• Latest
  • Trending
ପୋଳିସ ଏସଆଇ ସ୍କାମ୍ : କଂଗ୍ରେସ ଦାବି କଲା ସିବିଆଇ ତଦନ୍ତ

ପୋଳିସ ଏସଆଇ ସ୍କାମ୍ : କଂଗ୍ରେସ ଦାବି କଲା ସିବିଆଇ ତଦନ୍ତ

Oct-05-2025 10:10 AM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
ବଜେଟ ପରେ ସୁନା ବଢ଼ିଲା ନା କମିଲା ?

ବଜେଟ ପରେ ସୁନା ବଢ଼ିଲା ନା କମିଲା ?

Feb-01-2026 06:18 PM IST
ବଜେଟ୍ ୨୦୨୬ , ବଡ଼ ଆଶା

ବଜେଟ୍ ୨୦୨୬ , ବଡ଼ ଆଶା

Feb-01-2026 11:20 AM IST
ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

Jan-31-2026 11:30 PM IST
T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

Jan-31-2026 11:27 PM IST
ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

Jan-31-2026 11:25 PM IST
ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

Jan-31-2026 11:22 PM IST
  • About
  • Careers
  • Contact Us
Monday, February 2, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ପୋଳିସ ଏସଆଇ ସ୍କାମ୍ : କଂଗ୍ରେସ ଦାବି କଲା ସିବିଆଇ ତଦନ୍ତ

by M M
Oct-05-2025 10:10 AM IST
in ବଡ଼ ଖବର, ବିଶେଷ
0
ପୋଳିସ ଏସଆଇ ସ୍କାମ୍ : କଂଗ୍ରେସ ଦାବି କଲା ସିବିଆଇ ତଦନ୍ତ
491
SHARES
1.4k
VIEWS
Share on FacebookShare on Twitter

ଓଡ଼ିଶା ପୋଲିସ୍ ରିକ୍ରୁଟମେଣ୍ଟ ବୋର୍ଡ ଏବେ ପ୍ରଶ୍ନ ଘେରରେ  । 933ଟି ସବ୍-ଇନସପେକ୍ଟର ପଦ ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତିଠାରୁ ଆରମ୍ଭ କରି ପରୀକ୍ଷା ପରିଚାଳନା, ସିସିଟିଭି ରେକର୍ଡିଂ ଓ ଚୂଡ଼ାନ୍ତ ଯୋଗ୍ୟ ପ୍ରାର୍ଥୀ ତାଲିକା ତିଆରି ପର୍ଯ୍ୟନ୍ତ ସମସ୍ତ କାମକୁ କେମିତି  ଟେକିଦେଇଥିଲା କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ କମ୍ପାନୀ- ITI Ltdକୁ। ଟେଲିଯୋଗାଯୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ଏହି କେନ୍ଦ୍ରୀୟ ନିଗମ-ITI Ltd 3 କୋଟି ଟଙ୍କାରେ ଏହି ଟେଣ୍ଡର ପାଇଥିଲା। କିନ୍ତୁ ଟେଷ୍ଟର ପାଇବା ପରେ ପୁଣି ଅନ୍ୟ ସଂସ୍ଥାକୁ ପ୍ରଶ୍ନପତ୍ର ତିଆର କରିବା ପାଇଁ କାହିଁକି ଚାହିଁଥିଲା ତାହା ବଡ଼ ପ୍ରଶ୍ନ । ବ୍ରହ୍ମପୁର ପୋଲିସ୍ ୧୧୭ଟି ଗିରଫ କରିବା ପରେ ସବୁ କିଛି ଲୋକଲୋଚନକୁ ଆସିଥିଲା ।  DSP ରତ୍ନପ୍ରଭା ଶତପଥୀ ନେତୃତ୍ୱରେ କ୍ରାଇମ୍ ବ୍ରାଞ୍ଚ୍ ତଦନ୍ତ ଚାଲୁରଖିଛି ।

 

ପୋଲିସ ଏସଆଇ ପରୀକ୍ଷାରେ ଜାଲିଆତିକୁ ନେଇ କଂଗ୍ରେସ ସିବିଆଇ ତଦନ୍ତ ଦାବି କରିଛି । ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଏଭଳି ଦୁର୍ନୀତି ବର୍ଷ ବର୍ଷ ଧରି ଚାଲିଛି । ପ୍ରଥମେ ବିଜେଡି କହୁଥିଲା ଆମେ ଦୁର୍ନୀତି ରୋକିବୁ । କିନ୍ତୁ ଦୁର୍ନୀତି ଚାଲୁଥିଲା । ଏବେ ବିଜେପି ଦୁର୍ନୀତି ରୋକିବ କହି ସରକାରକୁ ଆସିଛି । କିନ୍ତୁ ପିଲାମାନେ ଚାକିରି ପାଉନାହାଁନ୍ତି । ବିଭିନ୍ନ ଚାକିରି କିଣାବିକା ହେଉଛି । ପ୍ରକୃତ ପିଲା ଚାକିରି ପାଉନାହାଁନ୍ତି ।

BJD CBI ତଦନ୍ତ ଦାବି କରୁଛି । ଆସନ୍ତା  ୬ ତାରିଖରେ ରାଜରାସ୍ତା ଆନ୍ଦୋଳନର ଚେତାବନୀ ଦେଇଛି ।  ଗୃହ ସଚିବ ଓ OPRB ଅଧ୍ୟକ୍ଷଙ୍କୁ ତଦନ୍ତ ପକ୍ଷଭୂତ କରିବାକୁ ଦାବି କରିଛି । BJP ଏହାକୁ ‘ଚୋର୍ ମଚାଏ ସୋର୍’ କହି ଖଣ୍ଡନ କରି, ଦୋଷୀଙ୍କୁ ଜେଲ୍ ପଠାଇବାକୁ କହିଛି।

ପୋଲିସ ଏସଆଇ ପରୀକ୍ଷା ସିଷ୍ଟମକୁ  ଦେଖିଲେ ଅନେକ ପ୍ରଶ୍ନ ଉଠୁଛି ।  OPRB ପରୀକ୍ଷା କରିବା କଥା । କିନ୍ତୁ ଓପିଆରବି ସମସ୍ତ କାମ (ପ୍ରଶ୍ନପତ୍ର ପ୍ରସ୍ତୁତି, OMR ସିଟ୍, ପରୀକ୍ଷା ପରିଚାଳନା, CCTV ରେକର୍ଡିଂ, ଫଳାଫଳ ତିଆରି) କେନ୍ଦ୍ରୀୟ PSU ITI Ltd.କୁ ୩ କୋଟିରୁ ଅଧିକ ଟଙ୍କାରେ ଟେଣ୍ଡର ଦେଇଥିଲା।  ଏଭଳି କାର୍ଯ୍ୟ ପାଇଁ ଟେଣ୍ଡର ଦ୍ବାରା ଅନ୍ୟ ଉପରେ ନିର୍ଭର କରିବା କେତେଦୂର ଠିକ୍  ।  ସେପଟେ କେନ୍ଦ୍ରୀୟ ITI ଏହାକୁ ଭୁବନେଶ୍ୱର-ଆଧାରିତ Silicon Techlab Pvt Ltd.କୁ ସବ୍-କଣ୍ଟ୍ରାକ୍ଟ୍ କରିଥିଲା । ଏହା ପରେ ସିଲିକନ ଟେକ ଲ୍ୟାବ୍ Berhampur-ଆଧାରିତ Panchsoft Technologies Pvt Ltd.କୁ ଦେଇଥିଲା। ଏଭଳି  ଚେନ୍‌ରେ ଜାଲିଆତି ହୋଇ କିପରି ପ୍ରଶ୍ନପତ୍ର ତିଆର ହେଉଛି ତାକୁ ନେଇ ସାଂଘାତିକ ତଥ୍ୟ ଏବେ ବାହାରୁଛି ।

ସ୍କାମ୍‌ରେ ପ୍ରାର୍ଥୀମାନଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା । ୧୦ ଲକ୍ଷ ଏଡଭାନ୍ସ୍ ପିଲାମାନେ ଦେଇଥିଲେ ।  ବାକି ୧୫ ଲକ୍ଷ ଚାକିରି ପରେ ଦେଇଥାନ୍ତେ । ପ୍ରତିଟି SI ପଦ ପାଇଁ ପ୍ରତିଶ୍ରୁତି ଦେଇ ଦଳାଲମାନେ ପ୍ରଶ୍ନପତ୍ର ଓ ଚୟନର ବ୍ୟବସ୍ଥା କରିଥିଲେ। ଅନେକ ପ୍ରାର୍ଥୀଙ୍କଠୁ ଅରିଜିନାଲ୍ ସାର୍ଟିଫିକେଟ୍ ଓ ବ୍ଲାଙ୍କ୍ ଚେକ୍ ମଧ୍ୟ ଦଲାଲ ନେଇଯାଇଛନ୍ତି ।

ପଂଚସପ୍ଟ ନିର୍ଦ୍ଦେଶକ ଶଙ୍କର ପ୍ରୁଷ୍ଟି । ଯିଏକି ଏବେ BJP ସଦସ୍ୟ ଅଛନ୍ତି । ତାଙ୍କ ଘର ସେରଗଡ଼, ଗଞ୍ଜାମରେ ।  ଅନ୍ୟ ଦଲାଲମାନଙ୍କ ମଧ୍ୟରେ ବିଶ୍ୱରଞ୍ଜନ ବେହେରା ଅଛନ୍ତି ।  Silicon Techlabର ନିର୍ଦ୍ଦେଶକ ସୁରେଶ୍  ନାୟକ ଅଛନ୍ତି । ଏହି ଦୁର୍ନୀତି ହେଉଥିବା ଜାଣିଛନ୍ତି ନା ନାହିଁ ତଦନ୍ତ ପରେ ଜଣାପଡିବ ।

OPRBର ଅଧ୍ୟକ୍ଷ ସୁଶାନ୍ତ ନାଥ ଜାଣିଥିଲେ କି ନାହିଁ-

SILICON TECHLAB PRIVATE LIMITED ସବ୍କଣ୍ଟ୍ରାକ୍ଟରେ ପରୀକ୍ଷା ପରିଚାଳନା କାମ ପାଇ  PANCHSOFT TECHNOLOGIES PRIVATE LIMITEDକୁ ଦେଇଦେଲା କେମିତି? । ଯାହାର ନିର୍ଦ୍ଦେଶକ ଅଛନ୍ତି- ଶଙ୍କର ପୃଷ୍ଟି ଓ ଦୀପ୍ତିମୟୀ ସାହୁ। ଶଙ୍କରଙ୍କର ପୂର୍ବରୁ ଜେଲ ଯିବା ଭଳି ଅତ୍ୟନ୍ତ ବିବାଦୀୟ ଅପରାଧିକ ରେକର୍ଡ ଥିଲେ ବି ବସ୍ତୁତଃ କାମ ପାଇବାରେ ଅସୁବିଧା ହେଲାନି। ଆଉ ଏସବୁ OPRBର ଅଧ୍ୟକ୍ଷ ସୁଶାନ୍ତ ନାଥ ଜାଣିଥିଲେ କି ନାହିଁ, ଯଦି ଜାଣିଥିଲେ କେମିତି ଚୁପ୍ ବସିଥିଲେ ତାକୁ ନେଇ ଉଠିଛି ପ୍ରଶ୍ନ।….

 

OPRB ସବ-ଇନସପେକ୍ଟର ବା ଏସଆଇ ଭଳି କିଛି ଗ୍ରୁପ୍-ବି ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରେନି। ଟେଣ୍ଡର ମାଧ୍ୟମରେ ସବୁ କାମ ଟେକିଦିଏ  ITI Ltd ଭଳି କେନ୍ଦ୍ରୀୟ ସରକାରୀ ନିଗମକୁ। ଆଉ କେନ୍ଦ୍ରୀୟ ନିଗମ ତାକୁ ସିଲିକନ୍ ଟେକଲାବ୍ ଭଳି ଘରୋଇ କମ୍ପାନୀ ଓ ତା’ ପରେ ସିଲିକନ୍ ପଞ୍ଚସଫ୍ଟ ଭଳି  କମ୍ପାନୀଗୁଡ଼ିକୁ କାମ ଦେଇ ବସିପଡ଼ନ୍ତି। ତାପରେ ଦଲାଲମାନେ ଟଙ୍କା ରୋଜଗାରରେ ଲାଗିପଡ଼ନ୍ତି ।

ITI Ltd କାମ ପାଇଯିବା ପରେ ଭୁବନେଶ୍ବର ପଟିଆର ଡିଏଲଏଫ୍ ବିଲଡିଂରେ ଥିବା SILICON TECHLAB PRIVATE LIMITEDକୁ ଦେଇ ଥିଲା  ଯାହାର ନିର୍ଦ୍ଦେଶକ ଭିତରେ ଅଛନ୍ତି- ସୁରେଶ ଚନ୍ଦ୍ର ନାୟକ, ସଂଗ୍ରାମ କେଶରୀ ମହାନ୍ତି, ସମୀର କୁମାର ରଥ, ଶାଶ୍ବତୀ ମିଶ୍ର ଓ ଶ୍ରୀନିବାସ ଭେଙ୍କଟରମଣା ଏରାଙ୍କି। ଏମାନଙ୍କୁ କ୍ରାଇମ ବ୍ରାଂଚ ଜେରା କରିବ କି ?

Share196Tweet123
M M

M M

ଆଜିର ପାଗ

Bhubaneswar
February 2, 2026, 8:45 AM
 

N
Overcast
21°C
0.6 m/s
Apparent: 23°C
Pressure: 1018 mb
Humidity: 88%
Winds: 0.6 m/s N
Windgusts: 6.5 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:38 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

February 1, 2026
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

February 1, 2026
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

February 1, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom