• Latest
  • Trending
ବିହାରରେ ପୁଣି ଏନଡିଏ ସରକାର ଗଠନ କରିବ !

ବିହାରରେ ପୁଣି ଏନଡିଏ ସରକାର ଗଠନ କରିବ !

Oct-07-2025 07:44 AM IST
odisha.newsroom.in

ବାହାରିଲା CBSE ଦଶମ ଶ୍ରେଣୀ ରେଜଲ୍ଟ …ଜାଣିବାକୁ ଏହି ଲିଙ୍କରେ କ୍ଲିକ କରନ୍ତୁ…

Apr-15-2026 04:40 PM IST
odisha.newsroom.in

ସାବଧାନ…ଓଡ଼ିଶା ବଜାରରେ ବୁଲୁଛି ପୁଳାପୁଳା ନକଲି ୫ ଶହ ଟଙ୍କିଆ ନୋଟ…

Apr-15-2026 04:01 PM IST
odisha.newsroom.in

ଶାନ୍ତି ଆଲୋଚନା ବିଫଳ ପରେ ଧମକ: ବିମାନ ବଦଳାଇ ବସ୍ ଓ ଟ୍ରେନ୍‌ରେ ଫେରିଲେ ଇରାନ୍ ପ୍ରତିନିଧି ଦଳ

Apr-15-2026 03:08 PM IST
odisha.newsroom.in

ନୂଆ ଦଳ ଗଠନ ପରେ ଗର୍ଜିଲେ ମୋକିମ…ପଞ୍ଚାୟତ ନିର୍ବାଚନରୁ ଆରମ୍ଭ ଲଢ଼େଇ

Apr-15-2026 02:44 PM IST
odisha.newsroom.in

ଆମେରିକାକୁ କଡ଼ା କାଉଣ୍ଟର…ହର୍ମୁଜରେ ପଇଁତରା ମାରିବ ଚୀନ ଯୁଦ୍ଧ ଜାହାଜ !

Apr-15-2026 01:01 PM IST
odisha.newsroom.in

ଟ୍ରମ୍ପ କହିଲେ ଅପେକ୍ଷା କର…ଗୁରୁବାର ପରେ କିଛି ବଡ଼ ଘଟଣା ଘଟିବ

Apr-15-2026 12:32 PM IST
odisha.newsroom.in

ପାଣିପାଗ ବିଭାଗର ଚେତାବନୀ…ଆଗକୁ ୪୫ ଡିଗ୍ରୀ ଟପିବ ତାପମାତ୍ରା…

Apr-15-2026 12:03 PM IST
odisha.newsroom.in

କଡ଼ ଲେଉଟାଇଲା ବିହାର ରାଜନୀତି…ସମ୍ରାଟଙ୍କ ସହ ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ଶପଥ

Apr-15-2026 11:36 AM IST
Horoscope 2026 April 15: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 15: ଜାଣନ୍ତୁ ଆଜିର ରାଶିଫଳ…

Apr-15-2026 11:00 AM IST
odisha.newsroom.in

କାଲି ଓଡ଼ିଶା ଜନତା କଂଗ୍ରେସର ପ୍ରଥମ ଅଗ୍ନି ପରୀକ୍ଷା…ବିଜେଡି ଓ କଂଗ୍ରେସର ଅସନ୍ତୁଷ୍ଟ ନେତା ହେବେ ସାମିଲ

Apr-14-2026 05:19 PM IST
  • About
  • Careers
  • Contact Us
Thursday, April 16, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବିହାରରେ ପୁଣି ଏନଡିଏ ସରକାର ଗଠନ କରିବ !

by M M
Oct-07-2025 07:44 AM IST
in ବଡ଼ ଖବର, ରାଜନୀତି
0
ବିହାରରେ ପୁଣି ଏନଡିଏ ସରକାର ଗଠନ କରିବ !
491
SHARES
1.4k
VIEWS
Share on FacebookShare on Twitter
ବିହାର ବିଧାନସଭା ନିର୍ବାଚନ ୨୦୨୦ ହୋଇଥିଲା ।  NDA ଜିତିଥିଲା ୧୨୫ ଆସନ । ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତିଶ କୁମାର ।   ବିହାର ବିଧାନସଭା ନିର୍ବାଚନ ୨୦୨୦ ର ଫଳାଫଳ ଘୋଷଣା ହେବା ପରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ୧୨୫ଟି ଆସନ ଜିତିଥିବାରୁ ସରକାର ଗଠନ କରିଥିଲା। ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି (BJP) ୭୪ଟି ଆସନ ସହ ମେଣ୍ଟର ସବୁଠାରୁ ବଡ଼ ଦଳ ହୋଇଥିବା ବେଳେ ଜନତା ଦଳ (ୟୁନାଇଟେଡ) (JD(U)) ୪୩ଟି, ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (HAM) ଓ ବିକାଶଶୀଲ ଇନସାନ ପାର୍ଟି (VIP) ପ୍ରତ୍ୟେକେ ୪ଟି ଲେଖାଏଁ ଆସନ ଜିତିଥିଲେ ।
 ଅନ୍ୟପକ୍ଷରେ, ମହାଗଠବନ୍ଧନ (MGB) ୧୧୦ଟି ଆସନ ପାଇଥିଲା । ରାଷ୍ଟ୍ରୀୟ ଜନତା ଦଳ (RJD) ୭୫ଟି ଆସନ ଜିତି ଏକକ ଦଳ ଭାବେ ସର୍ବାଧିକ ଆସନ ହାସଲ କରିଥିଲା । କଂଗ୍ରେସ ୧୯ଟି, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (CPI) ଓ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) (CPI(M)) ପ୍ରତ୍ୟେକେ ୨ଟି ଲେଖାଏଁ ଆସନ ଜିତିଥିଲା । ଲୋକଜନଶକ୍ତି ପାର୍ଟି (LJP) ୧ଟି ଆସନ ପାଇଥିବା ବେଳେ ଅନ୍ୟାନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀମାନେ ମୋଟ ୧୯ଟି ଆସନ ଜିତିଥିଲେ ।
ଗତ ନିର୍ବାଚନରେ NDA ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଲଢ଼ିଥିଲା। ଏହା ମାଧ୍ୟମରେ ସେମାନେ ସ୍ପଷ୍ଟ କରିଥିଲେ ଯେ ନୀତୀଶ  ମୁଖ୍ୟମନ୍ତ୍ରୀ ରହିବେ। ବିହାରରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଗରିଷ୍ଠତା (୧୨୨) । ଏଥର ଯେଉଁ ଦଳ ଏହି ମ୍ୟାଜିକ ନମ୍ବର ଛୁଇଁବ ସେହି ମେଂଟ ସରକାର ଗଠନ କରିବ । 
୨୦୨୦ ବିଧାନସଭା ନିର୍ବାଚନରେ ବିଜେପି ସାନ ଭାଇ, ନୀତିଶ ବଡ଼ ଭାଇ ଭୂମିକା ନେଇଥିଲେ । ଏନଡିଏ ସରକାର ଗଠନ କରିଥିଲା । ଏବେ ସର୍ଭେ ରିପୋର୍ଟରେ ଏନଡିଏ ପୁଣି  ସରକାର ଗଠନ କରିବ ବୋଲି ରିପୋର୍ଟ ପ୍ରକାଶ ପାଉଛି ।

ଗତ ଥର ଯେପରି ଭାଜପା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କ ବଡ଼ ଭାଇ ଭାବରେ ଚିତ୍ରଣ କରି ନିର୍ବାଚନ ଲଢ଼ିଥିଲା।  ଜନତା ଦଳ ୟୁନାଇଟେଡ ୪୩ଟି ଆସନ ଜିତିଥିଲା, ତଥାପି ଭାଜପା ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା।
ଏଥର  ଫଳାଫଳ ନଭେମ୍ବର ୧୪ ରେ ଆସିବ । ବିଜେପି କହିଛି ପୁଣି ଥରେ NDA ସରକାର ହେବ ।’ ନଭେମ୍ବର ୧୪ରେ ଏକ ବିପୁଳ ସଂଖ୍ୟାଗରିଷ୍ଠତା ସହିତ ଏକ ସରକାର ୧୬୦ରୁ ଅଧିକ ଆସନ ଜିତି କ୍ଷମତାକୁ ଫେରି ଆସୁଛି! ବୋଲି ବିଜେପି ନେତା କହୁଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଲେଖିଛନ୍ତି, ‘ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଆଜି ବିହାର ବିଧାନସଭା ନିର୍ବାଚନ ଘୋଷଣାକୁ ମୁଁ ସ୍ବାଗତ କରୁଛି। ନିର୍ବାଚନ ହେଉଛି ଗଣତନ୍ତ୍ରର ସବୁଠାରୁ ବଡ଼ ଉତ୍ସବ। ଏହା ଦେଶ ଏବଂ ରାଜ୍ୟକୁ ବିକାଶ ଏବଂ ସୁଶାସନ ପଥରେ ଆଗକୁ ବଢାଇବାର ପ୍ରାଥମିକ ମାଧ୍ୟମ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ, ବିହାରରେ NDA ସରକାର ଜନ କଲ୍ୟାଣ ଏବଂ ସୁଶାସନର ସମର୍ଥକ ହୋଇଯାଇଛି। ବିହାରରେ ଏହି ନିର୍ବାଚନ ରାଜ୍ୟକୁ ନିରନ୍ତର ବିକାଶ ପଥରେ ନେବା, ଅନୁପ୍ରବେଶରୁ ମୁକ୍ତ କରିବା ଏବଂ ଜଙ୍ଗଲ ରାଜର ପୁନରାବୃତ୍ତିକୁ ରୋକିବା ପାଇଁ ଏକ ନିର୍ବାଚନ। ମୁଁ ବିଶ୍ୱାସ କରୁଛି ଯେ ଗଣତନ୍ତ୍ରର ଜନନୀ ବିହାରର ପବିତ୍ର ଭୂମିର ଲୋକମାନେ ଏହି ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏବଂ NDA ଉପରେ ସେମାନଙ୍କର ଆଶୀର୍ବାଦ ଏବଂ ବିପୁଳ ସମର୍ଥନ ପ୍ରଦାନ କରିବେ।

Share196Tweet123
M M

M M

ଆଜିର ପାଗ

Bhubaneswar
April 16, 2026, 3:24 AM
 

S
Partly cloudy
27°C
2.6 m/s
Apparent: 32°C
Pressure: 1004 mb
Humidity: 90%
Winds: 2.6 m/s S
Windgusts: 11.4 m/s
UV-Index: 0
Precip.: 0mm /3% / Rain
Sunrise: 5:27 AM
Sunset: 6:05 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom