• Latest
  • Trending
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Dec-13-2025 06:34 AM IST
odisha.newsroom.in

ଯୁଦ୍ଧ ପ୍ରଭାବ…ବଢ଼ିଗଲା ପେଟ୍ରୋଲ ଦାମ, ଲିଟର ପିଛା ଏତିକି

Mar-20-2026 04:50 PM IST
odisha.newsroom.in

ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର, ଟ୍ରାଫିକ ଚାଲାଣରେ ବଡ଼ ରିହାତି

Mar-20-2026 04:21 PM IST
https://odisha.newsroom.in/

ହର୍ମୁଜ ପ୍ରଣାଳୀର ସୁରକ୍ଷା ପାଇଁ ଟ୍ରମ୍ପଙ୍କ ବଡ଼ ପ୍ରସ୍ତୁତି

Mar-20-2026 04:01 PM IST
ଆଗକୁ ସାଙ୍ଘାତିକ ହେବ ସ୍ଥିତି ! ଇରାନରେ ଛାଉଁଳି ହୋଇ ରହିଛନ୍ତି ଆମେରିକା ଗୁପ୍ତଚର

ଆଗକୁ ସାଙ୍ଘାତିକ ହେବ ସ୍ଥିତି ! ଇରାନରେ ଛାଉଁଳି ହୋଇ ରହିଛନ୍ତି ଆମେରିକା ଗୁପ୍ତଚର

Mar-20-2026 03:23 PM IST
odisha.newsroom.in

SCB ତାତି…୩ ଦିନ ହେଲା ଗୃହ ଅଚଳ

Mar-20-2026 03:22 PM IST
odisha.newsroom.in

ଆମେରିକାର ଟାଣୁଆ ଫାଇଟର ଜେଟକୁ ଖସାଇଦେଲା ଇରାନ

Mar-20-2026 01:06 PM IST
odisha.newsroom.in

ATM ଭେଳିକି, 10 ହଜାର ଉଠାଇବାକୁ ଯାଇ 3 ଲକ୍ଷ ପାଇଲେ

Mar-20-2026 12:23 PM IST
ଥମୁନି ମଧ୍ୟପ୍ରାଚ୍ୟ ଯୁଦ୍ଧ…ଋଣରେ ବୁଡ଼ିଲାଣି ଆମେରିକା

ଥମୁନି ମଧ୍ୟପ୍ରାଚ୍ୟ ଯୁଦ୍ଧ…ଋଣରେ ବୁଡ଼ିଲାଣି ଆମେରିକା

Mar-20-2026 11:32 AM IST
ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି ପଖାଳ

ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି ପଖାଳ

Mar-20-2026 10:49 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-20-2026 10:41 AM IST
  • About
  • Careers
  • Contact Us
Saturday, March 21, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ ଭାଗ୍ୟ

କ’ଣ କହୁଛି ଆଜିର ରାଶିଫଳ

by M M
Dec-13-2025 06:34 AM IST
in ଆପଣଙ୍କ ଭାଗ୍ୟ
0
କ’ଣ କହୁଛି ଆଜିର ରାଶିଫଳ
549
SHARES
1.6k
VIEWS
Share on FacebookShare on Twitter

ମେଷ (Aries)

ବ୍ୟବସାୟରେ କୌଣସି ବଡ଼ ନିଷ୍ପତ୍ତି ନେବାକୁ ପଡ଼ିପାରେ। ପାରିବାରିକ ବିବାଦରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶିକ୍ଷାର୍ଥୀଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିବାର ସମ୍ଭାବନା ରହିଛି।

ବୃଷ (Taurus)

ଲକ୍ଷ୍ୟ ପୂରଣ କରିବା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ। ବ୍ୟବସାୟରେ ଆଶାଜନକ ଲାଭ ପାଇବେ। ଅଫିସ୍ କାମରେ କର୍ତ୍ତୃପକ୍ଷ ଆପଣଙ୍କୁ ଦୂରସ୍ଥାନକୁ ପଠାଇ ପାରନ୍ତି। ଦାମ୍ପତ୍ୟ ଜୀବନ ପ୍ରେମ ଓ ସ୍ନେହରେ ବିତିବ।

ମିଥୁନ (Gemini)

ଅଫିସରେ ଆପଣଙ୍କ ମତ ରଖିବାରେ ସୁଯୋଗ ପାଇବେ, ଯାହା ଗୁରୁତ୍ୱପୂର୍ଣ୍ଣ ରହିବ। ଆର୍ଥିକ ଚିନ୍ତା ଦୂର ହୋଇପାରେ। କୌଣସି ବିଶେଷ କାର୍ଯ୍ୟରେ ଲାଭ ମିଳିବାର ଯୋଗ ଅଛି। ପରିବାରରେ ସୁଖ ଶାନ୍ତି ବଢ଼ିବ।

କର୍କଟ (Cancer)

ପରିବାର ଲୋକଙ୍କ ଉତ୍ସାହ ବଜାୟ ରହିବ, ଯାହା ଆପଣଙ୍କୁ ପ୍ରେରଣା ଦେବ। ବାପାଙ୍କ ସହଯୋଗରେ ନୂଆ କାମ ଆରମ୍ଭ କରିବେ। ଚାକିରି କ୍ଷେତ୍ରରେ ଉନ୍ନତିର ଯୋଗ ଅଛି। ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରେ ସଫଳତା ମିଳିବ।

ସିଂହ (Leo)

କାରବାରରେ ଲାଭ ମିଳିବ। କୌଣସି ବିଶେଷ ପ୍ରସଙ୍ଗରେ ଅଧିକାରୀଙ୍କ ସହ କଥାବାର୍ତ୍ତା କରିପାରନ୍ତି। ଆପଣଙ୍କ ଖୁସି ଉପରେ କାହାରି ନଜର ଲାଗିପାରେ, ତେଣୁ ସାବଧାନ ରୁହନ୍ତୁ। ଘର ସାମଗ୍ରୀ କିଣିବାରେ ଅଧିକ ଖର୍ଚ୍ଚ କରିବେ।

କନ୍ୟା (Virgo)

ଜୀବନରେ ଆଗକୁ ବଢ଼ିବା ପାଇଁ ନୂଆ ରାସ୍ତା ଖୋଲିବ। ସ୍କୁଲ ସମୟର ପୁରୁଣା ସାଙ୍ଗ ସହିତ ଦେଖା ହୋଇପାରେ। ରାଜନୀତିରେ ଥିଲେ ଆର୍ଥିକ ଲାଭ ହେବ। ବୈବାହିକ ଜୀବନ ଖୁସି ଭରା ରହିବ।

ତୁଳା (Libra)

ଆପଣଙ୍କ ମନ ସୃଜନାତ୍ମକ (Creative) କାମରେ ଲାଗି ରହିବ। ବ୍ୟବସାୟରେ ନୂଆ ପୁଞ୍ଜି ବିନିଯୋଗ କରିବା ପାଇଁ ଭାବିପାରନ୍ତି। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ସଂପୂର୍ଣ୍ଣ ଫଳ ମିଳିବ।

ବିଛା (Scorpio)

ଲୋକେ ଆପଣଙ୍କ କଥା ଶୁଣିବାକୁ ଉତ୍ସୁକ ରହିବେ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ବାଲ୍ୟବନ୍ଧୁଙ୍କ ସହ ଦେଖା ହୋଇପାରେ। କୌଣସି ନୂଆ ସୁଯୋଗ ମିଳିପାରେ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ଧନୁ (Sagittarius)

ମହତ୍ତ୍ୱପୂର୍ଣ୍ଣ ଲୋକଙ୍କ ସହ ଯୋଗାଯୋଗ ହେବ। ନୂଆ ଦାୟିତ୍ୱ ନେବାରେ ସାମାନ୍ୟ ସଙ୍କୋଚ କରିପାରନ୍ତି। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଇଚ୍ଛୁକ ହେବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ ରହିବ।

ମକର (Capricorn)

ଆପଣ ଆଜି ନିଜର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିପାରନ୍ତି। କୌଣସି ବିଷୟରେ ଅଧିକ ଭାବୁକ ହେବେ, ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ବିବାହିତ ଲୋକଙ୍କ ଲାଗି ଦିନଟି ଅବିସ୍ମରଣୀୟ ରହିବ।

କୁମ୍ଭ (Aquarius)

ଆପଣ ନିଜର ଆତ୍ମବିଶ୍ୱାସର ଆନନ୍ଦ ନିଅନ୍ତୁ। ସାମାଜିକ କାର୍ଯ୍ୟ କରିବା ପାଇଁ ଇଚ୍ଛା ହେବ। ଅଫିସରେ କୌଣସି କାମ ପାଇଁ ଆପଣଙ୍କୁ ସମ୍ମାନିତ କରାଯାଇପାରେ। ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ ବଢ଼ିବ।

ମୀନ (Pisces)

ବ୍ୟବସାୟ କାମରେ ସହଯୋଗୀର ସାହାଯ୍ୟ ପାଇବେ। କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ସ୍ୱାସ୍ଥ୍ୟ ଠିକ୍ ଓ ସତେଜ ରହିବ। କଳା କ୍ଷେତ୍ରରେ ଥିବା ଲୋକ କିଛି ନୂଆ କରିବାକୁ ଯୋଜନା କରିବେ।

Tags: horoscope
Share220Tweet137
M M

M M

ଆଜିର ପାଗ

Bhubaneswar
March 21, 2026, 6:45 AM
 

N
Moderate rain showers
22°C
1.6 m/s
Apparent: 28°C
Pressure: 1010 mb
Humidity: 85%
Winds: 1.6 m/s N
Windgusts: 8.2 m/s
UV-Index: 0
Precip.: 7.6mm /25% / Rain
Sunrise: 5:49 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
odisha.newsroom.in

ଯୁଦ୍ଧ ପ୍ରଭାବ…ବଢ଼ିଗଲା ପେଟ୍ରୋଲ ଦାମ, ଲିଟର ପିଛା ଏତିକି

March 20, 2026
odisha.newsroom.in

ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର, ଟ୍ରାଫିକ ଚାଲାଣରେ ବଡ଼ ରିହାତି

March 20, 2026
https://odisha.newsroom.in/

ହର୍ମୁଜ ପ୍ରଣାଳୀର ସୁରକ୍ଷା ପାଇଁ ଟ୍ରମ୍ପଙ୍କ ବଡ଼ ପ୍ରସ୍ତୁତି

March 20, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom