• Latest
  • Trending
ହସପିଟାଲରେ ଦୋହଲୁଥିଲେ ପିଲା, ଥରୁଥିଲେ ନର୍ସ

ହସପିଟାଲରେ ଦୋହଲୁଥିଲେ ପିଲା, ଥରୁଥିଲେ ନର୍ସ

Oct-10-2025 12:03 PM IST
ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

Oct-21-2025 05:15 PM IST
ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

Oct-21-2025 04:38 PM IST
ହମାସକୁ ଧମକ ଦେଲେ ଟ୍ରମ୍ପ, କହିଲେ କଥା ନମାନିଲେ ଧ୍ବଂସ କରିଦେବୁ

ହମାସକୁ ଧମକ ଦେଲେ ଟ୍ରମ୍ପ, କହିଲେ କଥା ନମାନିଲେ ଧ୍ବଂସ କରିଦେବୁ

Oct-21-2025 04:08 PM IST
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

Oct-21-2025 03:37 PM IST
ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

Oct-21-2025 01:20 PM IST
ଗୋଟିଏ ଆସନରେ ମହାଗଠବନ୍ଧନର ଦୁଇ ପ୍ରାର୍ଥୀ, ଫାଇଦା କାହାର ହେବ ?

ଗୋଟିଏ ଆସନରେ ମହାଗଠବନ୍ଧନର ଦୁଇ ପ୍ରାର୍ଥୀ, ଫାଇଦା କାହାର ହେବ ?

Oct-21-2025 12:39 PM IST
ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

Oct-21-2025 12:19 PM IST
କଣ କହୁଛି ଆପଣଙ୍କ ରାଶିଫଳ

କଣ କହୁଛି ଆପଣଙ୍କ ରାଶିଫଳ

Oct-21-2025 07:07 AM IST
ନିଜ ଦମରେ ଲଢ଼ିଲେ ବିଜୟ ସୁନିଶ୍ଚିତ :ମୋଦି

ନିଜ ଦମରେ ଲଢ଼ିଲେ ବିଜୟ ସୁନିଶ୍ଚିତ :ମୋଦି

Oct-20-2025 12:43 PM IST
ବିହାରରେ ଆସନ ଭାଗବଣ୍ଟା ଛିଣ୍ଡୁନି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ଲାଗିରହିଛି ଦ୍ବନ୍ଦ୍ବ

ବିହାରରେ ଆସନ ଭାଗବଣ୍ଟା ଛିଣ୍ଡୁନି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ଲାଗିରହିଛି ଦ୍ବନ୍ଦ୍ବ

Oct-20-2025 11:12 AM IST
  • About
  • Careers
  • Contact Us
Tuesday, October 21, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ହସପିଟାଲରେ ଦୋହଲୁଥିଲେ ପିଲା, ଥରୁଥିଲେ ନର୍ସ

ଫିଲିପାଇନ୍ସରେ ୭.୬ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ

by M M
Oct-10-2025 12:03 PM IST
in ବଡ଼ ଖବର, ସର୍ବଶେଷ ଖବର
0
ହସପିଟାଲରେ ଦୋହଲୁଥିଲେ ପିଲା, ଥରୁଥିଲେ ନର୍ସ
497
SHARES
1.4k
VIEWS
Share on FacebookShare on Twitter

ଫିଲିପାଇନ୍ସର ମିଣ୍ଡାନାଓ ଦ୍ୱୀପ ଶାନ୍ତ ଥିଲା । ହଠାତ ଆସିଲା ଏମିତି ଭୂମିକମ୍ପ ଯେମିତି ସମସ୍ତଙ୍କୁ ଦୋହଲାଇ ଦେଲା ।   ଶକ୍ତିଶାଳୀ ଭୂମିକମ୍ପ ପ୍ରଭାବରେ ହସପିଟାଲ, ସ୍କୁଲ, ବଡ଼ ବଡ଼ କୋଠା ଦୋହଲିବାକୁ ଲାଗିଲା । ଲୋକେ ଭୟରେ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୈାଡ଼ିଲେ । ଭୂମିକମ୍ପ ଝଟ୍‌କା ଅନୁଭୂତ ହେବା ମାତ୍ରେ ଦବାଓ ସିଟିରୁ ମିଣ୍ଡାନାଓ ପର୍ଯ୍ୟନ୍ତ ଲୋକମାନେ ଚିତ୍କାର କଲେ । ଲୋକେ ଘର ଛାଡି ଖୋଲା ଜୀବନ ବଞ୍ଚାଇବା ପାଇଁ ପଡ଼ିଆକୁ  ଦୌଡ଼ିଲେ। ସ୍କୁଲ୍‌, ହସ୍ପିଟାଲ୍‌, ଓ ଅଫିସ୍‌ଗୁଡ଼ିକର କାଚ ଭାଙ୍ଗିଗଲା ।  ହଠାତ୍‌ ସବୁ ଯେମିତି ଥରି ଉଠିଲା!” ଘରଗୁଡ଼ିକରେ ଥିବା ଜିନିଷପତ୍ର ଏଣେତେଣେ ଖସିପଡ଼ିଲା । ଘର ଦୋହଲି କାନ୍ଥରେ ଫାଟ ଦେଖାଗଲା । Tagum City Davao Hospital ଅବସ୍ଥା ଏମିତି ଥିଲା ଯେ ଦୋହଲୁଥିଲେ ପିଲା, ଥରୁଥିଲେ ନର୍ସ ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଆଜି ଫିଲିପାଇନ୍ସର ମିଣ୍ଡାନାଓ ଅଞ୍ଚଳରେ ।  ୭.୬ ତୀବ୍ରତାର  ଭୂମିକମ୍ପ ଅନୁଭୂତ ହେବାରୁ ଏହାକୁ ନଜରରେ ରଖି ସେଠାକାର କର୍ତ୍ତୃପକ୍ଷ ସୁନାମି ପାଇଁ ସତର୍କ ସୂଚନା ଜାରି କରିଛନ୍ତି  । ଏହି ଅଞ୍ଚଳରେ ପୁଣି ଥରେ ଭୂକମ୍ପ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।  ୟୁରୋପିଆନ୍ ମେଡିଟେରାନିଆନ୍ ସେସ୍‌ମୋଲୋଜିକାଲ ସେଣ୍ଟର(ଇଏମଏ) ଅନୁଯାୟୀ, ଭୂମିକମ୍ପର ଗଭୀରତା ୬୨କିଲୋମିଟର ଥିଲା। ତେବେ ଏହି ଭୂମିକମ୍ପରେ କେତେ ଜଣ ମୃତାହତ ହୋଇଛନ୍ତି, ତାହାର ସଂପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିନଥିଲେ ମଧ୍ୟ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି ।

ଭୂକମ୍ପ ପରେ ସ୍ଥାନୀୟ କର୍ତ୍ତୃପକ୍ଷ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଛନ୍ତି ଏବଂ ନାଗରିକମାନଙ୍କୁ ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରିଛନ୍ତି ।

ଭୂମିକମ୍ପ ଡାଭାଓ ଓରିଏଣ୍ଟାଲ ପ୍ରଦେଶର ମାନାୟ ସହରରୁ ପ୍ରାୟ ୪୩ କିଲୋମିଟର (୨୭ ମାଇଲ) ପୂର୍ବରେ ଥିବା ସମୁଦ୍ରରେ କେନ୍ଦ୍ରିତ ହୋଇଥିଲା ।  ସୁନାମି ପାଇଁ ଉପକୂଳ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର ଚାଲିଛି। ଅନେକ ସ୍ଥାନରେ ମାଟି ଅତଡ଼ା ଖସିଛି । କିଛି ସ୍ଥାନରେ ଘର ଭାଙ୍ଗିଛି, ହସ୍ପିଟାଲ ଏବଂ ସ୍କୁଲକୁ ଗୁରୁତର କ୍ଷତି ପହଞ୍ଚାଇଛି। ପ୍ରାୟ ୨୫୦ ଜଣଙ୍କୁ ଉଦ୍ଧାର କରାଯାଇ ସ୍ଥାନାନ୍ତର କରାଯାଇଛି ଏବଂ ସେମାନଙ୍କୁ ଅସ୍ଥାୟୀ ଭାବରେ ତମ୍ବୁରେ ରଖାଯାଇଛି ।

ଇଣ୍ଡୋନେସିଆ ଏବଂ ପାଲାଉର ଉପକୂଳବର୍ତ୍ତି କିଛି ସ୍ଥାନରେ ସୁନାମି ସତର୍କତା ମଧ୍ୟ ଜାରି କରାଯାଇଛି। ଇଣ୍ଡୋନେସିଆ ଉତ୍ତର ସୁଲାୱେସି ଏବଂ ପାପୁଆ ପାଇଁ ସତର୍କ ସୂଚନା ଜାରି କରିଛି।  ଭୂମିକମ୍ପ ପରେ, ପ୍ରଶାନ୍ତ ମହାସାଗର ସୁନାମି ଚେତାବନୀ କେନ୍ଦ୍ର କହିଛି ଯେ ଭୂମିକମ୍ପର କେନ୍ଦ୍ରସ୍ଥଳରୁ 186 ମାଇଲ ମଧ୍ୟରେ ବିପଦପୂର୍ଣ୍ଣ ତରଙ୍ଗ ଆସିପାରେ। ଫିଲିପାଇନ୍ସ ଉପକୂଳର କିଛି ଅଂଶରେ 3 ମିଟର ଉଚ୍ଚ ତରଙ୍ଗ ଆସିବାର ସମ୍ଭାବନା ଅଛି । ଇଣ୍ଡୋନେସିଆ ଏବଂ ପାଲାଉରେ ଉଚ୍ଚ ତରଙ୍ଗ ଆସିବାର ସମ୍ଭାବନା ଅଛି।

Tags: earthquaketsunami warning
Share199Tweet124
M M

M M

ଆଜିର ପାଗ

Bhubaneswar
October 21, 2025, 7:24 PM
 

SE
Mainly clear
28°C
0.6 m/s
Apparent: 31°C
Pressure: 1010 mb
Humidity: 97%
Winds: 0.6 m/s SE
Windgusts: 8.9 m/s
UV-Index: 0
Precip.: 0mm /53% / Rain
Sunrise: 5:43 AM
Sunset: 5:18 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

October 21, 2025
ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

October 21, 2025
ହମାସକୁ ଧମକ ଦେଲେ ଟ୍ରମ୍ପ, କହିଲେ କଥା ନମାନିଲେ ଧ୍ବଂସ କରିଦେବୁ

ହମାସକୁ ଧମକ ଦେଲେ ଟ୍ରମ୍ପ, କହିଲେ କଥା ନମାନିଲେ ଧ୍ବଂସ କରିଦେବୁ

October 21, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom