• Latest
  • Trending
ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ କାହିଁକି ହେଲା ରେଡ୍ ?

ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ କାହିଁକି ହେଲା ରେଡ୍ ?

Nov-01-2025 10:11 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-29-2026 12:27 PM IST
odisha.newsroom.in

ଓଡିଶାକୁ ଝଡ଼ବର୍ଷା ଚେତାବନୀ, ୭ ଦିନ ଯାଏଁ ଏହି ଜିଲ୍ଲାରେ ଛେଚିବ

Mar-28-2026 06:17 PM IST
odisha.newsroom.in

ଆପଣଙ୍କ ଘରେ ଟିକେ ଟିକେ କଥାରେ ଝଗଡ଼ା ହେଉଛି କି, ମାନନ୍ତୁ ଏହି ବାସ୍ତୁ ନିୟମ…

Mar-28-2026 05:54 PM IST
ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

Mar-28-2026 04:26 PM IST
ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

Mar-28-2026 04:23 PM IST
odisha.newsroom.in

ଯୁଦ୍ଧ ପ୍ରଭାବିତ ଅଂଚଳରେ ବିମାନ ଉଡ଼ାଇବାକୁ ମନା କରୁଛନ୍ତି ପାଇଲଟ

Mar-28-2026 04:07 PM IST
odisha.newsroom.in

ବୁକିଂର ମାସେ ପରେ ବି ଭୁବନେଶ୍ୱରରେ ମିଳୁନି ଗ୍ୟାସ, ଠେଲା ଦୋକାନ ବନ୍ଦ…ବିଭିନ୍ନ ସ୍ଥାନରେ ହଂଗାମା, ରାସ୍ତାରୋକ

Mar-28-2026 03:02 PM IST
odisha.newsroom.in

କାମ କଲାନି ଇଂଜିନ, ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋର ଜରୁରୀ ଅବତରଣ

Mar-28-2026 12:34 PM IST
odisha.newsroom.in

ସମଦୂରତା ଫର୍ମୁଲାକୁ ବାଏ..ବାଏ, କମୁଛି କଂଗ୍ରେସ-ବିଜେଡି ଦୂରତା

Mar-28-2026 12:13 PM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-28-2026 12:06 PM IST
  • About
  • Careers
  • Contact Us
Sunday, March 29, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ କାହିଁକି ହେଲା ରେଡ୍ ?

କ'ଣ କହିଲେ ପ୍ରୀତିରଞ୍ଜନ

by M M
Nov-01-2025 10:11 AM IST
in ବଡ଼ ଖବର
0
ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ କାହିଁକି ହେଲା ରେଡ୍ ?
491
SHARES
1.4k
VIEWS
Share on FacebookShare on Twitter

ବିଜେଡି ନେତା ତଥା କୋରେଇର ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ ରେଡ୍ ହୋଇଛି । ନୂଆପଡ଼ା ଖରିଆର୍ ରୋଡରେ ଥିବା ତାଙ୍କ ଅସ୍ଥାୟୀ ଘରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଚଢଉ ହୋଇଛି । ଉପ ନିର୍ବାଚନରେ ସମୟରେ ବେଆଇନ ଟଙ୍କା ରଖିଥିବା ଅଭିଯୋଗରେ ଏହି ଚଢଉ ହୋଇଥିବା ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ ଯେ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରଚାର ଦାୟିତ୍ୱରେ ଅଛନ୍ତି ପ୍ରୀତିରଞ୍ଜନ ଘଡ଼େଇ ।

ତେବେ ଏହି ଚଢଉ ସମୟରେ ପ୍ରୀତିରଞ୍ଜନଙ୍କ ଘରର କେୟାରଟେକର ଓ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା । ବିନା କୌଣସି ସର୍ଚ୍ଚ ୱାରେଣ୍ଟରେ ମାଜିଷ୍ଟ୍ରେଟ୍ ରେଡ୍ ପାଇଁ ଆସିଥିବା କେୟାରଟେକର ଅଭିଯୋଗ କରିଛନ୍ତି । ସେପଟେ ଏହି ଘଟଣାକୁ ବେଆଇନ ବୋଲି ବିଜେଡି କହିଛି । ଭୟଭୀତ ହୋଇ ସରକାର ଏଜେନ୍ସି ଲଗାଇ ଏପରି କରୁଥିବା ବିଜେଡି ଜିଲ୍ଲା ସଭାପତି ଅବନୀ ଯୋଶୀ କହିଛନ୍ତି । ଏହାସହ ଏପରେ କଲେ ବିଜୁ ଜନତା ଦଳ ଚୁପ୍ ହୋଇ ରହିବ ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ।

ଉପ-ନିର୍ବାଚନ ବେଳେ ପ୍ରୀତିରଞ୍ଜନ ଘଡ଼େଇ ବେଆଇନ ଭାବେ ଟଙ୍କା କାରବାର କରୁଥିବା ଅଭିଯୋଗରେ ଏହି ଚଢଉ ହୋଇଛି ବୋଲି ଚର୍ଚା ହେଉଛି । ଉଲ୍ଲେଖଯୋଗ୍ୟ ଯେ, ପ୍ରୀତିରଞ୍ଜନ ଘଡ଼େଇ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିର ଗୁରୁତ୍ୱପୂର୍ଣ୍ଣ ପ୍ରଚାର ଏବଂ ସଙ୍ଗଠନ ଦାୟିତ୍ୱରେ ରହିଛନ୍ତି। ଏହି ଘଟଣାକୁ ନେଇ ବିଜୁ ଜନତା ଦଳ (ବିଜେଡି) ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେଡି ଜିଲ୍ଲା ସଭାପତି ଅବନୀ ଯୋଶୀ ଏହାକୁ ସିଧାସଳଖ ବେଆଇନ ତଥା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। “ବିରୋଧୀମାନେ ଭୟଭୀତ ହୋଇ ରାଜ୍ୟର ଶାସକ ଦଳର ଜଣେ ବରିଷ୍ଠ ନେତାଙ୍କୁ ବଦନାମ୍ କରିବା ପାଇଁ ଏଜେନ୍ସିମାନଙ୍କୁ ଲଗାଇ ଏଭଳି କରୁଛନ୍ତି। ଉପନିର୍ବାଚନକୁ ପ୍ରଭାବିତ କରିବା ଏହାର ମୂଳ ଉଦ୍ଦେଶ୍ୟ,” ବୋଲି ଅବନୀ ଯୋଶୀ ସ୍ପଷ୍ଟ କରିଛନ୍ତି। ସେ ଆହୁରି ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଏପରି କାର୍ଯ୍ୟକଳାପକୁ ବିଜୁ ଜନତା ଦଳ ଚୁପ୍ ହୋଇ ସହ୍ୟ କରିବ ନାହିଁ।

ନୂଆପଡ଼ା ଉପନିର୍ବାଚନ ସମୟରେ ଏହି ଚଢଉ ରାଜନୈତିକ ମାହୋଲକୁ ଅଧିକ ସରଗରମ କରିଛି ଏବଂ ବିଜେଡି ଏହି ପ୍ରସଙ୍ଗକୁ ଜୋରଦାର ଉଠାଇବାର ସମ୍ଭାବନା ରହିଛି।

Share196Tweet123
M M

M M

ଆଜିର ପାଗ

Bhubaneswar
March 29, 2026, 4:10 PM
 

S
Overcast
34°C
2.8 m/s
Apparent: 32°C
Pressure: 1006 mb
Humidity: 86%
Winds: 2.8 m/s S
Windgusts: 8.7 m/s
UV-Index: 0
Precip.: 0mm /35% / Rain
Sunrise: 5:42 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom