• Latest
  • Trending
ପାଣ୍ଡିଆନ ନୁହେଁ ନବୀନ ଦାୟୀ: ପ୍ରଭାତ ତ୍ରିପାଠୀ

ପାଣ୍ଡିଆନ ନୁହେଁ ନବୀନ ଦାୟୀ: ପ୍ରଭାତ ତ୍ରିପାଠୀ

Apr-10-2025 11:26 AM IST
ସର୍ବସମ୍ମତିକ୍ରମେ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହେଲେ ହିମନ୍ତ ବିଶ୍ଵଶର୍ମା, ୧୨ରେ ନେବେ ଶପଥ

ସର୍ବସମ୍ମତିକ୍ରମେ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହେଲେ ହିମନ୍ତ ବିଶ୍ଵଶର୍ମା, ୧୨ରେ ନେବେ ଶପଥ

May-10-2026 02:42 PM IST
ସାବଧାନ ! ସାବୁନରେ ଧୋଉଛନ୍ତି କି ମୁଣ୍ଡ ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ସାବଧାନ ! ସାବୁନରେ ଧୋଉଛନ୍ତି କି ମୁଣ୍ଡ ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

May-10-2026 10:58 AM IST
ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ

May-10-2026 10:31 AM IST
ସମ୍ଭାବ୍ୟ ବାତ୍ୟାକୁ ନେଇ ଆସିଲା ବଡ଼ ଖବର, ଜାଣନ୍ତୁ ଓଡ଼ିଶା ଉପରେ କଣ ରହିବ ଏହାର ପ୍ରଭାବ ?

ସମ୍ଭାବ୍ୟ ବାତ୍ୟାକୁ ନେଇ ଆସିଲା ବଡ଼ ଖବର, ଜାଣନ୍ତୁ ଓଡ଼ିଶା ଉପରେ କଣ ରହିବ ଏହାର ପ୍ରଭାବ ?

May-10-2026 10:16 AM IST
ପଞ୍ଚମ ଥର ପାଇଁ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ହେବେ ରଙ୍ଗା ସ୍ୱାମୀ, ମେ ୧୩ରେ ନେବେ ଶପଥ

ପଞ୍ଚମ ଥର ପାଇଁ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ହେବେ ରଙ୍ଗା ସ୍ୱାମୀ, ମେ ୧୩ରେ ନେବେ ଶପଥ

May-10-2026 09:31 AM IST
ଆଜିଠୁ ଥାଲାପତି ବିଜୟ ସରକାର, ୧୦ଟାରେ ନେବେ ଶପଥ

ଆଜିଠୁ ଥାଲାପତି ବିଜୟ ସରକାର, ୧୦ଟାରେ ନେବେ ଶପଥ

May-10-2026 08:55 AM IST
ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ପଢନ୍ତୁ…

ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ପଢନ୍ତୁ…

May-10-2026 08:15 AM IST
ବାତ୍ୟା ଦ୍ୱନ୍ଦ୍ୱ ମଧ୍ୟରେ ସୃଷ୍ଚି ହେଲା ଘୂର୍ଣ୍ଣିବଳୟ, ଦିନକ ପରେ ନେବ ଲଘୁଚାପର ରୂପ

ବାତ୍ୟା ଦ୍ୱନ୍ଦ୍ୱ ମଧ୍ୟରେ ସୃଷ୍ଚି ହେଲା ଘୂର୍ଣ୍ଣିବଳୟ, ଦିନକ ପରେ ନେବ ଲଘୁଚାପର ରୂପ

May-09-2026 03:55 PM IST
‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ !

‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ !

May-09-2026 03:42 PM IST
ଭାତ ଖାଇଲେ ବଢ଼େ କି ମୋଟା ପଣ , ଜାଣନ୍ତୁ ଏହା ପଛର ସତ ?

ଭାତ ଖାଇଲେ ବଢ଼େ କି ମୋଟା ପଣ , ଜାଣନ୍ତୁ ଏହା ପଛର ସତ ?

May-09-2026 01:22 PM IST
  • About
  • Careers
  • Contact Us
Sunday, May 10, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ପାଣ୍ଡିଆନ ନୁହେଁ ନବୀନ ଦାୟୀ: ପ୍ରଭାତ ତ୍ରିପାଠୀ

୨୦୧୯ ନିର୍ବାଚନ ସଭାରେ ନବୀନଙ୍କ ଉପସ୍ଥିତରେ ଭାଷଣ ଦେଇଛି

by newsroom
Apr-10-2025 11:26 AM IST
in ବଡ଼ ଖବର, ରାଜନୀତି
0
ପାଣ୍ଡିଆନ ନୁହେଁ ନବୀନ ଦାୟୀ: ପ୍ରଭାତ ତ୍ରିପାଠୀ
491
SHARES
1.4k
VIEWS
Share on FacebookShare on Twitter

ଗତ କିଛି ଦିନ ଧରି ବିଜେଡିରେ ତୁତୁ ମେ ମେ ଚାଲିଛି । ବରିଷ୍ଠ ନେତା ଆଉ ଯୁବ ନେତା ଙ୍କ ମଧ୍ୟରେ ରାଜ୍ୟ ସଭାରେ ଭୋଟକୁ ନେଇ ଟଣା ଓଟରା ପରେ ନବୀନ ସବୁ ନେତାଙ୍କୁ ତାଗିଦ କରିବା ସହ  ପ୍ରଭାତ ଦଳରେ ନଥିବା କହିଥିଲେ  ।  ଏବେ ପୁଣି ପ୍ରଭାତ କହିଛନ୍ତି ମିଛ କହିଛନ୍ତି ନବୀନ ପଟ୍ଟନାୟକ। ସେ ସିଧା କହିଛନ୍ତି ମୁଁ ବିଜେଡିରେ ନାହିଁ ନବୀନ ପଟ୍ଟନାୟକ କହିବା ମହା ମିଛ। ଦଳ ସଭାପତି ଏ‌ଭଳି କହିବା ଭୁଲ୍। ଆଜି ସାମ୍ବାଦିକ ସମ୍ମିଳନୀରେ ଏଭଳି କହି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କଡ଼ା ଜବାବ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ। ପ୍ରଭାତ ତ୍ରିପାଠୀ ଆହୁରି କହିଛନ୍ତି, ବିଜେଡିରେ ମୁଁ ନାହିଁ।  ଦଳରେ ମୁଁ ନାହିଁ ବୋଲି ନବୀନଙ୍କୁ ଫିଡ୍ ବ୍ୟାକ ଦିଆଯାଇଛି।

ପ୍ରଭାତ କହିଛନ୍ତି ଯେ ୨୦୧୭ରେ ନିଲମ୍ବନ ପ୍ରତ୍ୟାହାର ହୋଇଥିଲା। ଆଉ କେଶ୍ କୁ ନେଇ ସେ କହିଥିଲେ ମାମଲା ଏବେ ବିଚାରାଧୀନ ରହିଛି ମାମଲାର ରାୟ ପ୍ରକାଶ ପାଇନି। ତେଣୁ ବିଜେଡି ସଭାପତି ଏଭଳି ପ୍ରଶ୍ନ ଉଠାଇବାର ମାନେ କିଛି ନାହିଁ।  ୨୦୧୯ ନିର୍ବାଚନ ସଭାରେ ନବୀନଙ୍କ ଉପସ୍ଥିତରେ ଭାଷଣ ଦେଇଛି।  ୨୦୨୦ ପରେ  ଅନେକ କ୍ଷେତ୍ରରେ  ଦଳ ପାଇଁ କାମ କରିଛି। ଦଳ ମୋତେ ନିୟୋଜିତ କରିଛି। ୨୦୨୪ ନିର୍ବାଚନରେ ବିଭିନ୍ନ ନିର୍ବାଚନମଣ୍ଡଳୀ ପାଇଁ କାମ କରିଛି। ୨୪ ନିର୍ବାଚନ ସଭାରେ ଦ୍ବିତୀୟ କ୍ଷମତା କେନ୍ଦ୍ର ମୋତେ  ପ୍ରଶଂସା କରିଛନ୍ତି । ଏବେ ଏଭଳି କହିବାର ମାନେ କିଛି ନଥିବା ସେ କହିଛନ୍ତି । ସେ କୋର୍ଟକୁ ଯିବେ ନାହିଁ, ସମୟକୁ ଅପେକ୍ଷା କରିବେ ବୋଲି କହିଛନ୍ତି ପ୍ରଭାତ ତ୍ରିପାଠୀ ।

Tags: bjdnewsnewsroomodishapoliticsPravat Tripathy
Share196Tweet123
newsroom

newsroom

ଆଜିର ପାଗ

Bhubaneswar
May 10, 2026, 4:40 PM
 
SE
Mainly clear
30°C
3 m/s
Apparent: 32°C
Pressure: 1010 mb
Humidity: 90%
Winds: 3 m/s SE
Windgusts: 9.7 m/s
UV-Index: 0
Precip.: 0mm /77% / Rain
Sunrise: 5:12 AM
Sunset: 6:13 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom