• Latest
  • Trending
ଜିଏସଟି କମିବା ପରେ ମାଲେମାଲ ମଣିପୁର କଫି ଚାଷୀ

ଜିଏସଟି କମିବା ପରେ ମାଲେମାଲ ମଣିପୁର କଫି ଚାଷୀ

Oct-11-2025 03:25 AM IST
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

Mar-19-2026 05:04 PM IST
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

Mar-19-2026 04:10 PM IST
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

Mar-19-2026 02:55 PM IST
ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

Mar-19-2026 02:30 PM IST
କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

Mar-19-2026 01:29 PM IST
https://odisha.newsroom.in/

ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ

Mar-18-2026 04:14 PM IST
https://odisha.newsroom.in/

କଟକ ବଡ ମେଡିକାଲ ନିଆଁକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ

Mar-18-2026 03:22 PM IST
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

Mar-17-2026 05:13 PM IST
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

Mar-16-2026 11:47 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-16-2026 11:40 AM IST
  • About
  • Careers
  • Contact Us
Thursday, March 19, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଜିଏସଟି କମିବା ପରେ ମାଲେମାଲ ମଣିପୁର କଫି ଚାଷୀ

ଜିଏସଟି ସଂସ୍କାର ପରେ ମଣିପୁର ଆଗଉଛି,

by M M
Oct-11-2025 03:25 AM IST
in ଦେଶ ବିଦେଶ, ସର୍ବଶେଷ ଖବର
0
ଜିଏସଟି କମିବା ପରେ ମାଲେମାଲ ମଣିପୁର କଫି ଚାଷୀ
494
SHARES
1.4k
VIEWS
Share on FacebookShare on Twitter

ପ୍ୟାକେଜ୍ କଫି ଉପରେ ଜିଏସ୍‍ଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯିବା ପରେ ଏହାର ଦାମ କମିଛି। ଏହାଦ୍ୱାରା ମଣିପୁରର କଫି ଚାଷୀ ବେଶ ଲାଭବାନ ହେବେ ।  ଉଖରୁଲ, ସେନାପତି ଏବଂ ଚାଣ୍ଡେଲ ଭଳି ଜିଲ୍ଲାରେ କଫି ଚାଷୀମାନେ ଉଚ୍ଚମାନର ଆରାବିକା କିସମ  କଫି ପାଇଁ ବେଶ ଉତ୍ସାହିତ ହୋଇ ଏବେ କଫି ଚାଷରେ ଲାଗିପଡ଼ିଛନ୍ତି । ପ୍ରାୟ ୧୦ ହଜାର ଚାଷୀ କଫି ଚାଷରେ ନିୟୋଜିତ ଅଛନ୍ତି। ନୂତନ ବ୍ୟବସ୍ଥା ତାଙ୍କୁ ପ୍ରକ୍ରିୟାକରଣ, ପ୍ୟାକେଜିଂ ଏବଂ ବଣ୍ଟନ ନେଟୱାର୍କରେ ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହୋଇଛି। କମ୍ ଜିଏସଟି ହାର ଗ୍ରାହକ ଏବଂ ଉତ୍ପାଦକ ଉଭୟଙ୍କ ପାଇଁ ଖର୍ଚ୍ଚ ହ୍ରାସ କରିଛି, କଫି ଚାହିଦା ବଢ଼ାଇଛି ।  ଏହା ଘରୋଇ ଏବଂ ରପ୍ତାନି ବଜାରରେ ଲାଭ ବୃଦ୍ଧି କରିଛି । ଚାଷୀମାନଙ୍କୁ କଫି ଚାଷରେ ଉନ୍ନତି ଆଣିବା ପାଇଁ ଉତ୍ସାହିତ କରିଛି ।

ନୂତନ ଜିଏସଟି ସଂସ୍କାର, କ୍ଷୁଦ୍ର ବ୍ୟବସାୟୀଙ୍କୁ ବ୍ୟବସାୟ କରିବାରେ ଅଧିକ ଲାଭ ଆଣିଦେଇଛି ।  କ୍ଷୁଦ୍ର ଶିଳ୍ପ, ପାରମ୍ପରିକ ହସ୍ତଶିଳ୍ପ ତଥା କୃଷି-ଭିତ୍ତିକ ଜୀବୀକାକୁ ଅଗ୍ରାଧିକାର ଦେଇଛି ।  ମଣିପୁରର ଅର୍ଥନୀତି ଏହି ସଂସ୍କାରରୁ ଯଥେଷ୍ଟ ଲାଭ ପାଉଛି। ଉଖରୁଲ ଏବଂ ସେନାପତିର ଉଚ୍ଚଭୂମିରେ କଫି ଚାଷୀମାନେ ବେଶ ଲାଭ ପାଉଛନ୍ତି ।  ଚୁରାଚାନ୍ଦପୁର ଏବଂ ଇମ୍ଫାଲରେ କଫି ସହିତ ବାଉଁଶ ହସ୍ତଶିଳ୍ପ ଏବଂ ପଥର ଖୋଦେଇ ହସ୍ତଶିଳ୍ପ ଭଲ ରୋଜଗାର ଦେଉଛି । ମଣିପୁରର ଉତ୍ପାଦଗୁଡ଼ିକ ଏବେ ଘରୋଇ ଏବଂ ବିଶ୍ୱ ବଜାରରେ ଅଧିକ ପ୍ରତିଯୋଗିତାମୂଳକ କରିବା ଲକ୍ଷ୍ୟ ରଖିଛି। ଏହା ବ୍ୟତୀତ, ଏହି ସଂସ୍କାରଗୁଡ଼ିକ କାର୍ଯ୍ୟକାରୀ ହେବା  ଦ୍ୱାରା ମଣିପୁରର କାରିଗର ଓ ବ୍ୟବସାୟୀମାନେ ଭାରତର ବର୍ଦ୍ଧିତ ଅର୍ଥନୀତିରେ ଯୋଗଦାନ ଦେବା ସହିତ ପାରମ୍ପରିକ ଜୀବିକା ସଂରକ୍ଷଣ ପାଇଁ ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବେ ବୋଲି ଆଶା କରାଯାଉଛି।

ମଣିପୁରର ବାଉଁଶ ଏବଂ ବେତ କାରିଗରୀ ପାରମ୍ପାରିକ ଭାବରେ ଚୁରାଚାନ୍ଦପୁର, ଉଖରୁଲ ଏବଂ ତାମେଙ୍ଗଲଙ୍ଗର କୁଶଳୀ ସମ୍ପ୍ରଦାୟ ଦ୍ୱାରା ତିଆରି କରାଯାଏ। ପ୍ରାୟ ୧ଲକ୍ଷ ୨୦ ହଜାର କାରିଗର ଏଥିରେ ନିୟୋଜିତ ଅଛନ୍ତି । ଫର୍ନିଚର, ଟୋକେଇ, ମ୍ୟାଟ୍ ଏବଂ ଅନ୍ୟାନ୍ୟ କାଠ କାରିଗରୀ ଉପରେ ଗାଁ ଲୋକ ନିୟୋଜିତ ଅଛନ୍ତି । ଏହି ସାମଗ୍ରୀ ଏବେ ଜିଏସ୍‍ଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ପାଇଛି । ଯାହା ଦ୍ୱାରା, ସିଧାସଳଖ ଉତ୍ପାଦ ମୂଲ୍ୟ ହ୍ରାସ ପାଇଛି । ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଉଭୟ ବଜାରରେ ଚାହିଦା ବଢ଼ିଛି । ଫାନେକ, ଇନ୍ନାଫି ଏବଂ ରାଣୀ ଭଳି ହସ୍ତତନ୍ତ ବସ୍ତ୍ର ବେପାର ବଢ଼ିଛି । ଏହା ମୁଖ୍ୟତଃ ଇମ୍ଫାଲ, ଥୌବାଲ, ବିଷ୍ଣୁପୁର ଏବଂ ସେନାପତିର ଆଞ୍ଚଳିକ ସମ୍ପ୍ରଦାୟର ମହିଳା କାରିଗରଙ୍କ ଦ୍ୱାରା ତିଆରି କରାଯାଏ। ଏହି କାରିଗରୀ କେବଳ ପାରମ୍ପରିକ ବୟନ ପ୍ରଥାକୁ ବଜାୟ ରଖିଛି ତା’ ନୁହେଁ, ବରଂ ପ୍ରାୟ  ଅଢ଼େଇ ଲକ୍ଷ ବୁଣାକାରଙ୍କୁ ସ୍ଥିର ଆୟ ମଧ୍ୟ ପ୍ରଦାନ କରିଛି।

ମଣିପୁରର ପ୍ରକ୍ରିୟାକୃତ ଖାଦ୍ୟ ଶିଳ୍ପ ଅନେକ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଛି। ଜିଏସଟି କମିବା ପରେ ଖାଦ୍ୟ ଦାମ କମିଛି । ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟରେ ପ୍ରାୟ ଦେଢ଼ ଲକ୍ଷ ଶ୍ରମିକ ନିଯୁକ୍ତ ଥିବାରୁ, ଏହି କ୍ଷେତ୍ରରେ ଉତ୍ପାଦନ ଏବଂ ପ୍ୟାକେଜିଂରେ ଗ୍ରାମୀଣ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅଂଶଗ୍ରହଣ ଦେଖିବାକୁ ମିଳୁଛି। ଅଚାର, ବାଉଁଶ କୋଡ଼ା, କିଣ୍ମେତ ଖାଦ୍ୟ, ପନିପରିବା ପ୍ରସ୍ତୁତି ଇତ୍ୟାଦି ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀ ଉପରେ ଜିଏସ୍‍ଟି ପରିମାଣ  ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ପାଇଛି ।  ଥୌବାଲ ଏବଂ ବିଷ୍ଣୁପୁର ଜିଲ୍ଲାରେ, ଦୁଗ୍ଧ ଚାଷ ମୁଖ୍ୟତଃ କ୍ଷୁଦ୍ର ଗ୍ରାମୀଣ ଏବଂ ଆଦିବାସୀ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ହୁଏ ।  ଯାହା ୧ ଲକ୍ଷରୁ ଅଧିକ ଦୁଗ୍ଧ ଚାଷୀ ଏବଂ ସମବାୟ ସଦସ୍ୟଙ୍କୁ ନିଯୁକ୍ତି ଦେଇଥାଏ। ଘିଅ, ବଟର, ପନିର ଏବଂ ପନିର ଉପରେ ଜିଏସ୍‍ଟି ପରିମାଣ ୫ ପ୍ରତିଶତକୁ ହ୍ରାସ  କରାଯିବା ଦ୍ୱାରା ଅତ୍ୟାବଶ୍ୟକ ଦୁଗ୍ଧ ଉତ୍ପାଦକୁ ଅଧିକ ସୁଲଭ କରି ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି।

Tags: Manipur’s coffeereduction in GST on packaged coffee from 18% to 5% brings substantial relief across Manipur’s coffee industry
Share198Tweet124
M M

M M

ଆଜିର ପାଗ

Bhubaneswar
March 19, 2026, 10:18 PM
 

SSW
Overcast
25°C
1.8 m/s
Apparent: 30°C
Pressure: 1012 mb
Humidity: 93%
Winds: 1.8 m/s SSW
Windgusts: 5.8 m/s
UV-Index: 0
Precip.: 7.6mm /28% / Rain
Sunrise: 5:51 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

March 19, 2026
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

March 19, 2026
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

March 19, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom