• Latest
  • Trending
ଆସୁଛନ୍ତି ପୁଟିନ : ପ୍ରତିରକ୍ଷା ଚୁକ୍ତି ଓ ବିଶ୍ୱ ଶାନ୍ତି ଉପରେ ନଜର

ଆସୁଛନ୍ତି ପୁଟିନ : ପ୍ରତିରକ୍ଷା ଚୁକ୍ତି ଓ ବିଶ୍ୱ ଶାନ୍ତି ଉପରେ ନଜର

Dec-04-2025 01:22 PM IST
ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

Dec-05-2025 01:20 PM IST
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫିଟ୍ ଇଣ୍ଡିଆ ଅଭିଯାନର ବାର୍ତ୍ତା କପିଳାସ ହାଫ୍ ମାରାଥନରେ ପ୍ରତିଧ୍ୱନିତ ହେଉଛି- ଧର୍ମେନ୍ଦ୍ର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫିଟ୍ ଇଣ୍ଡିଆ ଅଭିଯାନର ବାର୍ତ୍ତା କପିଳାସ ହାଫ୍ ମାରାଥନରେ ପ୍ରତିଧ୍ୱନିତ ହେଉଛି- ଧର୍ମେନ୍ଦ୍ର

Dec-05-2025 12:48 PM IST
କ’ଣ ଭାରତରେ ତିଆରି ହେବ S-500 ଏୟାର ଡିଫେନ୍ସ ସିଷ୍ଟମ୍‌?

କ’ଣ ଭାରତରେ ତିଆରି ହେବ S-500 ଏୟାର ଡିଫେନ୍ସ ସିଷ୍ଟମ୍‌?

Dec-05-2025 12:37 PM IST
ଭାରତ-ରୁଷ ବନ୍ଧୁତା ଅତୁଟ: ହାଇଦ୍ରାବାଦ୍ ହାଉସ୍‌ରେ ପୁଟିନ-ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭାରତ-ରୁଷ ବନ୍ଧୁତା ଅତୁଟ: ହାଇଦ୍ରାବାଦ୍ ହାଉସ୍‌ରେ ପୁଟିନ-ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

Dec-05-2025 12:20 PM IST
ପୁଟିନଙ୍କ ଗୁପ୍ତ ଜୀବନ ଏମିତି ପାଖରେ ଅଛନ୍ତି ୩ ନକଲି ପୁଟିନ, ସିକ୍ରେଟ ଟୟଲେଟ୍

ପୁଟିନଙ୍କ ଗୁପ୍ତ ଜୀବନ ଏମିତି ପାଖରେ ଅଛନ୍ତି ୩ ନକଲି ପୁଟିନ, ସିକ୍ରେଟ ଟୟଲେଟ୍

Dec-05-2025 12:13 PM IST
ଦେଶ ବିଭାଜନ ପାଇଁ ଗାନ୍ଧୀ ଦାୟୀ | ଏମିତି କାହିଁକି କହିଲେ ବିଜେପି ବିଧାୟକ

ଦେଶ ବିଭାଜନ ପାଇଁ ଗାନ୍ଧୀ ଦାୟୀ | ଏମିତି କାହିଁକି କହିଲେ ବିଜେପି ବିଧାୟକ

Dec-05-2025 12:10 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-05-2025 12:06 PM IST
ଭାରତରେ ପହଁଚିଲେ ପୁଟିନ- ମୋଦି ଏୟାରପୋର୍ଟ ଯାଇ କଲେ ସ୍ବାଗତ

ଭାରତରେ ପହଁଚିଲେ ପୁଟିନ- ମୋଦି ଏୟାରପୋର୍ଟ ଯାଇ କଲେ ସ୍ବାଗତ

Dec-05-2025 08:36 AM IST
ଆସନ୍ତାକାଲିଠୁ ପୁରୀରେ ଆରମ୍ଭ ହେବ ଗ୍ଲୋବାଲ ଏନର୍ଜି ଲିଡର୍ସ ସମ୍ମିଳନୀ

ଆସନ୍ତାକାଲିଠୁ ପୁରୀରେ ଆରମ୍ଭ ହେବ ଗ୍ଲୋବାଲ ଏନର୍ଜି ଲିଡର୍ସ ସମ୍ମିଳନୀ

Dec-04-2025 03:47 PM IST

ପୁଟିନଙ୍କ ସୁରକ୍ଷିତ ବିଳାସପୂର୍ଣ୍ଣ କାର Aurus Senat କୁ ନେଇ ଚର୍ଚା

Dec-04-2025 01:31 PM IST
  • About
  • Careers
  • Contact Us
Friday, December 5, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଆସୁଛନ୍ତି ପୁଟିନ : ପ୍ରତିରକ୍ଷା ଚୁକ୍ତି ଓ ବିଶ୍ୱ ଶାନ୍ତି ଉପରେ ନଜର

ନଜର ରଖିଛି ଆମେରିକା

by M M
Dec-04-2025 01:22 PM IST
in ଦେଶ ବିଦେଶ, ବଡ଼ ଖବର, ସର୍ବଶେଷ ଖବର
0
ଆସୁଛନ୍ତି ପୁଟିନ : ପ୍ରତିରକ୍ଷା ଚୁକ୍ତି ଓ ବିଶ୍ୱ ଶାନ୍ତି ଉପରେ ନଜର
493
SHARES
1.4k
VIEWS
Share on FacebookShare on Twitter

ଦିଲ୍ଲୀ:  ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବହୁ ପ୍ରତିକ୍ଷିତ ଭାରତ ଗସ୍ତ ଆରମ୍ଭ ହେବାକୁ ଯାଉଛି ।  ଦୁଇ ଦିନିଆ ଗୁରୁତ୍ୱପୂର୍ଣ୍ଣ ଗସ୍ତରେ ଭାରତ ଆସୁଛନ୍ତି ପୁଟିନ । ଆଜି ଅପରାହ୍ନ ପ୍ରାୟ ୪:୩୦ରେ ସେ ଦିଲ୍ଲୀରେ ପହଞ୍ଚିବେ। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ୨୩ତମ ଭାରତ-ରୁଷ ଶିଖର ସମ୍ମିଳନୀରେ ଯୋଗ ଦେବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା। ଦୁଇ ଦେଶ ମଧ୍ୟରେ ସଂପର୍କକୁ ଆହୁରି ସଶକ୍ତ କରିବା ।  ପ୍ରତିରକ୍ଷା ଚୁକ୍ତି କରିବା ।

ବର୍ତ୍ତମାନର ରୁଷ-ୟୁକ୍ରେନ ଯୁଦ୍ଧ ଓ ଆମେରିକା ସହ ଚାଲିଥିବା ଟାରିଫ ବିବାଦ ସମୟରେ ଏହି ଭେଟଘାଟ ବିଶ୍ୱ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି। ଦୁଇ ଦେଶ ମଧ୍ୟରେ ଏକ ବଡ଼ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ, କ୍ରେମଲିନକୁ ପୁଣିଥରେ ଶାନ୍ତି ପ୍ରସ୍ତାବ ଦେଇ ଯୁଦ୍ଧ ବନ୍ଦ କରିବା ଦିଗରେ ବଡ଼ ପଦକ୍ଷେପ ନିଆଯାଇପାରେ।

କାର୍ଯ୍ୟକ୍ରମ ଅନୁଯାୟୀ, ଆଜି ରାତିରେ ମୋଦୀଙ୍କ ସହ ପୁଟିନଙ୍କର ରାତ୍ରିଭୋଜନ କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ଭାରତମଣ୍ଡପମ୍‌ରେ ୨୩ତମ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ, ଯେଉଁଥିରେ ଭାରତ-ରୁଷ ବିଜନେସ୍ ଫୋରମ୍‌କୁ ମଧ୍ୟ ସମ୍ବୋଧିତ କରାଯିବ।

ପୁଟିନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଅତ୍ୟାଧୁନିକ ପାଞ୍ଚ-ସ୍ତରୀୟ ସୁରକ୍ଷା ବଳୟ ସହ ହାଇ ଟାଇଟ୍ ସିକ୍ୟୁରିଟି ବ୍ୟବସ୍ଥା କରାଯାଇଛି। NSG, SPG ଏବଂ ରୁଷ ସୁରକ୍ଷା ଅଧିକାରୀମାନେ ମିଳିତ ଭାବେ ସୁରକ୍ଷା ଦାୟିତ୍ୱ ତୁଲାଉଛନ୍ତି। ଏହି ସମୟରେ, ଆର୍ମର୍ଡ ଲିମୁଜିନ୍ ‘ସେନାଟ୍’ ଏବଂ ପରୀକ୍ଷା କରାଯାଇଥିବା ସ୍ୱତନ୍ତ୍ର ଭୋଜନ/ପାନୀୟ ସମେତ ସମସ୍ତ କଡ଼ା ପ୍ରୋଟୋକଲ୍ ଅନୁସରଣ କରାଯାଉଛି।

Share197Tweet123
M M

M M

ଆଜିର ପାଗ

Bhubaneswar
December 5, 2025, 3:09 PM
 

NNE
Mainly clear
28°C
2.5 m/s
Apparent: 19°C
Pressure: 1017 mb
Humidity: 86%
Winds: 2.5 m/s NNE
Windgusts: 7.8 m/s
UV-Index: 0
Precip.: 0mm /0% / Rain
Sunrise: 6:08 AM
Sunset: 5:06 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

November 16, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

December 5, 2025
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫିଟ୍ ଇଣ୍ଡିଆ ଅଭିଯାନର ବାର୍ତ୍ତା କପିଳାସ ହାଫ୍ ମାରାଥନରେ ପ୍ରତିଧ୍ୱନିତ ହେଉଛି- ଧର୍ମେନ୍ଦ୍ର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫିଟ୍ ଇଣ୍ଡିଆ ଅଭିଯାନର ବାର୍ତ୍ତା କପିଳାସ ହାଫ୍ ମାରାଥନରେ ପ୍ରତିଧ୍ୱନିତ ହେଉଛି- ଧର୍ମେନ୍ଦ୍ର

December 5, 2025
କ’ଣ ଭାରତରେ ତିଆରି ହେବ S-500 ଏୟାର ଡିଫେନ୍ସ ସିଷ୍ଟମ୍‌?

କ’ଣ ଭାରତରେ ତିଆରି ହେବ S-500 ଏୟାର ଡିଫେନ୍ସ ସିଷ୍ଟମ୍‌?

December 5, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom