• Latest
  • Trending
ମହମ୍ମଦ ୟୁନୁସଙ୍କୁ କଣ କହିଲେ ମୋଦି ?

ମହମ୍ମଦ ୟୁନୁସଙ୍କୁ କଣ କହିଲେ ମୋଦି ?

April 4, 2025
ଛଣଗିରି ସ୍ଵର୍ଣ୍ଣ ଅଳଙ୍କାରରୁ ଲୁଟ ମାମଲାରେ ଧରାପଡ଼ିଲେ ଲୁଟେରା

ଛଣଗିରି ସ୍ଵର୍ଣ୍ଣ ଅଳଙ୍କାରରୁ ଲୁଟ ମାମଲାରେ ଧରାପଡ଼ିଲେ ଲୁଟେରା

September 5, 2025

ଅନଲାଇନରେ ଟଙ୍କା ରୋଜଗାର ନିଶା ଛାଡିଗଲା, ଠକାମି ପରେ ଥାନାର ଦ୍ବାରସ୍ଥ ହେଲେ ଲୋକେ

September 5, 2025
ଶତାଧିକ ଗୁରୁଙ୍କୁ ସମ୍ମାନ ଜଣାଇଲେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ

ଶତାଧିକ ଗୁରୁଙ୍କୁ ସମ୍ମାନ ଜଣାଇଲେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ

September 5, 2025
ଜିଏସଟି ବନାମ ଟାରିଫ

ଜିଏସଟି ବନାମ ଟାରିଫ

September 5, 2025
ଜିଏସଟି ସଂସ୍କାର ଦୁଗ୍ଧ ଚାଷୀମାନଙ୍କୁ ସଶକ୍ତ କରିବା ସହ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀ

ଜିଏସଟି ସଂସ୍କାର ଦୁଗ୍ଧ ଚାଷୀମାନଙ୍କୁ ସଶକ୍ତ କରିବା ସହ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀ

September 5, 2025
ଏମ୍ଏସ୍ଏମ୍ଇ ଗୁଡ଼ିକର ପରିଚାଳନାଗତ ବୋଝ ହ୍ରାସ କରିବା ଲାଗି  ସଂସ୍କାର GST

ଏମ୍ଏସ୍ଏମ୍ଇ ଗୁଡ଼ିକର ପରିଚାଳନାଗତ ବୋଝ ହ୍ରାସ କରିବା ଲାଗି ସଂସ୍କାର GST

September 5, 2025
‘୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା’

‘୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା’

September 5, 2025
ଜିଏସଟି ସଂସ୍କାରକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ଜିଏସଟି ସଂସ୍କାରକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

September 5, 2025
ଓଟିଇଟି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟକୁ ଆମେ ବିଚାର କରୁଛୁ

ଓଟିଇଟି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟକୁ ଆମେ ବିଚାର କରୁଛୁ

September 4, 2025

୫୦ ହଜାର ଅନ୍ତୋଦୟ ଗୃହ ଯୋଜନା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ

September 4, 2025
  • About
  • Careers
  • Contact Us
Saturday, September 6, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ମହମ୍ମଦ ୟୁନୁସଙ୍କୁ କଣ କହିଲେ ମୋଦି ?

by newsroom
April 4, 2025
in ଦେଶ ବିଦେଶ
0
ମହମ୍ମଦ ୟୁନୁସଙ୍କୁ କଣ କହିଲେ ମୋଦି ?
491
SHARES
1.4k
VIEWS
Share on FacebookShare on Twitter

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା ମଧ୍ୟରେ, ବ୍ୟାଙ୍କକ ମାଟିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମହମ୍ମଦ ୟୁନୁସଙ୍କ ମଧ୍ୟରେ ଏକ ବୈଠକ ହୋଇଛି। ଥାଇଲ୍ୟାଣ୍ଡରେ ଅନୁଷ୍ଠିତ BIMSTEC ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମହମ୍ମଦ ୟୁନୁସଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ହୋଇଥିଲା।  ଦୁଇ ଦେଶ ମଧ୍ୟରେ ତିକ୍ତତା ଯୋଗୁଁ ଏହି ବୈଠକକୁ ନେଇ ସସପେନ୍ସ ରହିଥିଲା।

ଗତ ବର୍ଷ ଅଗଷ୍ଟ ମାସରେ ବ୍ୟାପକ ସରକାର ବିରୋଧୀ ଆନ୍ଦୋଳନ ହେତୁ ବାଙ୍ଗ୍ଲାଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନା ବାଂଲାଦେଶ ଛାଡ଼ିଦେବା ପରେ ଭାରତ ସହ ବାଂଲାଦେଶର ସଂପର୍କ ଖରାପ ହୋଇଥିଲା । ପରସ୍ପର ସମ୍ପର୍କ ତାହାଠୁ ଆହୁରି ଖରାପ ହୋଇଗଲା ଯେତେବେଳେ  ବିବାଦିତ ଭାବରେ ଭାରତର କିଛି ଅଂଶକୁ ଉଲ୍ଲେଖ କଲେ ଯେ ଏହା ତାଙ୍କ ଦେଶର । ତେଣୁ ଭାରତ ତାରବାଡ଼ କରିବା ଉଚିତ ନୁହେଁ ।

ତେବେ ଏସବୁ ଭିତରେ ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କର ସମର୍ଥନ କରୁଥିବା ଭାରତ ବାଂଲାଦେଶର ମତକୁ ଗ୍ରହଣ କରି ଦ୍ୱିପାକ୍ଷିକ ବୈଠକ ପାଇଁ ରାଜି ହୋଇଥିଲା। ଏହି କାରଣରୁ ଥାଇଲ୍ୟାଣ୍ଡର ବ୍ୟାଙ୍କକରେ ଅନୁଷ୍ଠିତ BIMSTEC ଶିଖର ସମ୍ମିଳନୀ ସମୟରେ ୟୁନୁସ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ହୋଇଛି । ଅଗଷ୍ଟ ୨୦୨୪ରେ ଶେଖ ହସିନା କ୍ଷମତାରୁ ଓହରି ଭାରତରେ ଆଶ୍ରୟ ନେବା ପରେ ଏହି ସାକ୍ଷାତ ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ଥିଲା।

ଏହି ବୈଠକକୁ ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତାରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଶେଖ୍ ହାସିନାଙ୍କ ସରକାର ବାଂଲାଦେଶ ଛାଡିବା ପରଠାରୁ, ଭାରତ ସହିତ ବାଂଲାଦେଶର ସମ୍ପର୍କ ଭଲ ନାହିଁ। ମହମ୍ମଦ ୟୁନୁସଙ୍କ ନୀତି ଯୋଗୁଁ ସମ୍ପର୍କ ତିକ୍ତ ହୋଇଯାଇଥିଲା। କାରଣ ଲଗାତାର ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେଉଥିଲା । ଏହି ଆକ୍ରମଣ ଉପରେ ନଜର ରଖିବା ଏବଂ ଦୋଷୀଙ୍କୁ ଦଣ୍ଡ ଦେବାସହ ସଂଖ୍ୟାଲଗୁ ହିନ୍ଦୁମାନଙ୍କୁ ସୁରକ୍ଷା ଦେବାକୁ ମୋଦି କହିଥିବା ଆଲୋଚନା ହେଉଛି ।

Tags: newsnewsroom
Share196Tweet123
newsroom

newsroom

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଛଣଗିରି ସ୍ଵର୍ଣ୍ଣ ଅଳଙ୍କାରରୁ ଲୁଟ ମାମଲାରେ ଧରାପଡ଼ିଲେ ଲୁଟେରା

ଛଣଗିରି ସ୍ଵର୍ଣ୍ଣ ଅଳଙ୍କାରରୁ ଲୁଟ ମାମଲାରେ ଧରାପଡ଼ିଲେ ଲୁଟେରା

September 5, 2025

ଅନଲାଇନରେ ଟଙ୍କା ରୋଜଗାର ନିଶା ଛାଡିଗଲା, ଠକାମି ପରେ ଥାନାର ଦ୍ବାରସ୍ଥ ହେଲେ ଲୋକେ

September 5, 2025
ଶତାଧିକ ଗୁରୁଙ୍କୁ ସମ୍ମାନ ଜଣାଇଲେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ

ଶତାଧିକ ଗୁରୁଙ୍କୁ ସମ୍ମାନ ଜଣାଇଲେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ

September 5, 2025

Weather

Bhubaneswar
September 6, 2025, 1:55 pm
 

S
Slight rain showers
28°C
1.2 m/s
Apparent: 34°C
Pressure: 1005 mb
Humidity: 90%
Winds: 1.2 m/s S
Windgusts: 5.3 m/s
UV-Index: 0
Precip.: 7.6mm /88% / Rain
Sunrise: 5:31 am
Sunset: 5:57 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom