• Latest
  • Trending

ଅନଲାଇନରେ ଟଙ୍କା ରୋଜଗାର ନିଶା ଛାଡିଗଲା, ଠକାମି ପରେ ଥାନାର ଦ୍ବାରସ୍ଥ ହେଲେ ଲୋକେ

Sep-05-2025 11:20 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-07-2026 09:22 AM IST
ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

Feb-06-2026 09:20 PM IST
ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

Feb-06-2026 09:18 PM IST
ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି

ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି

Feb-06-2026 09:15 PM IST
ସମୁଦ୍ର ଭିତରେ ହଜିଗଲା ଓଡ଼ିଆ ପୁଅ, ସମୁଦ୍ରରେ ସର୍ଚ୍ଚ ଅପରେସନରୁ ମିଳିଲା କି ସୁରାକ ?

ସମୁଦ୍ର ଭିତରେ ହଜିଗଲା ଓଡ଼ିଆ ପୁଅ, ସମୁଦ୍ରରେ ସର୍ଚ୍ଚ ଅପରେସନରୁ ମିଳିଲା କି ସୁରାକ ?

Feb-06-2026 09:12 PM IST
ପ୍ରଧାନମନ୍ତ୍ରୀଙ୍କ ଗୁରୁ ମନ୍ତ୍ର, ମାର୍କ ଏକ ବେମାର

ପ୍ରଧାନମନ୍ତ୍ରୀଙ୍କ ଗୁରୁ ମନ୍ତ୍ର, ମାର୍କ ଏକ ବେମାର

Feb-06-2026 09:09 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-06-2026 06:15 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-05-2026 06:57 AM IST
ସବୁବେଳେ ପ୍ରଶାସନ ତପ୍ତର ରହୁ କେବଳ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କାହିଁକି ?

ସବୁବେଳେ ପ୍ରଶାସନ ତପ୍ତର ରହୁ କେବଳ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କାହିଁକି ?

Feb-05-2026 06:55 AM IST
ସଂସଦରେ ଶବ୍ଦର ଯୁଦ୍ଧ, ରାହୁଲ-ବିଟ୍ଟୁ ମୁହାଁମୁହିଁ, ‘ଗଦ୍ଦାର’ କିଏ ?

ସଂସଦରେ ଶବ୍ଦର ଯୁଦ୍ଧ, ରାହୁଲ-ବିଟ୍ଟୁ ମୁହାଁମୁହିଁ, ‘ଗଦ୍ଦାର’ କିଏ ?

Feb-05-2026 07:39 AM IST
  • About
  • Careers
  • Contact Us
Saturday, February 7, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ଅନଲାଇନରେ ଟଙ୍କା ରୋଜଗାର ନିଶା ଛାଡିଗଲା, ଠକାମି ପରେ ଥାନାର ଦ୍ବାରସ୍ଥ ହେଲେ ଲୋକେ

by M M
Sep-05-2025 11:20 AM IST
in ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ହ୍ୟିଉଜ୍ ଆପ୍ କାଟିଦେଲା ଲୋଭାଶକ୍ତ ଙ୍କ ଫ୍ୟୁଜ୍, ରାତାରାତି ଲକ୍ଷପତି ହେବା ଆଶାରେ Online app ରେ ଟଙ୍କା ବିନିଯୋଗ କରିବା ନିଶା ଉତ୍ତୁରି ଗଲା ଶେଷରେ ଥାନା ଆଗରେ ଅଭିଯୋଗ ପତ୍ର ଧରି ଛିଡା ହୋଇଛନ୍ତି ଶହ ଶହ ଲୋକେ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଅଞ୍ଚଳରେ । ସୂଚନା ଅନୁଯାୟୀ ନିଶ୍ଚିନ୍ତକୋଇଲି ବଜାର ରେ ପାତ୍ର ମଲ୍ଟି ମିଡିଆ ନାଁ ରେ ଏକ ଡିଜିଟାଲ ଷ୍ଟୁଡ଼ିଆ ଖୋଲା ହୋଇଛି, ଯେଉଁ ଷ୍ଟୁଡିଓ ଏବେ ଚର୍ଚ୍ଚାକୁ ଆସିଛି । ଷ୍ଟୁଡିଓର ମାଲିକ ଅକ୍ଷୟ ପାତ୍ର କିଛି ମାସ ହେବ ହ୍ୟୁଜ ଇଣ୍ଡିଆ ଲିମିଟେଡ ଆପ୍ Huge india limited app ର ଫ୍ରାନଚାଇଜ୍ ଆଣି ସେଇ app ରେ ୧୬,୫୦୦ ଟଙ୍କା ଇନଭେଷ୍ଟ କରି ଖେଳୁଥିଲେ ଅନଲାଇନ୍ ଗେମ୍ , ଏବଂ ରୋଜଗାର କରୁଥିଲେ ଲକ୍ଷ ଲକ୍ଷ ଟଙ୍କା , ସାଧାରଣ ଲୋକଙ୍କୁ ରୋଜଗାର କରିବା କହି ସେମାନଙ୍କ ଟଙ୍କା ବିନିଯୋଗ କରି କମ୍ପାନୀ ରୁ ପାଉଥିଲି ଲକ୍ଷ ଲକ୍ଷ କମିଶନ ।ଶେଷରେ ସାଧାରଣ ଲୋକଙ୍କୁ ଚୂନ ଲଗାଇ ୱେବ୍ ସାଇଟ୍ ରୁ ଚମ୍ପଟ୍ ମାରିଲା ହ୍ୟିଉଜ୍ ଆପ୍ । କେବଳ ସେତିକି ନୁହେଁ ନିଶ୍ଚିନ୍ତକୋଇଲି,କେନ୍ଦ୍ରାପଡ଼ା, ଜଗତସିଂପୁର, ବାଲିଚନ୍ଦ୍ରପୁର, କେନ୍ଦ୍ରାପଡ଼ା ସମେତ କଟକ ଜିଲ୍ଲାରୁ ସାଧାରଣ ଲୋକଙ୍କ ଠାରୁ ହ୍ୟିଉଜ୍ ଆପ୍ ଠକି ନେଲା କୋଟି କୋଟି ଟଙ୍କା, ସୂଚନା ଅନୁଯାୟୀ ନିଶ୍ଚିନ୍ତକୋଇଲି ଅଞ୍ଚଳରେ ପାତ୍ର ମଲ୍ଟିମିଡ଼ିଆ ରୁ ଆରମ୍ଭ ହୋଇଥିଲା ଅନଲାଇନ ଆପ ହ୍ୟୁଜ୍ , ହ୍ବାଟସ୍ ଆପ୍ ରେ ହ୍ୟୁଜ୍ ବସ୍ ଚଲେଇଥିଲା ମିଛ ଲିଙ୍କ ଏବଂ ରାତାରାତି ବଡ଼ ଲୋକ ହେବାର ଲୋଭ ଦେଖାଇ ଲୁଟିଥିଲା କୋଟି କୋଟି ଟଙ୍କା । ଏବେ ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଏଇ scam ର ଶୀକାର ହୋଇଥିବା ସାଧାରଣ ଲୋକେ ଏବେ ଥାନାରେ ଦ୍ବାରସ୍ଥ ହୋଇଛନ୍ତି , ଟଙ୍କା କେମିତି ମିଳିବ ସେଥିପାଇଁ ଚିନ୍ତାରେ ଲୋକେ । ସାମାଜିକ ଗଣମାଧ୍ୟମରେ ବାରମ୍ୱାର ସତର୍କ କରାଯିବା ସତ୍ତ୍ୱେ କାହିଁକି ଏଭଳି ଫ୍ରଡ୍ ଆପ୍ ରେ ଇନକମ ଆଶାରେ ସ୍କାମ ର ଶୀକାର ହେଉଛନ୍ତି ଲୋକେ । ଦେଖିବାକୁ ବାକି ରହିଲା କେବେ ଏଭଳି ଠକ ସଂସ୍ଥାରୁ ନିବୃତ ହେଉଛନ୍ତି ଲୋକେ ।

Share196Tweet123
M M

M M

ଆଜିର ପାଗ

Bhubaneswar
February 7, 2026, 9:20 PM
 

SSE
Partly cloudy
20°C
1.8 m/s
Apparent: 23°C
Pressure: 1015 mb
Humidity: 96%
Winds: 1.8 m/s SSE
Windgusts: 6.5 m/s
UV-Index: 0
Precip.: 0mm /0% / Rain
Sunrise: 6:19 AM
Sunset: 5:41 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0
 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0
ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

February 7, 2026
ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

February 6, 2026
ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

February 6, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom