• Latest
  • Trending

୩ ବିଶିଷ୍ଟ ଅର୍ଥନୀତି ବିଜ୍ଞାନୀଙ୍କୁ ମିଳିବ ନୋବେଲ ପୁରସ୍କାର

Oct-14-2025 08:53 AM IST
odisha.newsroom.in

ସାନି ମତଦାନ ବେଳେ ବେଙ୍ଗଲରେ ଭୟଙ୍କର ହିଂସା…TMC – BJP କର୍ମୀ ହାତାହାତି

May-02-2026 05:59 PM IST
odisha.newsroom.in

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ …ଜାଣିବାକୁ ଏହି Link ରେ କ୍ଲିକ କରନ୍ତୁ…

May-02-2026 04:27 PM IST
odisha.newsroom.in

ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରେ ବଡ଼ ଝଟ୍‌କା…ଆବେଦନ ଖାରଜ…

May-02-2026 03:51 PM IST
odisha.newsroom.in

ଆପଣଙ୍କ ମୋବାଇଲକୁ ଆସିଲା କି ଏମର୍ଜେନ୍ସି ଆଲର୍ଟ ? ଭୟଭୀତ ହୁଅନ୍ତୁନି…

May-02-2026 12:44 PM IST
odisha.newsroom.in

ମାଡ଼ି ଆସୁଛି ବଡ଼ ଲଘୁଚାପ: ଅଧିକ ଘନୀଭୂତ ହୋଇ ନେଇପାରେ ବାତ୍ୟାର ରୂପ…

May-02-2026 12:20 PM IST
odisha.newsroom.in

EVM ଟାମ୍ପରିଂ ଅଭିଯୋଗ…ପଶ୍ଚିମବଙ୍ଗର ୧୫ଟି ବୁଥରେ ପୁନଃ ମତଦାନ ଆରମ୍ଭ…

May-02-2026 11:45 AM IST
odisha.newsroom.in

ବଲାଙ୍ଗିର ଜିଲ୍ଲାରେ ଭୂକମ୍ପ ଝଟକା…ଭୟରେ ଘରୁ ବାହାରି ଆସିଲେ ଲୋକେ…

May-02-2026 11:24 AM IST
Horoscope 2026 May 02: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 02: ଜାଣନ୍ତୁ ଆଜିର ରାଶିଫଳ…

May-02-2026 10:53 AM IST
odisha.newsroom.in

‘ଡିଜିଟାଲ୍ ଆରେଷ୍ଟ’ର କଳା କାହାଣୀ…ଜଳୁଥିଲା ଜୁଇ, ବାଜୁଥିଲା ଫୋନ୍…

May-01-2026 05:53 PM IST
odisha.newsroom.in

ଶିକ୍ଷା ବ୍ୟବସ୍ଥାରେ ନୂଆ ଅଧ୍ୟାୟ…୩ ଦିନରେ ୩ ଲକ୍ଷ ପରୀକ୍ଷାଖାତା ଦେଖିଲା AI…

May-01-2026 04:27 PM IST
  • About
  • Careers
  • Contact Us
Monday, May 4, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

୩ ବିଶିଷ୍ଟ ଅର୍ଥନୀତି ବିଜ୍ଞାନୀଙ୍କୁ ମିଳିବ ନୋବେଲ ପୁରସ୍କାର

by M M
Oct-14-2025 08:53 AM IST
in ଦେଶ ବିଦେଶ, ବଡ଼ ଖବର, ଶିକ୍ଷା
0
491
SHARES
1.4k
VIEWS
Share on FacebookShare on Twitter

ଘୋଷଣା ହେଲା ଅର୍ଥନୀତିରେ ନୋବେଲ ।  ଜୋୟେ ମୋକିର, ଫିଲିପ ଆଘିଅନ୍ ଏବଂ ପିଟର ହୋୱିଟଙ୍କୁ ମିଳିବ ଅର୍ଥନୀତିରେ ନୋବେଲ ସମ୍ମାନ।  ନବସୃଜନ ଜରିଆରେ ଆର୍ଥିକ ଅଭିବୃଦ୍ଧି ଉପରେ ଗବେଷଣା ପାଇଁ ୩ ଜଣଙ୍କୁ ମିଳିବ ଏହି ପୁରସ୍କାର ।

ଏନେଇ ରୟାଲ ସୁଇଡିସ ଏକାଡେମୀ ଅଫ ସାଇନ୍ସେସ ପକ୍ଷରୁ ଘୋଷଣା କରାଯାଇଛି । ସ୍ଥାୟୀ ଅଭିବୃଦ୍ଧି ଲାଗି ଗବେଷଣା ଦିଗରେ ୩ ବିଜ୍ଞାନୀ କରିଆସିଛନ୍ତି ଗବେଷଣା । ୧୯୬୯ରୁ ଦିଆଯାଉଛି ଅର୍ଥନୀତିରେ ନୋବେଲ । ଜୋଏଲ ମୋକିର ଜଣେ ଡଚ-ଇସ୍ରାଏଲୀ-ଆମେରିକୀୟ ଅର୍ଥନୀତିଜ୍ଞ । ଫିଲିପ ଆଘିଅନ ଫ୍ରାନ୍ସର ନାଗରିକ । ସେହିପରି ପିଟର ହୋୱିଟ ହେଉଛନ୍ତି କାନାଡ଼ା ବାସିନ୍ଦା ।

 ଜୋୟେ ମୋକିର, ଫିଲିପ ଆଘିଅନ ଓ ପିଟର ହୋୱିଟଙ୍କୁ ମିଳିବ ୨୦୨୫ ନୋବେଲ ପୁରସ୍କାର ନବସୃଜନ କିପରି ଅର୍ଥନୈତିକ ଅଭିବୃଦ୍ଧିକୁ ଆଗେଇ ନିଏ । ଏହାର ବାଖ୍ୟା ପାଇଁ ୩ ଅର୍ଥନୀତି ବିଜ୍ଞାନୀଙ୍କୁ ମିଳିବ ଚଳିତ ବର୍ଷର ଅର୍ଥନୈତିକ ବିଜ୍ଞାନ ୨୦୨୫ ନୋବେଲ ପୁରସ୍କାର । ଜୋୟେ ମୋକିର, ଫିଲିପ ଆଘିଅନ ଓ ପିଟର ହୋୱିଟଙ୍କୁ ମିଳିବ ଅର୍ଥନୀତି ବିଜ୍ଞାନ ନୋବେଲ । ସେଥିରୁ ୨ ଜଣ ଆମେରିକୀୟ ଓ ଜଣେ ବ୍ରିଟିଶ ନାଗରିକ । ମେଟାଲ ଅର୍ଗାନିକ ଫ୍ରେମୱର୍କ ବିକଶିତ କରିଥିବାରୁ ମିଳିବ ନୋବେଲ ପୁରସ୍କାର ।

ପ୍ରଯୁକ୍ତିବିଦ୍ୟା ପ୍ରଗତି ମାଧ୍ୟମରେ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧିକୁ ଅନୁମତି ଦେଉଥିବା ପ୍ରମୁଖ ପରିସ୍ଥିତି ଚିହ୍ନଟ କରିବା ପାଇଁ ଜୋଏଲ୍ ମୋକିରଙ୍କୁ ସମ୍ମାନିତ କରାଯିବ । ସେହିପରି ଫିଲିପ୍ ଆଘିଅନ୍ ଏବଂ ପିଟର୍ ହୋୱିଟ୍ ମିଳିତ ଭାବରେ ଅର୍ଥନୀତି ବିକାଶରେ “ସୃଜନଶୀଳ ବିନାଶ” ତତ୍ତ୍ୱ ପାଇଁ ପୁରସ୍କୃତ ହେବେ । ଯେଉଁଥିରେ ଅର୍ଥନୀତିର ପୁରୁଣା ପ୍ରକ୍ରିୟାଗୁଡ଼ିକୁ ହଟାଯାଇ, କିପରି ନୂଆ ଚିନ୍ତାଧାରା ସହିତ ନିରନ୍ତର ଅଭିବୃଦ୍ଧି ହାସଲ କରି ହେବ ତାହାକୁ ବାଖ୍ୟା କରିଛନ୍ତି ଆଘିନା ଓ ହୋୱିଟ । ଏହି ତିନି ବିଜ୍ଞାନୀ, ଦର୍ଶାଇଛନ୍ତି ଯେ ସମାଜରେ ଆର୍ଥିକ ବିକାଶ ଏବଂ ପ୍ରଗତି ପାଇଁ ନବସୃଜନ କାହିଁକି ଗୁରୁତ୍ୱପୂର୍ଣ୍ଣ ।

Share196Tweet123
M M

M M

ଆଜିର ପାଗ

Bhubaneswar
May 4, 2026, 12:22 AM
 

SSW
Mainly clear
26°C
3.3 m/s
Apparent: 31°C
Pressure: 1007 mb
Humidity: 93%
Winds: 3.3 m/s SSW
Windgusts: 11.5 m/s
UV-Index: 0
Precip.: 2.5mm /69% / Rain
Sunrise: 5:15 AM
Sunset: 6:11 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom