ରାଜ୍ୟସଭା ନିର୍ବାଚନକାହା ପଲ୍ଲା କେତେ ଭାରି ? କହିଲେ ରବି ଦାସ

by newsroom JAN-23-2026 7:01 PM IST in ବଡ଼ ଖବର

ଓଡ଼ିଶାରୁ ଖାଲି ହେଉଥିବା ରାଜ୍ୟସଭା ଆସନ ପାଇଁ ଏବେ ରାଜନୈତିକ ଅଙ୍କକଷା ଜୋରଦାର ହୋଇଛି। ବିଧାନସଭାରେ ସଂଖ୍ୟା ଗଣିତ ଏବଂ ଦଳୀୟ ରଣନୀତିକୁ ନେଇ କଣ କହୁଛନ୍ତି ରବି ଦାସ