କହୁଛି ଆଜିର ରାଶିଫଳ

by M M
Dec-12-2025 07:14 AM IST
in ଆପଣଙ୍କ ଭାଗ୍ୟ
0
କଣ କହୁଛି ଆଜିର ରାଶିଫଳ
901
SHARES
2.6k
VIEWS
Share on FacebookShare on Twitter

ମେଷ      ବ୍ୟବସାୟରେ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିପାରେ ।    ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ । ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ ।    ଶିକ୍ଷାର୍ଥୀଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିବ ।

ବୃଷ        ଲକ୍ଷ୍ୟ ପୂରା କରିବାକୁ ନୂଆ ଯୋଜନା କରିବେ । ବ୍ୟବସାୟରେ ଯଥେଷ୍ଟ ଲାଭ ମିଳିବ । କତୃପକ୍ଷ ଅଫିସ କାମରେ ଦୂରସ୍ଥାନକୁ ପଠାଇ ପାରନ୍ତି ।  ଦାମ୍ପତ୍ୟ ଜୀବନ ପ୍ରେମପୂର୍ଣ୍ଣ ରହିବ । ସଫଳତା ପାଇଁ ଯୋଜନା ଜରୁରୀ ।

ମିଥୁନ      ଅଫିସରେ ମତ ରଖିବାକୁ ସୁଯୋଗ ମିଳିବ । କୌଣସି ବିଶେଷ କାମରେ ଲାଭ ମିଳିବା ଯୋଗ ଅଛି ।          ପଇସାକୁ ନେଇ ଚିନ୍ତା ଦୂର ହୋଇପାରେ । ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ ।          ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

କର୍କଟ   ଚାକିରିରେ ଉନ୍ନତିର ଯୋଗ ଅଛି । ବାପାଙ୍କ ସହଯୋଗରେ ନୂଆ କାମ ଆରମ୍ଭ କରିବେ ।     ପରିବାର ଲୋକଙ୍କ ଉତ୍ସାହ ବଜାୟ ରହିବ ।         ଛାତ୍ରଛାତ୍ରୀଙ୍କୁ ଲେଖାପଢ଼ାରେ ସଫଳତା ମିଳିବ ।

ସିଂହ       କାରବାରରେ ଲାଭ ମିଳିବ । ଅଧିକାରୀଙ୍କ ସହ କଥାବାର୍ତ୍ତା ହେବ ।       ଘର ସାମଗ୍ରୀ କିଣିବାରେ ଅଧିକ ଖର୍ଚ୍ଚ ହେବ । ନିଜ ଖୁସି ଉପରେ କାହାରି ନଜର ଲାଗିପାରେ ।       ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଉଚିତ୍ ।

କନ୍ୟା     ଜୀବନରେ ଆଗକୁ ବଢ଼ିବାକୁ ନୂଆ ରାସ୍ତା ଖୋଲିବ । ରାଜନୀତିରେ ଆର୍ଥିକ ଲାଭ ହେବ ।        ବୈବାହିକ ଜୀବନ ଖୁସି ଭରା ରହିବ ।         ସ୍କୁଲ ଜୀବନର ସାଙ୍ଗ ସହିତ ଦେଖା ହେବ ।

ତୁଳା       ମନ ରଚନାତ୍ମକ (Creative) କାମରେ ଲାଗି ରହିବ । କାରବାରରେ ପୁଞ୍ଜି ଲଗାଇବା ପାଇଁ ଭାବିପାରନ୍ତି ।  ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ ।         ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ସଂପୂର୍ଣ୍ଣ ଫଳ ମିଳିବ ।

ବିଛା       ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ । କୌଣସି ନୂଆ ସୁଯୋଗ ମିଳିପାରେ ।     ପାରିବାରିକ ଜୀବନ ଶାନ୍ତିମୟ ହେବ ।           ଲୋକେ ଆପଣଙ୍କ କଥା ଶୁଣିବାକୁ ଉତ୍ସୁକ ରହିବେ । ବାଲ୍ୟବନ୍ଧୁ ସହ ଦେଖା ହେବ ।

ଧନୁ        ମହତ୍ବପୂର୍ଣ୍ଣ ଲୋକଙ୍କ ସହ ଯୋଗାଯୋଗ ହେବ । ନୂଆ ଦାୟିତ୍ୱ ନେବାରେ ସଙ୍କୋଚ କରିପାରନ୍ତି ।            ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ ।     ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ।

ମକର     କାର୍ଯ୍ୟସୂଚୀ ପରିବର୍ତ୍ତନ କରିପାରନ୍ତି । କୌଣସି ବିଷୟରେ ଭାବୁକ ହେବେ ।       ଆର୍ଥିକ ସ୍ଥିତିରେ ପ୍ରଗତି ହେବ । ବିବାହିତ ଲୋକଙ୍କ ଲାଗି ଦିନଟି ଅବିସ୍ମରଣୀୟ ରହିବ ।         ଭାବୁକତା ଉପରେ ନିୟନ୍ତ୍ରଣ ଆବଶ୍ୟକ ।

କୁମ୍ଭ     ଅଫିସରେ କୌଣସି କାମ ପାଇଁ ସମ୍ମାନିତ କରାଯିବ । ସାମାଜିକ କାର୍ଯ୍ୟ କରିବା ଲାଗି ଇଚ୍ଛା ହେବ ।      ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ ବଢ଼ିବ ।            ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ନ୍ତୁ ।

ମୀନ       ବ୍ୟବସାୟ କାମରେ ସହଯୋଗୀର ସାହାଯ୍ୟ ପାଇବେ ।          ସ୍ୱାସ୍ଥ୍ୟ ଠିକ୍ ଓ ସତେଜ ରହିବ ।         କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ । କଳା କ୍ଷେତ୍ରରେ ଥିବା ଲୋକ ନୂଆ କିଛି କରିବାକୁ ଭାବିବେ ।

Tags: horoscope
Share360Tweet225
M M

M M

ଆଜିର ପାଗ

Bhubaneswar
February 1, 2026, 6:19 PM
 

SE
Overcast
26°C
1 m/s
Apparent: 26°C
Pressure: 1017 mb
Humidity: 59%
Winds: 1 m/s SE
Windgusts: 5.3 m/s
UV-Index: 0
Precip.: 0mm /0% / Rain
Sunrise: 6:22 AM
Sunset: 5:37 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ବଜେଟ ପରେ ସୁନା ବଢ଼ିଲା ନା କମିଲା ?

February 1, 2026
ବଜେଟ୍ ୨୦୨୬ , ବଡ଼ ଆଶା

ବଜେଟ୍ ୨୦୨୬ , ବଡ଼ ଆଶା

February 1, 2026
ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

January 31, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom