ବିଜେପୁରରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର । ବୁଧବାର ବିଜେପୁରରେ ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ୍ କହିଛନ୍ତି, ସବୁ ନିର୍ବାଚନମଣ୍ଡଳୀର ଲୋକ ଚାହାଁନ୍ତି ତାଙ୍କ ନିର୍ବାଚନମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ଠିଆ ହୁଅନ୍ତୁ । https://www.youtube.com/watch?v=eq6NXjVE9v4