“ଗୁଣ୍ଡାମାନେ ଭିତରେ ପଶି ମୋତେ ମାଡ଼ ମାରିଲେ”: ପରାଜୟ ପରେ ମମତାଙ୍କ ସାଂଘାତିକ ଅଭିଯୋଗ
ପଶ୍ଚିମବଙ୍ଗର ହାଇପ୍ରୋଫାଇଲ୍ ସିଟ୍ ଭବାନୀପୁରରେ ପରାଜିତ ହେବା ପରେ ମମତା ବାନାର୍ଜୀ ନିରବତା ଭାଙ୍ଗିଛନ୍ତି। ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଦ୍ୱାରା ଶେୟାର କରାଯାଇଥିବା ଏକ ଅଡିଓ କଲ୍ରେ ମମତା ଅଭିଯୋଗ କରିଛନ୍ତି ଯେ, ଭୋଟ୍ ଗଣତି ସମୟରେ ବ୍ୟାପକ ଅନିୟମିତତା କରାଯାଇଛି। ...






