ଓଡ଼ିଶାରୁ ଖାଲି ହେଉଥିବା ରାଜ୍ୟସଭା ଆସନ ପାଇଁ ଏବେ ରାଜନୈତିକ ଅଙ୍କକଷା ଜୋରଦାର ହୋଇଛି। ବିଧାନସଭାରେ ସଂଖ୍ୟା ଗଣିତ ଏବଂ ଦଳୀୟ ରଣନୀତିକୁ ନେଇ କଣ କହୁଛନ୍ତି ରବି ଦାସ https://www.youtube.com/watch?v=zVLolX4Wy7U