• Latest
  • Trending

ପ୍ୟାରିସ ଅଲିମ୍ପିକ୍ସ ହକି ସେମିରେ ଭାରତ

Aug-04-2024 07:08 PM IST
odisha.newsroom.in

ପୁଡୁଚେରୀ ନିର୍ବାଚନ ଫଳାଫଳ: ପୁଣି ଥରେ କ୍ଷମତା ଆଡ଼କୁ ବିଜେପି ମେଣ୍ଟ, ପଛରେ ପଡ଼ିଲା କଂଗ୍ରେସ

May-04-2026 12:42 PM IST
odisha.newsroom.in

ତାମିଲନାଡୁରେ’TVK’ ମ୍ୟାଜିକ୍: ବିଜୟଙ୍କ ଘର ଆଗରେ ପୋଲିସ୍ ଛାଉଣୀ କାହିଁକି ?

May-04-2026 12:18 PM IST
odisha.newsroom.in

କେରଳରେ ବଡ଼ ବିଜୟ ଆଡ଼କୁ UDF…LDF କର୍ମୀଙ୍କ ମଧ୍ୟରେ ନିରାଶା…

May-04-2026 11:58 AM IST
odisha.newsroom.in

ତାମିଲନାଡୁରେ ବିଜୟଙ୍କ ଦବଦବା…ଛତ୍ରଭଙ୍ଗ ଦେଲେଣି DMK କର୍ମୀ

May-04-2026 11:20 AM IST
odisha.newsroom.in

ବେଙ୍ଗଲରେ ବିଜେପି ଆଗରେ, ତାମିଲନାଡୁରେ ବିଜୟଙ୍କ TVK ର କମାଲ

May-04-2026 10:37 AM IST
odisha.newsroom.in

ପ୍ରାରମ୍ଭିକ ଟ୍ରେଣ୍ଡରେ ମମତାଙ୍କୁ ପଛରେ ପକାଇଲେ ଶୁଭେନ୍ଦୁ ଅଧିକାରୀ

May-04-2026 09:54 AM IST
odisha.newsroom.in

ସାନି ମତଦାନ ବେଳେ ବେଙ୍ଗଲରେ ଭୟଙ୍କର ହିଂସା…TMC – BJP କର୍ମୀ ହାତାହାତି

May-02-2026 05:59 PM IST
odisha.newsroom.in

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ …ଜାଣିବାକୁ ଏହି Link ରେ କ୍ଲିକ କରନ୍ତୁ…

May-02-2026 04:27 PM IST
odisha.newsroom.in

ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରେ ବଡ଼ ଝଟ୍‌କା…ଆବେଦନ ଖାରଜ…

May-02-2026 03:51 PM IST
odisha.newsroom.in

ଆପଣଙ୍କ ମୋବାଇଲକୁ ଆସିଲା କି ଏମର୍ଜେନ୍ସି ଆଲର୍ଟ ? ଭୟଭୀତ ହୁଅନ୍ତୁନି…

May-02-2026 12:44 PM IST
  • About
  • Careers
  • Contact Us
Monday, May 4, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ପ୍ୟାରିସ ଅଲିମ୍ପିକ୍ସ ହକି ସେମିରେ ଭାରତ

ସୁଟ୍‌ଆଉଟ୍‌ରେ ଜିତିଲା ଭାରତୀୟ ହକି ଦଳ

by M M
Aug-04-2024 07:08 PM IST
in ଖେଳ, ବଡ଼ ଖବର
0
491
SHARES
1.4k
VIEWS
Share on FacebookShare on Twitter

ପ୍ୟାରିସ୍: ପ୍ୟାରିସ ଅଲିମ୍ପିକ୍ସ ହକି ପ୍ରତିଯୋଗିତାରେ କ୍ଵାର୍ଟର ଫାଇନାଲରେ ଦମଦାର ବିଜୟ ହାସଲ କରିଛି ଭାରତୀୟ ପୁରୁଷ ହକି ଦଳ। ଏହି ବିଜୟ ବଳରେ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ବ୍ରିଟେନକୁ ପେନାଲ୍ଟି ସୁଟ୍ ଆଉଟରେ ୪-୨ ଗୋଲରେ ହରାଇଛି ଟିମ୍ ଇଣ୍ଡିଆ।  ଅଲିମ୍ପିକ୍ସ ହକିର କ୍ଵାର୍ଟର ଫାଇନାଲରେ ଭାରତ ଓ ଗ୍ରେଟ୍ ବ୍ରିଟେନ ମୁହାଁମୁହିଁ ହୋଇଥିଲେ। ମ୍ୟାଚ ଆରମ୍ଭରୁ ହିଁ ଉଭୟ ଦଳ ରକ୍ଷଣାତ୍ମକ ଖେଳ ଆରମ୍ଭ କରିଥିଲା।  ଦ୍ଵିତୀୟ କ୍ୱାର୍ଟରରେ ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ ଦେଇ ଦଳର ଖାତା ଖୋଲିଥିଲେ। ବ୍ରିଟେନ ଗୋଟିଏ ଗୋଲ ଦେବା ପରେ ପେନାଲ୍ଟି ସୁଟ୍ ଆଉଟ୍ ହୋଇଥିଲା। ଏଥିରେ ୪-୨ ଗୋଲରେ ଗ୍ରେଟ୍ ବ୍ରିଟେନକୁ ହରାଇଥିଲା ଟିମ୍ ଇଣ୍ଡିଆ। ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ  ଭାରତୀୟ ହକି ଦଳ କ୍ୱାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନକୁ ସୁଟ୍‌ଆଉଟ୍‌ରେ ପରାଜିତ କରିଥିବାରୁ କ୍ରୀଡାପ୍ରେମୀଙ୍କ ସହ ବିଶିଷ୍ଟ ବ୍ୟକ୍ତିମାନେ ପ୍ରଶଂସା କରିଛନ୍ତି। ଏହି ବିଜୟ ସହିତ ଭାରତ ସେମି ଫାଇନାଲରେ ପହଞ୍ଚିଥିବାରୁ ପୁଣି ଏକ ପଦକ ଆଶା ରହିଛି। ଭାରତ ଅଗଷ୍ଟ ୬ରେ ସେମିଫାଇନାଲ ଖେଳିବ। ଏହା ସହିତ ଭାରତ ହକିରେ ପଦକ ପାଇବାକୁ ମଧ୍ୟ ନିଶ୍ଚିତ କରିଛି। ଦ୍ବିତୀୟ କ୍ବାଟରର ଶେଷ ହେବାକୁ ୮ ମିନିଟ୍ ବାକିଥିବାବେଳେ ଅଧିନାୟକ ହରମାନପ୍ରୀତି ସିଂ ବିଟ୍ରେନ ବିପକ୍ଷରେ ଗୋଲ୍ କରି ଭାରତୀୟ ଦଳକୁ ୧-୦ର ଅଗ୍ରଣୀ ଦେଇଥିଲେ। ତେବେ ବିଟ୍ରେନ୍ ଦ୍ବିତୀୟ କ୍ବାଟର ଶେଷ ହେବାକୁ ୩ ମିନିଟ୍ ଥିବାବେଳ ଲି ମାର୍ଟୋନ୍ ଭାରତ ବିରୋଧରେ ଗୋଲ୍ ଦେଇ ସ୍ଥିତିକୁ ୧-୧କୁ ଆଣିଥିଲେ।

Share196Tweet123
M M

M M

ଆଜିର ପାଗ

Bhubaneswar
May 4, 2026, 12:57 PM
 

S
Mainly clear
34°C
3.8 m/s
Apparent: 31°C
Pressure: 1007 mb
Humidity: 97%
Winds: 3.8 m/s S
Windgusts: 10.8 m/s
UV-Index: 0
Precip.: 0mm /35% / Rain
Sunrise: 5:15 AM
Sunset: 6:11 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom