ଓଡ଼ିଶା ବିଜେପିର ଚାର୍ଜସିଟକୁ ଲେଖାଶ୍ରୀଙ୍କ ଟାର୍ଗେଟ। ବିଜେପିର ମିଛ ଓ ମନ୍ଦ ଉଦ୍ଦେଶ୍ଯ ଆଧାରିତ ଚାର୍ଜସିଟ । ବିଜେପିର ଶୀର୍ଷ ନେତୃତ୍ବଙ୍କୁ ଟାର୍ଗେଟ ସହ ନିର୍ବାଚନ ଆସିଲେ ଦଳ ଏମିତି ବିନା ପ୍ରମାଣ, ଭିତ୍ତିହୀନ ଚାର୍ଜସିଟ ତିଆରି କରେ ବୋଲି ଲେଖାଶ୍ରୀ କହିଛନ୍ତି। https://www.youtube.com/watch?v=rB4kw0J-JA8