• Latest
  • Trending
ବିହାରରେ ପୁଣି ଏନଡିଏ ସରକାର ଗଠନ କରିବ !

ବିହାରରେ ପୁଣି ଏନଡିଏ ସରକାର ଗଠନ କରିବ !

Oct-07-2025 07:44 AM IST
ମୁମ୍ବାଇ ବିମାନବନ୍ଦରରେ ହଙ୍ଗାମା, ଆଫ୍ରିକୀୟ-ଆମେରିକୀୟ ମହିଳାଙ୍କ କ୍ରୋଧର ଭିଡିଓ ଭାଇରାଲ

ମୁମ୍ବାଇ ବିମାନବନ୍ଦରରେ ହଙ୍ଗାମା, ଆଫ୍ରିକୀୟ-ଆମେରିକୀୟ ମହିଳାଙ୍କ କ୍ରୋଧର ଭିଡିଓ ଭାଇରାଲ

Dec-07-2025 08:41 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Dec-07-2025 08:33 AM IST
ବିଭିନ୍ନ ସ୍ଥାନରୁ ଆଜି ମଧ୍ୟ ଇଣ୍ଡିଗୋ ବିମାନ ରଦ୍ଦ: ଯାତ୍ରୀ ହଇରାଣୀ ବଢ଼ିଲା

ବିଭିନ୍ନ ସ୍ଥାନରୁ ଆଜି ମଧ୍ୟ ଇଣ୍ଡିଗୋ ବିମାନ ରଦ୍ଦ: ଯାତ୍ରୀ ହଇରାଣୀ ବଢ଼ିଲା

Dec-06-2025 09:51 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Dec-06-2025 09:46 AM IST
ସୁସ୍ଥ ମୃତ୍ତିକା ହେଉଛି କୃଷିର ଜୀବନରେଖା : କେ ଭି ସିଂହଦେଓ

ସୁସ୍ଥ ମୃତ୍ତିକା ହେଉଛି କୃଷିର ଜୀବନରେଖା : କେ ଭି ସିଂହଦେଓ

Dec-05-2025 05:33 PM IST
ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

Dec-05-2025 01:20 PM IST
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫିଟ୍ ଇଣ୍ଡିଆ ଅଭିଯାନର ବାର୍ତ୍ତା କପିଳାସ ହାଫ୍ ମାରାଥନରେ ପ୍ରତିଧ୍ୱନିତ ହେଉଛି- ଧର୍ମେନ୍ଦ୍ର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫିଟ୍ ଇଣ୍ଡିଆ ଅଭିଯାନର ବାର୍ତ୍ତା କପିଳାସ ହାଫ୍ ମାରାଥନରେ ପ୍ରତିଧ୍ୱନିତ ହେଉଛି- ଧର୍ମେନ୍ଦ୍ର

Dec-05-2025 12:48 PM IST
କ’ଣ ଭାରତରେ ତିଆରି ହେବ S-500 ଏୟାର ଡିଫେନ୍ସ ସିଷ୍ଟମ୍‌?

କ’ଣ ଭାରତରେ ତିଆରି ହେବ S-500 ଏୟାର ଡିଫେନ୍ସ ସିଷ୍ଟମ୍‌?

Dec-05-2025 12:37 PM IST
ଭାରତ-ରୁଷ ବନ୍ଧୁତା ଅତୁଟ: ହାଇଦ୍ରାବାଦ୍ ହାଉସ୍‌ରେ ପୁଟିନ-ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭାରତ-ରୁଷ ବନ୍ଧୁତା ଅତୁଟ: ହାଇଦ୍ରାବାଦ୍ ହାଉସ୍‌ରେ ପୁଟିନ-ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

Dec-05-2025 12:20 PM IST
ପୁଟିନଙ୍କ ଗୁପ୍ତ ଜୀବନ ଏମିତି ପାଖରେ ଅଛନ୍ତି ୩ ନକଲି ପୁଟିନ, ସିକ୍ରେଟ ଟୟଲେଟ୍

ପୁଟିନଙ୍କ ଗୁପ୍ତ ଜୀବନ ଏମିତି ପାଖରେ ଅଛନ୍ତି ୩ ନକଲି ପୁଟିନ, ସିକ୍ରେଟ ଟୟଲେଟ୍

Dec-05-2025 12:13 PM IST
  • About
  • Careers
  • Contact Us
Sunday, December 7, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବିହାରରେ ପୁଣି ଏନଡିଏ ସରକାର ଗଠନ କରିବ !

by M M
Oct-07-2025 07:44 AM IST
in ବଡ଼ ଖବର, ରାଜନୀତି
0
ବିହାରରେ ପୁଣି ଏନଡିଏ ସରକାର ଗଠନ କରିବ !
491
SHARES
1.4k
VIEWS
Share on FacebookShare on Twitter
ବିହାର ବିଧାନସଭା ନିର୍ବାଚନ ୨୦୨୦ ହୋଇଥିଲା ।  NDA ଜିତିଥିଲା ୧୨୫ ଆସନ । ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତିଶ କୁମାର ।   ବିହାର ବିଧାନସଭା ନିର୍ବାଚନ ୨୦୨୦ ର ଫଳାଫଳ ଘୋଷଣା ହେବା ପରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ୧୨୫ଟି ଆସନ ଜିତିଥିବାରୁ ସରକାର ଗଠନ କରିଥିଲା। ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି (BJP) ୭୪ଟି ଆସନ ସହ ମେଣ୍ଟର ସବୁଠାରୁ ବଡ଼ ଦଳ ହୋଇଥିବା ବେଳେ ଜନତା ଦଳ (ୟୁନାଇଟେଡ) (JD(U)) ୪୩ଟି, ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (HAM) ଓ ବିକାଶଶୀଲ ଇନସାନ ପାର୍ଟି (VIP) ପ୍ରତ୍ୟେକେ ୪ଟି ଲେଖାଏଁ ଆସନ ଜିତିଥିଲେ ।
 ଅନ୍ୟପକ୍ଷରେ, ମହାଗଠବନ୍ଧନ (MGB) ୧୧୦ଟି ଆସନ ପାଇଥିଲା । ରାଷ୍ଟ୍ରୀୟ ଜନତା ଦଳ (RJD) ୭୫ଟି ଆସନ ଜିତି ଏକକ ଦଳ ଭାବେ ସର୍ବାଧିକ ଆସନ ହାସଲ କରିଥିଲା । କଂଗ୍ରେସ ୧୯ଟି, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (CPI) ଓ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) (CPI(M)) ପ୍ରତ୍ୟେକେ ୨ଟି ଲେଖାଏଁ ଆସନ ଜିତିଥିଲା । ଲୋକଜନଶକ୍ତି ପାର୍ଟି (LJP) ୧ଟି ଆସନ ପାଇଥିବା ବେଳେ ଅନ୍ୟାନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀମାନେ ମୋଟ ୧୯ଟି ଆସନ ଜିତିଥିଲେ ।
ଗତ ନିର୍ବାଚନରେ NDA ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଲଢ଼ିଥିଲା। ଏହା ମାଧ୍ୟମରେ ସେମାନେ ସ୍ପଷ୍ଟ କରିଥିଲେ ଯେ ନୀତୀଶ  ମୁଖ୍ୟମନ୍ତ୍ରୀ ରହିବେ। ବିହାରରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଗରିଷ୍ଠତା (୧୨୨) । ଏଥର ଯେଉଁ ଦଳ ଏହି ମ୍ୟାଜିକ ନମ୍ବର ଛୁଇଁବ ସେହି ମେଂଟ ସରକାର ଗଠନ କରିବ । 
୨୦୨୦ ବିଧାନସଭା ନିର୍ବାଚନରେ ବିଜେପି ସାନ ଭାଇ, ନୀତିଶ ବଡ଼ ଭାଇ ଭୂମିକା ନେଇଥିଲେ । ଏନଡିଏ ସରକାର ଗଠନ କରିଥିଲା । ଏବେ ସର୍ଭେ ରିପୋର୍ଟରେ ଏନଡିଏ ପୁଣି  ସରକାର ଗଠନ କରିବ ବୋଲି ରିପୋର୍ଟ ପ୍ରକାଶ ପାଉଛି ।

ଗତ ଥର ଯେପରି ଭାଜପା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କ ବଡ଼ ଭାଇ ଭାବରେ ଚିତ୍ରଣ କରି ନିର୍ବାଚନ ଲଢ଼ିଥିଲା।  ଜନତା ଦଳ ୟୁନାଇଟେଡ ୪୩ଟି ଆସନ ଜିତିଥିଲା, ତଥାପି ଭାଜପା ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା।
ଏଥର  ଫଳାଫଳ ନଭେମ୍ବର ୧୪ ରେ ଆସିବ । ବିଜେପି କହିଛି ପୁଣି ଥରେ NDA ସରକାର ହେବ ।’ ନଭେମ୍ବର ୧୪ରେ ଏକ ବିପୁଳ ସଂଖ୍ୟାଗରିଷ୍ଠତା ସହିତ ଏକ ସରକାର ୧୬୦ରୁ ଅଧିକ ଆସନ ଜିତି କ୍ଷମତାକୁ ଫେରି ଆସୁଛି! ବୋଲି ବିଜେପି ନେତା କହୁଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଲେଖିଛନ୍ତି, ‘ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଆଜି ବିହାର ବିଧାନସଭା ନିର୍ବାଚନ ଘୋଷଣାକୁ ମୁଁ ସ୍ବାଗତ କରୁଛି। ନିର୍ବାଚନ ହେଉଛି ଗଣତନ୍ତ୍ରର ସବୁଠାରୁ ବଡ଼ ଉତ୍ସବ। ଏହା ଦେଶ ଏବଂ ରାଜ୍ୟକୁ ବିକାଶ ଏବଂ ସୁଶାସନ ପଥରେ ଆଗକୁ ବଢାଇବାର ପ୍ରାଥମିକ ମାଧ୍ୟମ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ, ବିହାରରେ NDA ସରକାର ଜନ କଲ୍ୟାଣ ଏବଂ ସୁଶାସନର ସମର୍ଥକ ହୋଇଯାଇଛି। ବିହାରରେ ଏହି ନିର୍ବାଚନ ରାଜ୍ୟକୁ ନିରନ୍ତର ବିକାଶ ପଥରେ ନେବା, ଅନୁପ୍ରବେଶରୁ ମୁକ୍ତ କରିବା ଏବଂ ଜଙ୍ଗଲ ରାଜର ପୁନରାବୃତ୍ତିକୁ ରୋକିବା ପାଇଁ ଏକ ନିର୍ବାଚନ। ମୁଁ ବିଶ୍ୱାସ କରୁଛି ଯେ ଗଣତନ୍ତ୍ରର ଜନନୀ ବିହାରର ପବିତ୍ର ଭୂମିର ଲୋକମାନେ ଏହି ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏବଂ NDA ଉପରେ ସେମାନଙ୍କର ଆଶୀର୍ବାଦ ଏବଂ ବିପୁଳ ସମର୍ଥନ ପ୍ରଦାନ କରିବେ।

Share196Tweet123
M M

M M

ଆଜିର ପାଗ

Bhubaneswar
December 7, 2025, 9:24 AM
 

N
Clear sky
21°C
1 m/s
Apparent: 23°C
Pressure: 1019 mb
Humidity: 60%
Winds: 1 m/s N
Windgusts: 5.1 m/s
UV-Index: 3.4
Precip.: 0mm /0% / Rain
Sunrise: 6:09 AM
Sunset: 5:06 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

November 16, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ମୁମ୍ବାଇ ବିମାନବନ୍ଦରରେ ହଙ୍ଗାମା, ଆଫ୍ରିକୀୟ-ଆମେରିକୀୟ ମହିଳାଙ୍କ କ୍ରୋଧର ଭିଡିଓ ଭାଇରାଲ

ମୁମ୍ବାଇ ବିମାନବନ୍ଦରରେ ହଙ୍ଗାମା, ଆଫ୍ରିକୀୟ-ଆମେରିକୀୟ ମହିଳାଙ୍କ କ୍ରୋଧର ଭିଡିଓ ଭାଇରାଲ

December 7, 2025
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

December 7, 2025
ବିଭିନ୍ନ ସ୍ଥାନରୁ ଆଜି ମଧ୍ୟ ଇଣ୍ଡିଗୋ ବିମାନ ରଦ୍ଦ: ଯାତ୍ରୀ ହଇରାଣୀ ବଢ଼ିଲା

ବିଭିନ୍ନ ସ୍ଥାନରୁ ଆଜି ମଧ୍ୟ ଇଣ୍ଡିଗୋ ବିମାନ ରଦ୍ଦ: ଯାତ୍ରୀ ହଇରାଣୀ ବଢ଼ିଲା

December 6, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom