ବିଜେପି ସରକାର ଓଡ଼ିଆ ଅସ୍ମିତାକୁ ଏକ ପ୍ରହସନରେ ପରିଣତ କରିଛନ୍ତି: ବିଜେଡି
ବିଜେପି ଉପରେ ବର୍ଷିଲା ବିଜେଡି । ଓଡ଼ିଆ ଅସ୍ମିତାକୁ ନେଇ ଦଳର ଦୋମୁହାଁ ନୀତିକୁ ନିନ୍ଦା କରିଛି ବିଜେଡି । ଦଳର ମୁଖପାତ୍ର ଡ଼କ୍ଟର ଲେଖାଶ୍ରୀ ସାମନ୍ତସିଂହାର ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବିଜେପିର ଦୋମୁହାଁ ନୀତି ପଦାରେ ପଡିଛି ବୋଲି କହିଥିଲେ। ...
/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)








