• Latest
  • Trending
odisha.newsroom.in

SCB ତାତି…୩ ଦିନ ହେଲା ଗୃହ ଅଚଳ

Mar-20-2026 03:22 PM IST
odisha.newsroom.in

ଯୁଦ୍ଧ ପ୍ରଭାବ…ବଢ଼ିଗଲା ପେଟ୍ରୋଲ ଦାମ, ଲିଟର ପିଛା ଏତିକି

Mar-20-2026 04:50 PM IST
odisha.newsroom.in

ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର, ଟ୍ରାଫିକ ଚାଲାଣରେ ବଡ଼ ରିହାତି

Mar-20-2026 04:21 PM IST
https://odisha.newsroom.in/

ହର୍ମୁଜ ପ୍ରଣାଳୀର ସୁରକ୍ଷା ପାଇଁ ଟ୍ରମ୍ପଙ୍କ ବଡ଼ ପ୍ରସ୍ତୁତି

Mar-20-2026 04:01 PM IST
ଆଗକୁ ସାଙ୍ଘାତିକ ହେବ ସ୍ଥିତି ! ଇରାନରେ ଛାଉଁଳି ହୋଇ ରହିଛନ୍ତି ଆମେରିକା ଗୁପ୍ତଚର

ଆଗକୁ ସାଙ୍ଘାତିକ ହେବ ସ୍ଥିତି ! ଇରାନରେ ଛାଉଁଳି ହୋଇ ରହିଛନ୍ତି ଆମେରିକା ଗୁପ୍ତଚର

Mar-20-2026 03:23 PM IST
odisha.newsroom.in

ଆମେରିକାର ଟାଣୁଆ ଫାଇଟର ଜେଟକୁ ଖସାଇଦେଲା ଇରାନ

Mar-20-2026 01:06 PM IST
odisha.newsroom.in

ATM ଭେଳିକି, 10 ହଜାର ଉଠାଇବାକୁ ଯାଇ 3 ଲକ୍ଷ ପାଇଲେ

Mar-20-2026 12:23 PM IST
ଥମୁନି ମଧ୍ୟପ୍ରାଚ୍ୟ ଯୁଦ୍ଧ…ଋଣରେ ବୁଡ଼ିଲାଣି ଆମେରିକା

ଥମୁନି ମଧ୍ୟପ୍ରାଚ୍ୟ ଯୁଦ୍ଧ…ଋଣରେ ବୁଡ଼ିଲାଣି ଆମେରିକା

Mar-20-2026 11:32 AM IST
ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି ପଖାଳ

ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି ପଖାଳ

Mar-20-2026 10:49 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-20-2026 10:41 AM IST
odisha.newsroom.in

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

Mar-20-2026 11:47 AM IST
  • About
  • Careers
  • Contact Us
Friday, March 20, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

SCB ତାତି…୩ ଦିନ ହେଲା ଗୃହ ଅଚଳ

by M M
Mar-20-2026 03:22 PM IST
in ରାଜନୀତି, ରାଜ୍ୟ
0
odisha.newsroom.in

odisha.newsroom.in

491
SHARES
1.4k
VIEWS
Share on FacebookShare on Twitter

SCB ତାତିକୁ ନେଇ ତିନିଦିନ ହେଲା ଗୃହ ଅଚଳ ହୋଇ ରହିଛି I କୌଣସି କାର୍ଯ୍ୟ ସ୍ୱାଭାବିକ ହୋଇପାରୁନି 1 ଗୃହ ଆରମ୍ଭରୁ ବିରୋଧୀ ସଦସ୍ୟମାନେ ହୋହାଲ୍ଲା ଆରମ୍ଭ କରିଦେଉଛନ୍ତି 1 ଫଳରେ ଗୃହକୁ

ମୁଲତବୀ ପରେ ମୁଲତବୀ କରିବାକୁ ପଡୁଛି । ବାରମ୍ୱାର ଗୃହ ଅଚଳ । ଚାଲି ପାରୁନି ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ । ଆଜକୁ ତିନିଦିନ ହେବ ଗୃହରେ ଲାଗି ରହିଛି ହୋହଲ୍ଲା। ଗୃହ କାର୍ଯ୍ୟ ଆରମ୍ଭରୁ ନେଇ ଶେଷ ଯାଏଁ SCB ପୋଡ଼ି ଓ ମୃତାହତକୁ ପ୍ରସଙ୍ଗରେ କମ୍ପୁଛି ବିଧାନସଭା । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡି ବସିଛନ୍ତି କଂଗ୍ରେସ – ବିଜେଡି ।

ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ, ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା , ଉଚ୍ଚଶିକ୍ଷା, ଅନୁସୂଚିତ ଜନଜାତି, ଅନୁସୂଚିତ ଉନ୍ନୟନ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ, କ୍ରୀଡା ଓ ଯୁବ କଲ୍ୟାଣ, ଦକ୍ଷତା ବିକାଶ ଓ ବୈସୟିକ ଶିକ୍ଷା ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ରହିଛି ପ୍ରଶ୍ନକାଳ। ସେପଟେ ଗୃହରେ ନିର୍ମାଣ, ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗର ରହିଛି ଖର୍ଚ୍ଚ ଦାବି ଆଲୋଚନା।

T

Tags: assemblyodisha
Share196Tweet123
M M

M M

ଆଜିର ପାଗ

Bhubaneswar
March 20, 2026, 8:03 PM
 

SSW
Overcast
26°C
2.5 m/s
Apparent: 30°C
Pressure: 1010 mb
Humidity: 90%
Winds: 2.5 m/s SSW
Windgusts: 9.3 m/s
UV-Index: 0
Precip.: 2.5mm /43% / Rain
Sunrise: 5:50 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
odisha.newsroom.in

ଯୁଦ୍ଧ ପ୍ରଭାବ…ବଢ଼ିଗଲା ପେଟ୍ରୋଲ ଦାମ, ଲିଟର ପିଛା ଏତିକି

March 20, 2026
odisha.newsroom.in

ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର, ଟ୍ରାଫିକ ଚାଲାଣରେ ବଡ଼ ରିହାତି

March 20, 2026
https://odisha.newsroom.in/

ହର୍ମୁଜ ପ୍ରଣାଳୀର ସୁରକ୍ଷା ପାଇଁ ଟ୍ରମ୍ପଙ୍କ ବଡ଼ ପ୍ରସ୍ତୁତି

March 20, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom