• Latest
  • Trending
ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

Oct-21-2025 05:15 PM IST

ଆସୁଛି ବଡ଼ ବାତ୍ୟା, ସପ୍ତାହେ ଧରି ଛେଚିବ- କାଚିବ

Oct-21-2025 07:32 PM IST
ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

Oct-21-2025 04:38 PM IST
ହମାସକୁ ଧମକ ଦେଲେ ଟ୍ରମ୍ପ, କହିଲେ କଥା ନମାନିଲେ ଧ୍ବଂସ କରିଦେବୁ

ହମାସକୁ ଧମକ ଦେଲେ ଟ୍ରମ୍ପ, କହିଲେ କଥା ନମାନିଲେ ଧ୍ବଂସ କରିଦେବୁ

Oct-21-2025 04:08 PM IST
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

Oct-21-2025 03:37 PM IST
ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

Oct-21-2025 01:20 PM IST
ଗୋଟିଏ ଆସନରେ ମହାଗଠବନ୍ଧନର ଦୁଇ ପ୍ରାର୍ଥୀ, ଫାଇଦା କାହାର ହେବ ?

ଗୋଟିଏ ଆସନରେ ମହାଗଠବନ୍ଧନର ଦୁଇ ପ୍ରାର୍ଥୀ, ଫାଇଦା କାହାର ହେବ ?

Oct-21-2025 12:39 PM IST
ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

Oct-21-2025 12:19 PM IST
କଣ କହୁଛି ଆପଣଙ୍କ ରାଶିଫଳ

କଣ କହୁଛି ଆପଣଙ୍କ ରାଶିଫଳ

Oct-21-2025 07:07 AM IST
ନିଜ ଦମରେ ଲଢ଼ିଲେ ବିଜୟ ସୁନିଶ୍ଚିତ :ମୋଦି

ନିଜ ଦମରେ ଲଢ଼ିଲେ ବିଜୟ ସୁନିଶ୍ଚିତ :ମୋଦି

Oct-20-2025 12:43 PM IST
ବିହାରରେ ଆସନ ଭାଗବଣ୍ଟା ଛିଣ୍ଡୁନି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ଲାଗିରହିଛି ଦ୍ବନ୍ଦ୍ବ

ବିହାରରେ ଆସନ ଭାଗବଣ୍ଟା ଛିଣ୍ଡୁନି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ଲାଗିରହିଛି ଦ୍ବନ୍ଦ୍ବ

Oct-20-2025 11:12 AM IST
  • About
  • Careers
  • Contact Us
Tuesday, October 21, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

by M M
Oct-21-2025 05:15 PM IST
in ଦେଶ ବିଦେଶ
0
ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ
492
SHARES
1.4k
VIEWS
Share on FacebookShare on Twitter

ଦୀପାବଳି ପୂର୍ବଦିନ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର, ଫତେହାବାଦ ଟୋଲ୍ ପ୍ଲାଜାରେ କେହି କର୍ମଚାରୀ ନଥିଲେ । ସେହି ରାସ୍ତା ଦେଇ ଯାଉଥିବା ଯାନବାହନର ଚାଳକମାନେ କିଛି ବୁଝିପାରୁନଥିଲେ । କାରଣ ରାସ୍ତାରେ ବୁମ୍ ବ୍ୟାରିଅର ନଥିଲା ।  କାହାକୁ ରୋକାଯାଉନଥିବାରୁ ଯାତ୍ରୀମାନେ ଟ୍ୟାକ୍ସ ନଦେଇ ଚାଲିଯାଉଥିଲେ । ତେବେ କାହିଁକି ଟୋଲ କର୍ମଚାରୀ ଗାଡ଼ିମାନଙ୍କଠାରୁ ଟୋଲ ଟ୍ୟାକ୍ସ ଆଦାୟ କରୁନଥିଲେ । ତାହା ଜାଣିବା ପାଇଁ ପୋଲିସ ଆସିବାକୁ ପଡ଼ିଥିଲା । ପୋଲିସ ଆସିବା ପରେ ଜଣାପଡିଥିଲା ଯେ, କର୍ମଚାରୀଙ୍କ ଦାବି ମୂତାବକ ବୋନସ କମ୍ପାନି ଦେଇନଥିଲା ।  ଟୋଲ କର୍ମଚାରୀମାନେ ଅଧିକ ବୋନସ ଟଙ୍କା ପାଇଁ କାମ ନକରି ଧାରଣାରେ ବସିଥିଲେ ।  ଦାବି ମୁତାବକ ଦୀପାବଳି ବୋନସ ନଦେବାରୁ ଟୋଲ କର୍ମଚାରୀମାନେ ଏଭଳି କରିବା ପାଇଁ ବଡ଼ ନିଷ୍ପତ୍ତି ନେଇଥିଲେ ।

ହଜାର ହଜାର ଗାଡ଼ି ଦୀପାବଳି ପୂର୍ବ ରାତିରେ ଟୋଲ ଟ୍ୟାକ୍ସ ନଦେଇ ଆଗ୍ରା- ଲକ୍ଷ୍ନୈା- ଏକ୍ସପ୍ରେସ ଓ୍ବେରେ ଯିବା ଆସିବା କରିଥିଲେ ।  ୨୧ ଜଣ ଟୋଲ୍ କର୍ମଚାରୀ ଶନିବାର ରାତିରୁ ନିଜର ଅସନ୍ତୋଷ ପ୍ରକାଶ କରି ଏଭଳି କରିଥିଲେ ।  ରବିବାର ସକାଳ ପର୍ଯ୍ୟନ୍ତ ପ୍ରାୟ ୧୦ ଘଣ୍ଟା ଧରି ସବୁ ବୁମ୍ ବ୍ୟାରିଅର୍ ଉଠାଇ ଦେଇଥିଲେ କର୍ମଚାରୀ। ଫଳରେ ୫ ହଜାରରୁ ଅଧିକ ଗାଡ଼ି ମାଗଣାରେ  ରାସ୍ତା ପାର୍ ହୋଇଯାଇଛି। ଟୋଲ୍ ପରିଚାଳନା କରୁଥିବା ଶ୍ରୀ ସାଇନ୍ ଓ ଡାଟାର କମ୍ପାନୀ ଏଥର ପ୍ରତ୍ୟେକ କର୍ମଚାରୀଙ୍କୁ ମାତ୍ର ୧,୧୦୦ ଟଙ୍କା ବୋନସ୍ ଦେଇଥିଲା । ଗତ ବର୍ଷ ପୂର୍ବ କମ୍ପାନୀ ଅଧୀନରେ ସେମାନେ ୫,୦୦୦ ଟଙ୍କା ଲେଖାଏଁ ପାଇଥିଲେ। ସେଥିପାଇଁ ଏଥର କର୍ମଚାରୀମାନେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ପ୍ଲାଜାରୁ ଲକ୍ଷ ଲକ୍ଷ ଟଙ୍କା ଆୟ ହେଉଛି, କିନ୍ତୁ ଆମକୁ ୧,୧୦୦ ଟଙ୍କା ଦେଇ ଦୀପାବଳି ପାଳନ କରିବାକୁ କୁହାଯାଉଛି ବୋଲି ଜଣେ କର୍ମଚାରୀ କହିଥିଲେ ।

କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ, ମାର୍ଚ୍ଚ ୨୦୨୫ରୁ ନୂଆ ଚୁକ୍ତି ହୋଇଛି । ତେଣୁ  ପୂର୍ଣ୍ଣ ବର୍ଷର ବୋନସ୍ ଦେବା କମ୍ପାନି ପକ୍ଷେ ସମ୍ଭବ ନୁହେଁ । ପୋଲିସ୍ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ। ଅବଶେଷରେ କମ୍ପାନୀ ୧୦% ଦରମା ବୃଦ୍ଧି ଓ ଅନ୍ୟ ସୁବିଧା ଘୋଷଣା କରିବା ପରେ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇଥିଲେ। ତେବେ ଏହି ଘଟଣା ଯୋଗୁଁ ସରକାରଙ୍କୁ ଲକ୍ଷାଧିକ ଟଙ୍କାର ରାଜସ୍ୱ କ୍ଷତି ହୋଇଛି । କିନ୍ତୁ ସେଦିନ ଯାତ୍ରା କରିଥିବା ଗାଡି ମାଲିକମାନେ ଦୀପାବଳି ଏଭଳି ଅଚାନକ ଉପହାର ପାଇ ଖୁସି ଅନୁଭବ କରିଥିଲେ ।

Share197Tweet123
M M

M M

ଆଜିର ପାଗ

Bhubaneswar
October 21, 2025, 10:00 PM
 

E
Mainly clear
27°C
0.5 m/s
Apparent: 31°C
Pressure: 1010 mb
Humidity: 97%
Winds: 0.5 m/s E
Windgusts: 8.9 m/s
UV-Index: 0
Precip.: 0mm /53% / Rain
Sunrise: 5:43 AM
Sunset: 5:18 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ଆସୁଛି ବଡ଼ ବାତ୍ୟା, ସପ୍ତାହେ ଧରି ଛେଚିବ- କାଚିବ

October 21, 2025
ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

October 21, 2025
ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

October 21, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom