• Latest
  • Trending
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ବଢିଲା ବାତ୍ୟା ଭୟ! ଉତ୍ତର ସହ ଉପକୂଳ ଓଡିଶାରେ…

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ବଢିଲା ବାତ୍ୟା ଭୟ! ଉତ୍ତର ସହ ଉପକୂଳ ଓଡିଶାରେ…

May-11-2026 12:37 PM IST
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ନିଷ୍ପତ୍ତି, ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ କଲେ ଘୋଷଣା

ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ନିଷ୍ପତ୍ତି, ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ କଲେ ଘୋଷଣା

May-11-2026 03:00 PM IST
ଘରେ ଥିବା ପୁରୁଣା ଫୋନ ହୋଇପାରିବ CCTV କ୍ୟାମେରା, ବାସ୍ କରିବାକୁ ହେବ ଏହି କାମ…

ଘରେ ଥିବା ପୁରୁଣା ଫୋନ ହୋଇପାରିବ CCTV କ୍ୟାମେରା, ବାସ୍ କରିବାକୁ ହେବ ଏହି କାମ…

May-11-2026 02:53 PM IST
ନା ମୁଖ୍ଯମନ୍ତ୍ରୀ, ନା ବିଧାୟକ… ତଥାପି ମମତା ବାନାର୍ଜୀଙ୍କୁ ମିଳିବ ଏହି ସବୁ ବିଶେଷ ସୁବିଧା

ନା ମୁଖ୍ଯମନ୍ତ୍ରୀ, ନା ବିଧାୟକ… ତଥାପି ମମତା ବାନାର୍ଜୀଙ୍କୁ ମିଳିବ ଏହି ସବୁ ବିଶେଷ ସୁବିଧା

May-11-2026 02:31 PM IST
ମୁଖ୍ଯମନ୍ତ୍ରୀ ହେବାପରେ ବିଜୟଙ୍କୁ ମିଳିବ କେତେ ଦରମା? ଏହାସହ ମିଳିବ କେଉଁ କେଉଁ ସୁବିଧା?

ମୁଖ୍ଯମନ୍ତ୍ରୀ ହେବାପରେ ବିଜୟଙ୍କୁ ମିଳିବ କେତେ ଦରମା? ଏହାସହ ମିଳିବ କେଉଁ କେଉଁ ସୁବିଧା?

May-11-2026 09:29 AM IST
ସୋମବାର କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

ସୋମବାର କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

May-11-2026 07:43 AM IST
ଶପଥ ନେଉ ନେଉ ନୂଆ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଏମକେ ଷ୍ଟାଲିନ, ଋଣ ବିଷୟକୁ ନେଇ କହିଲେ ଏମିତି…

ଶପଥ ନେଉ ନେଉ ନୂଆ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଏମକେ ଷ୍ଟାଲିନ, ଋଣ ବିଷୟକୁ ନେଇ କହିଲେ ଏମିତି…

May-10-2026 06:24 PM IST
ବିଜୟଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଲେଖିଲେ ଏମିତି କିଛି…

ବିଜୟଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଲେଖିଲେ ଏମିତି କିଛି…

May-10-2026 05:48 PM IST
ବଦଳିଲେ ବାଲିଅନ୍ତା ଥାନା IIC, ୪ ପୋଲିସ ସସ୍‌ପେଣ୍ଡ୍‌

ବଦଳିଲେ ବାଲିଅନ୍ତା ଥାନା IIC, ୪ ପୋଲିସ ସସ୍‌ପେଣ୍ଡ୍‌

May-10-2026 05:35 PM IST
ସର୍ବସମ୍ମତିକ୍ରମେ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହେଲେ ହିମନ୍ତ ବିଶ୍ଵଶର୍ମା, ୧୨ରେ ନେବେ ଶପଥ

ସର୍ବସମ୍ମତିକ୍ରମେ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହେଲେ ହିମନ୍ତ ବିଶ୍ଵଶର୍ମା, ୧୨ରେ ନେବେ ଶପଥ

May-10-2026 02:42 PM IST
ସାବଧାନ ! ସାବୁନରେ ଧୋଉଛନ୍ତି କି ମୁଣ୍ଡ ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ସାବଧାନ ! ସାବୁନରେ ଧୋଉଛନ୍ତି କି ମୁଣ୍ଡ ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

May-10-2026 10:58 AM IST
  • About
  • Careers
  • Contact Us
Monday, May 11, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆଜିର ପାଗ

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ବଢିଲା ବାତ୍ୟା ଭୟ! ଉତ୍ତର ସହ ଉପକୂଳ ଓଡିଶାରେ…

by M M
May-11-2026 12:37 PM IST
in ଆଜିର ପାଗ, ବଡ଼ ଖବର, ମୁଖ୍ୟ ଖବର
0
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ବଢିଲା ବାତ୍ୟା ଭୟ! ଉତ୍ତର ସହ ଉପକୂଳ ଓଡିଶାରେ…
491
SHARES
1.4k
VIEWS
Share on FacebookShare on Twitter

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଘନେଇଲା ବାତ୍ୟା ଆଶଙ୍କା। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହା ସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତନଠାରୁ ପ୍ରାୟ ୫.୮ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି।

ସୋମବାର କାଳବୈଶାଖୀ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୪୦ରୁ ୫୦ କିମି ବେଗରେ ପବନ ବି ବହିପାରେ । ୧୨ ଓ ୧୩ ତାରିଖରେ ମଧ୍ୟ ବିକ୍ଷିପ୍ତ ସ୍ଥାନରେ ବର୍ଷା ହୋଇପାରେ। ଆଜି ରାଜ୍ୟର ସବୁଠି ତାପମାତ୍ରା ୪୦ ଡିଗ୍ରୀ ତଳେ ଥିଲା । ନୂଆପଡ଼ାରେ ସର୍ବାଧିକ ୩୯ ଓ ସୋନପୁରରେ ୩୮.୮ ଡିଗ୍ରୀ ରେକର୍ଡ ହୋଇଥିଲା । ଅପରାହ୍ନରେ ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ବର୍ଷା ହୋଇଛି।

ଲଘୁଚାପ ସୃଷ୍ଟି ହେବା ପରେ ମୌସୁମୀର ଅଗ୍ରଗତି ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ । ରାଜ୍ୟରେ ମେ ମାସ ମଧ୍ୟ ଭାଗରେ କାଳବୈଶାଖୀ, ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ପବନ ଓ ବର୍ଷା ପରିମାଣ ବଢ଼ିପାରେ । ଉପକୂଳ ଜିଲ୍ଲାରେ ସମୁଦ୍ର ଅଶାନ୍ତ ରହିବା ସହ ପବନର ଗତି ବଢ଼ିପାରେ । ପୁଣି ଅସମ୍ଭାଳ ଗୁଳୁଗୁଳି ମଧ୍ୟ ଅନୁଭୂତ ହୋଇପାରେ ବୋଲି ସେ କହିଛନ୍ତି । ତେବେ ଏହା ଆଗକୁ ଅଧିକ ଘନୀଭୂତ ହୋଇ କେଉଁ ରୂପ ଧାରଣ କରୁଛି, ତାହାକୁ ହିଁ ଅପେକ୍ଷା।

Tags: newsnewsroomodisha
Share196Tweet123
M M

M M

ଆଜିର ପାଗ

Bhubaneswar
May 11, 2026, 4:37 PM
 
SSE
Mainly clear
32°C
3.4 m/s
Apparent: 35°C
Pressure: 1006 mb
Humidity: 62%
Winds: 3.4 m/s SSE
Windgusts: 9.6 m/s
UV-Index: 2.75
Precip.: 2.5mm /47% / Rain
Sunrise: 5:11 AM
Sunset: 6:14 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom