• Latest
  • Trending
କଣ ରହିଛି ଆଜିର ରାଶିଫଳ ?

କଣ ରହିଛି ଆଜିର ରାଶିଫଳ ?

Dec-20-2025 06:48 AM IST
odisha.newsroom.in

ଯୁଦ୍ଧ ପ୍ରଭାବ…ବଢ଼ିଗଲା ପେଟ୍ରୋଲ ଦାମ, ଲିଟର ପିଛା ଏତିକି

Mar-20-2026 04:50 PM IST
odisha.newsroom.in

ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର, ଟ୍ରାଫିକ ଚାଲାଣରେ ବଡ଼ ରିହାତି

Mar-20-2026 04:21 PM IST
https://odisha.newsroom.in/

ହର୍ମୁଜ ପ୍ରଣାଳୀର ସୁରକ୍ଷା ପାଇଁ ଟ୍ରମ୍ପଙ୍କ ବଡ଼ ପ୍ରସ୍ତୁତି

Mar-20-2026 04:01 PM IST
ଆଗକୁ ସାଙ୍ଘାତିକ ହେବ ସ୍ଥିତି ! ଇରାନରେ ଛାଉଁଳି ହୋଇ ରହିଛନ୍ତି ଆମେରିକା ଗୁପ୍ତଚର

ଆଗକୁ ସାଙ୍ଘାତିକ ହେବ ସ୍ଥିତି ! ଇରାନରେ ଛାଉଁଳି ହୋଇ ରହିଛନ୍ତି ଆମେରିକା ଗୁପ୍ତଚର

Mar-20-2026 03:23 PM IST
odisha.newsroom.in

SCB ତାତି…୩ ଦିନ ହେଲା ଗୃହ ଅଚଳ

Mar-20-2026 03:22 PM IST
odisha.newsroom.in

ଆମେରିକାର ଟାଣୁଆ ଫାଇଟର ଜେଟକୁ ଖସାଇଦେଲା ଇରାନ

Mar-20-2026 01:06 PM IST
odisha.newsroom.in

ATM ଭେଳିକି, 10 ହଜାର ଉଠାଇବାକୁ ଯାଇ 3 ଲକ୍ଷ ପାଇଲେ

Mar-20-2026 12:23 PM IST
ଥମୁନି ମଧ୍ୟପ୍ରାଚ୍ୟ ଯୁଦ୍ଧ…ଋଣରେ ବୁଡ଼ିଲାଣି ଆମେରିକା

ଥମୁନି ମଧ୍ୟପ୍ରାଚ୍ୟ ଯୁଦ୍ଧ…ଋଣରେ ବୁଡ଼ିଲାଣି ଆମେରିକା

Mar-20-2026 11:32 AM IST
ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି ପଖାଳ

ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି ପଖାଳ

Mar-20-2026 10:49 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-20-2026 10:41 AM IST
  • About
  • Careers
  • Contact Us
Saturday, March 21, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ ଭାଗ୍ୟ

କଣ ରହିଛି ଆଜିର ରାଶିଫଳ ?

by M M
Dec-20-2025 06:48 AM IST
in ଆପଣଙ୍କ ଭାଗ୍ୟ
0
କଣ ରହିଛି ଆଜିର ରାଶିଫଳ ?
543
SHARES
1.6k
VIEWS
Share on FacebookShare on Twitter
  • ମେଷ: ଆର୍ଥିକ ଦିଗରୁ ଦିନଟି ଶୁଭ। କର୍ମକ୍ଷେତ୍ରରେ ପରିଶ୍ରମର ଫଳ ମିଳିବ। କିନ୍ତୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।

  • ବୃଷ: ପାରିବାରିକ ସୁଖଶାନ୍ତି ବଜାୟ ରହିବ। ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ବ୍ୟବସାୟରେ ଲାଭବାନ ହେବେ।

  • ମିଥୁନ: ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି। ଅଜଥା ବିତର୍କରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ଅଛି।

  • କର୍କଟ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟିକ ଭ୍ରମଣ ଲାଭଦାୟକ ହେବ। ନୂଆ ଯୋଜନାରେ ସଫଳତା ପାଇବେ।

  • ସିଂହ: ଶତ୍ରୁମାନେ ପରାଜିତ ହେବେ। ଶାରୀରିକ ସୁସ୍ଥତା ଫେରିପାଇବେ। ବ୍ୟବସାୟରେ ପ୍ରଗତିର ଯୋଗ ରହିଛି।

  • କନ୍ୟା: ସନ୍ତାନଙ୍କ ପାଇଁ ଚିନ୍ତିତ ରହିପାରନ୍ତି। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ମଧ୍ୟମ ଫଳଦାୟୀ। କୌଣସି ନୂଆ କାର୍ଯ୍ୟରେ ହାତ ଦେବା ପୂର୍ବରୁ ବିଚାର କରନ୍ତୁ।

  • ତୁଳା: ମାନସିକ ଅବସାଦ ଦେଖାଦେଇପାରେ। ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଯାନବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ।

  • ବିଛା: ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଭାଇବନ୍ଧୁଙ୍କ ସହଯୋଗ ମିଳିବ। ଆପଣଙ୍କର ଦକ୍ଷତା ପ୍ରତିପାଦିତ ହେବ।

  • ଧନୁ: ବାଣୀ ଉପରେ ସଂଯମ ରଖନ୍ତୁ। ଧନ ପ୍ରାପ୍ତିର ଯୋଗ ରହିଛି। ଆତ୍ମୀୟ ସ୍ୱଜନଙ୍କ ସହ ମନାନ୍ତର ହୋଇପାରେ।

  • ମକର: ମାନ-ସମ୍ମାନ ବୃଦ୍ଧି ପାଇବ। ନୂତନ ବସ୍ତ୍ର କିମ୍ବା ଆଭୂଷଣ ପ୍ରାପ୍ତିର ଯୋଗ ଅଛି। ମନ ପ୍ରସନ୍ନ ରହିବ।

  • କୁମ୍ଭ: ଦୂର ଯାତ୍ରାରୁ ନିବୃତ୍ତ ରୁହନ୍ତୁ। ଅନାବଶ୍ୟକ ଖର୍ଚ୍ଚ ଚିନ୍ତାର କାରଣ ହୋଇପାରେ। ଆଇନଗତ ସମସ୍ୟାର ସମାଧାନ ହେବ।

  • ମୀନ: ଆୟର ନୂଆ ଉତ୍ସ ସୃଷ୍ଟି ହେବ। ବନ୍ଧୁମିଳନରୁ ଆନନ୍ଦ ପାଇବେ। ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟର ସହଯୋଗ ମିଳିବ।

Tags: horoscope
Share217Tweet136
M M

M M

ଆଜିର ପାଗ

Bhubaneswar
March 21, 2026, 8:44 AM
 

N
Partly cloudy
24°C
2 m/s
Apparent: 28°C
Pressure: 1010 mb
Humidity: 85%
Winds: 2 m/s N
Windgusts: 8.2 m/s
UV-Index: 0
Precip.: 7.6mm /25% / Rain
Sunrise: 5:49 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
odisha.newsroom.in

ଯୁଦ୍ଧ ପ୍ରଭାବ…ବଢ଼ିଗଲା ପେଟ୍ରୋଲ ଦାମ, ଲିଟର ପିଛା ଏତିକି

March 20, 2026
odisha.newsroom.in

ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର, ଟ୍ରାଫିକ ଚାଲାଣରେ ବଡ଼ ରିହାତି

March 20, 2026
https://odisha.newsroom.in/

ହର୍ମୁଜ ପ୍ରଣାଳୀର ସୁରକ୍ଷା ପାଇଁ ଟ୍ରମ୍ପଙ୍କ ବଡ଼ ପ୍ରସ୍ତୁତି

March 20, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom