<div class="details-description fp-para-text content-on-scroll-description active_scroll_description"> କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣଚନ୍ଦ୍ର ନାୟକ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ। କାଲି ଉପଜିଲ୍ଲାପାଳ ନାରାୟଣଚନ୍ଦ୍ର ନାୟକଙ୍କ ଘରେ ରେଡ୍ ହୋଇଥିଲା । କାର୍ଯ୍ୟାଳୟ, ସରକାରୀ ବାସଭବନରେ ଚଢାଉ କରିଥିଲା ଭିଜିଲାନ୍ସ । </div>