• Latest
  • Trending
ପୋଳିସ ଏସଆଇ ସ୍କାମ୍ : କଂଗ୍ରେସ ଦାବି କଲା ସିବିଆଇ ତଦନ୍ତ

ପୋଳିସ ଏସଆଇ ସ୍କାମ୍ : କଂଗ୍ରେସ ଦାବି କଲା ସିବିଆଇ ତଦନ୍ତ

Oct-05-2025 10:10 AM IST
ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

Nov-17-2025 10:01 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Nov-17-2025 09:04 AM IST
ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

Nov-16-2025 11:51 AM IST
ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ଶତକକୁ ନେଇ ଚର୍ଚ୍ଚା

ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ଶତକକୁ ନେଇ ଚର୍ଚ୍ଚା

Nov-16-2025 11:13 AM IST
ନାୟକର ନାଁ ନୀତିଶ କୁମାର; ଦଶ ହଜାରିଆ ଜିତିବାର ଫର୍ମୁଲା

ନାୟକର ନାଁ ନୀତିଶ କୁମାର; ଦଶ ହଜାରିଆ ଜିତିବାର ଫର୍ମୁଲା

Nov-16-2025 11:04 AM IST
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

Nov-16-2025 10:06 AM IST

କ’ଣ କହୁଛି ଆଜିର ରାଶିଫଳ

Nov-16-2025 10:01 AM IST
କିଏ ଜିତିବ କୋଲକତା ଟେଷ୍ଟ ?

କିଏ ଜିତିବ କୋଲକତା ଟେଷ୍ଟ ?

Nov-15-2025 07:06 PM IST
ଜିତିପାରିଲେନି ଜନସୁରାଜ ଦଳର ମନୀଷ କଶ୍ୟପ, ବିଜେପି ପ୍ରାର୍ଥୀଙ୍କୁ ହରାଇଲେ

ଜିତିପାରିଲେନି ଜନସୁରାଜ ଦଳର ମନୀଷ କଶ୍ୟପ, ବିଜେପି ପ୍ରାର୍ଥୀଙ୍କୁ ହରାଇଲେ

Nov-15-2025 06:59 PM IST

ବିର୍ସା ମୁଣ୍ଡା ଦେଶର ସଂସ୍କୃତିର ରକ୍ଷକ ଥିଲେ: ଡ. ଯତୀନ ମହାନ୍ତି

Nov-15-2025 06:50 PM IST
  • About
  • Careers
  • Contact Us
Tuesday, November 18, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ପୋଳିସ ଏସଆଇ ସ୍କାମ୍ : କଂଗ୍ରେସ ଦାବି କଲା ସିବିଆଇ ତଦନ୍ତ

by M M
Oct-05-2025 10:10 AM IST
in ବଡ଼ ଖବର, ବିଶେଷ
0
ପୋଳିସ ଏସଆଇ ସ୍କାମ୍ : କଂଗ୍ରେସ ଦାବି କଲା ସିବିଆଇ ତଦନ୍ତ
491
SHARES
1.4k
VIEWS
Share on FacebookShare on Twitter

ଓଡ଼ିଶା ପୋଲିସ୍ ରିକ୍ରୁଟମେଣ୍ଟ ବୋର୍ଡ ଏବେ ପ୍ରଶ୍ନ ଘେରରେ  । 933ଟି ସବ୍-ଇନସପେକ୍ଟର ପଦ ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତିଠାରୁ ଆରମ୍ଭ କରି ପରୀକ୍ଷା ପରିଚାଳନା, ସିସିଟିଭି ରେକର୍ଡିଂ ଓ ଚୂଡ଼ାନ୍ତ ଯୋଗ୍ୟ ପ୍ରାର୍ଥୀ ତାଲିକା ତିଆରି ପର୍ଯ୍ୟନ୍ତ ସମସ୍ତ କାମକୁ କେମିତି  ଟେକିଦେଇଥିଲା କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ କମ୍ପାନୀ- ITI Ltdକୁ। ଟେଲିଯୋଗାଯୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ଏହି କେନ୍ଦ୍ରୀୟ ନିଗମ-ITI Ltd 3 କୋଟି ଟଙ୍କାରେ ଏହି ଟେଣ୍ଡର ପାଇଥିଲା। କିନ୍ତୁ ଟେଷ୍ଟର ପାଇବା ପରେ ପୁଣି ଅନ୍ୟ ସଂସ୍ଥାକୁ ପ୍ରଶ୍ନପତ୍ର ତିଆର କରିବା ପାଇଁ କାହିଁକି ଚାହିଁଥିଲା ତାହା ବଡ଼ ପ୍ରଶ୍ନ । ବ୍ରହ୍ମପୁର ପୋଲିସ୍ ୧୧୭ଟି ଗିରଫ କରିବା ପରେ ସବୁ କିଛି ଲୋକଲୋଚନକୁ ଆସିଥିଲା ।  DSP ରତ୍ନପ୍ରଭା ଶତପଥୀ ନେତୃତ୍ୱରେ କ୍ରାଇମ୍ ବ୍ରାଞ୍ଚ୍ ତଦନ୍ତ ଚାଲୁରଖିଛି ।

 

ପୋଲିସ ଏସଆଇ ପରୀକ୍ଷାରେ ଜାଲିଆତିକୁ ନେଇ କଂଗ୍ରେସ ସିବିଆଇ ତଦନ୍ତ ଦାବି କରିଛି । ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଏଭଳି ଦୁର୍ନୀତି ବର୍ଷ ବର୍ଷ ଧରି ଚାଲିଛି । ପ୍ରଥମେ ବିଜେଡି କହୁଥିଲା ଆମେ ଦୁର୍ନୀତି ରୋକିବୁ । କିନ୍ତୁ ଦୁର୍ନୀତି ଚାଲୁଥିଲା । ଏବେ ବିଜେପି ଦୁର୍ନୀତି ରୋକିବ କହି ସରକାରକୁ ଆସିଛି । କିନ୍ତୁ ପିଲାମାନେ ଚାକିରି ପାଉନାହାଁନ୍ତି । ବିଭିନ୍ନ ଚାକିରି କିଣାବିକା ହେଉଛି । ପ୍ରକୃତ ପିଲା ଚାକିରି ପାଉନାହାଁନ୍ତି ।

BJD CBI ତଦନ୍ତ ଦାବି କରୁଛି । ଆସନ୍ତା  ୬ ତାରିଖରେ ରାଜରାସ୍ତା ଆନ୍ଦୋଳନର ଚେତାବନୀ ଦେଇଛି ।  ଗୃହ ସଚିବ ଓ OPRB ଅଧ୍ୟକ୍ଷଙ୍କୁ ତଦନ୍ତ ପକ୍ଷଭୂତ କରିବାକୁ ଦାବି କରିଛି । BJP ଏହାକୁ ‘ଚୋର୍ ମଚାଏ ସୋର୍’ କହି ଖଣ୍ଡନ କରି, ଦୋଷୀଙ୍କୁ ଜେଲ୍ ପଠାଇବାକୁ କହିଛି।

ପୋଲିସ ଏସଆଇ ପରୀକ୍ଷା ସିଷ୍ଟମକୁ  ଦେଖିଲେ ଅନେକ ପ୍ରଶ୍ନ ଉଠୁଛି ।  OPRB ପରୀକ୍ଷା କରିବା କଥା । କିନ୍ତୁ ଓପିଆରବି ସମସ୍ତ କାମ (ପ୍ରଶ୍ନପତ୍ର ପ୍ରସ୍ତୁତି, OMR ସିଟ୍, ପରୀକ୍ଷା ପରିଚାଳନା, CCTV ରେକର୍ଡିଂ, ଫଳାଫଳ ତିଆରି) କେନ୍ଦ୍ରୀୟ PSU ITI Ltd.କୁ ୩ କୋଟିରୁ ଅଧିକ ଟଙ୍କାରେ ଟେଣ୍ଡର ଦେଇଥିଲା।  ଏଭଳି କାର୍ଯ୍ୟ ପାଇଁ ଟେଣ୍ଡର ଦ୍ବାରା ଅନ୍ୟ ଉପରେ ନିର୍ଭର କରିବା କେତେଦୂର ଠିକ୍  ।  ସେପଟେ କେନ୍ଦ୍ରୀୟ ITI ଏହାକୁ ଭୁବନେଶ୍ୱର-ଆଧାରିତ Silicon Techlab Pvt Ltd.କୁ ସବ୍-କଣ୍ଟ୍ରାକ୍ଟ୍ କରିଥିଲା । ଏହା ପରେ ସିଲିକନ ଟେକ ଲ୍ୟାବ୍ Berhampur-ଆଧାରିତ Panchsoft Technologies Pvt Ltd.କୁ ଦେଇଥିଲା। ଏଭଳି  ଚେନ୍‌ରେ ଜାଲିଆତି ହୋଇ କିପରି ପ୍ରଶ୍ନପତ୍ର ତିଆର ହେଉଛି ତାକୁ ନେଇ ସାଂଘାତିକ ତଥ୍ୟ ଏବେ ବାହାରୁଛି ।

ସ୍କାମ୍‌ରେ ପ୍ରାର୍ଥୀମାନଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା । ୧୦ ଲକ୍ଷ ଏଡଭାନ୍ସ୍ ପିଲାମାନେ ଦେଇଥିଲେ ।  ବାକି ୧୫ ଲକ୍ଷ ଚାକିରି ପରେ ଦେଇଥାନ୍ତେ । ପ୍ରତିଟି SI ପଦ ପାଇଁ ପ୍ରତିଶ୍ରୁତି ଦେଇ ଦଳାଲମାନେ ପ୍ରଶ୍ନପତ୍ର ଓ ଚୟନର ବ୍ୟବସ୍ଥା କରିଥିଲେ। ଅନେକ ପ୍ରାର୍ଥୀଙ୍କଠୁ ଅରିଜିନାଲ୍ ସାର୍ଟିଫିକେଟ୍ ଓ ବ୍ଲାଙ୍କ୍ ଚେକ୍ ମଧ୍ୟ ଦଲାଲ ନେଇଯାଇଛନ୍ତି ।

ପଂଚସପ୍ଟ ନିର୍ଦ୍ଦେଶକ ଶଙ୍କର ପ୍ରୁଷ୍ଟି । ଯିଏକି ଏବେ BJP ସଦସ୍ୟ ଅଛନ୍ତି । ତାଙ୍କ ଘର ସେରଗଡ଼, ଗଞ୍ଜାମରେ ।  ଅନ୍ୟ ଦଲାଲମାନଙ୍କ ମଧ୍ୟରେ ବିଶ୍ୱରଞ୍ଜନ ବେହେରା ଅଛନ୍ତି ।  Silicon Techlabର ନିର୍ଦ୍ଦେଶକ ସୁରେଶ୍  ନାୟକ ଅଛନ୍ତି । ଏହି ଦୁର୍ନୀତି ହେଉଥିବା ଜାଣିଛନ୍ତି ନା ନାହିଁ ତଦନ୍ତ ପରେ ଜଣାପଡିବ ।

OPRBର ଅଧ୍ୟକ୍ଷ ସୁଶାନ୍ତ ନାଥ ଜାଣିଥିଲେ କି ନାହିଁ-

SILICON TECHLAB PRIVATE LIMITED ସବ୍କଣ୍ଟ୍ରାକ୍ଟରେ ପରୀକ୍ଷା ପରିଚାଳନା କାମ ପାଇ  PANCHSOFT TECHNOLOGIES PRIVATE LIMITEDକୁ ଦେଇଦେଲା କେମିତି? । ଯାହାର ନିର୍ଦ୍ଦେଶକ ଅଛନ୍ତି- ଶଙ୍କର ପୃଷ୍ଟି ଓ ଦୀପ୍ତିମୟୀ ସାହୁ। ଶଙ୍କରଙ୍କର ପୂର୍ବରୁ ଜେଲ ଯିବା ଭଳି ଅତ୍ୟନ୍ତ ବିବାଦୀୟ ଅପରାଧିକ ରେକର୍ଡ ଥିଲେ ବି ବସ୍ତୁତଃ କାମ ପାଇବାରେ ଅସୁବିଧା ହେଲାନି। ଆଉ ଏସବୁ OPRBର ଅଧ୍ୟକ୍ଷ ସୁଶାନ୍ତ ନାଥ ଜାଣିଥିଲେ କି ନାହିଁ, ଯଦି ଜାଣିଥିଲେ କେମିତି ଚୁପ୍ ବସିଥିଲେ ତାକୁ ନେଇ ଉଠିଛି ପ୍ରଶ୍ନ।….

 

OPRB ସବ-ଇନସପେକ୍ଟର ବା ଏସଆଇ ଭଳି କିଛି ଗ୍ରୁପ୍-ବି ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରେନି। ଟେଣ୍ଡର ମାଧ୍ୟମରେ ସବୁ କାମ ଟେକିଦିଏ  ITI Ltd ଭଳି କେନ୍ଦ୍ରୀୟ ସରକାରୀ ନିଗମକୁ। ଆଉ କେନ୍ଦ୍ରୀୟ ନିଗମ ତାକୁ ସିଲିକନ୍ ଟେକଲାବ୍ ଭଳି ଘରୋଇ କମ୍ପାନୀ ଓ ତା’ ପରେ ସିଲିକନ୍ ପଞ୍ଚସଫ୍ଟ ଭଳି  କମ୍ପାନୀଗୁଡ଼ିକୁ କାମ ଦେଇ ବସିପଡ଼ନ୍ତି। ତାପରେ ଦଲାଲମାନେ ଟଙ୍କା ରୋଜଗାରରେ ଲାଗିପଡ଼ନ୍ତି ।

ITI Ltd କାମ ପାଇଯିବା ପରେ ଭୁବନେଶ୍ବର ପଟିଆର ଡିଏଲଏଫ୍ ବିଲଡିଂରେ ଥିବା SILICON TECHLAB PRIVATE LIMITEDକୁ ଦେଇ ଥିଲା  ଯାହାର ନିର୍ଦ୍ଦେଶକ ଭିତରେ ଅଛନ୍ତି- ସୁରେଶ ଚନ୍ଦ୍ର ନାୟକ, ସଂଗ୍ରାମ କେଶରୀ ମହାନ୍ତି, ସମୀର କୁମାର ରଥ, ଶାଶ୍ବତୀ ମିଶ୍ର ଓ ଶ୍ରୀନିବାସ ଭେଙ୍କଟରମଣା ଏରାଙ୍କି। ଏମାନଙ୍କୁ କ୍ରାଇମ ବ୍ରାଂଚ ଜେରା କରିବ କି ?

Share196Tweet123
M M

M M

ଆଜିର ପାଗ

Bhubaneswar
November 18, 2025, 12:16 AM
 

N
Partly cloudy
17°C
0.8 m/s
Apparent: 17°C
Pressure: 1016 mb
Humidity: 75%
Winds: 0.8 m/s N
Windgusts: 7.6 m/s
UV-Index: 0
Precip.: 0mm /0% / Rain
Sunrise: 5:57 AM
Sunset: 5:06 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

November 17, 2025
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

November 17, 2025
ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

November 16, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom